ସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ଅନୁଗୁଳ : ଜୈବ ବିବିଧତାର ଗନ୍ତାଘର ସାତକୋଶିଆରୁ ଆସିଛି ଖୁସି ଖବର। ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ପ୍ରଜନନ ସଂଖ୍ୟା ଉତ୍ସାହଜନକ ରହିଛି । ଦୀର୍ଘବର୍ଷ ପରେ ସାତକୋଶିଆ ମହାନଦୀ କୂଳରୁ ଠାବ ହୋଇଛନ୍ତି ଘଡ଼ିଆଳ ଶାବକ। ସାତକଶିଆ ଗଣ୍ଡର ବଳଦମରା…

Continue Readingସାତକୋଶିଆରେ ବଢ଼ିଲା ଘଡ଼ିଆଳ ବଂଶ, ଅଣ୍ଡାରୁ ଫୁଟିଲେ ୨୮ ଛୁଆ

ବାତ୍ୟା ‘ୟାଶ୍’ ମୁକାବିଲା ପାଇଁ ଯାଜପୁର ଗଲା ଅନୁଗୁଳ ଅଗ୍ନିଶମ ବାହିନୀ

ଅନୁଗୁଳ: ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ‘ୟାଶ୍” ଭୟଙ୍କର ରୂପ ନେଇ ମାଡ଼ି ଆସୁଛି । ପାଣିପାଗ ବିଭାଗ ଆକଳନ ମୁତାବକ, ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୨୬ ତାରିଖରେ ମାଡ଼ ହେବ ‘ୟାଶ୍’। ଏହାର ମୁକାବିଲା ପାଇଁ ରାଜ୍ୟ…

Continue Readingବାତ୍ୟା ‘ୟାଶ୍’ ମୁକାବିଲା ପାଇଁ ଯାଜପୁର ଗଲା ଅନୁଗୁଳ ଅଗ୍ନିଶମ ବାହିନୀ

ଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକାଙ୍କ ଦେହାନ୍ତ

ଅନୁଗୁଳ: ଅନୁଗୁଳ ପଞ୍ଚମହଲା ସ୍ଥିତ ଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକା ସତ୍ୟଭାମା ନାୟକ କରୋନାରେ ସଂକ୍ରମିତ ହୋଇ ଜୀବନ ହରାଇଛନ୍ତି। ସତ୍ୟଭାମା ଭୁବନେଶ୍ଵରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ। ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୦୦୯…

Continue Readingଆଦୃତା ଶିଶୁ ଗୃହର ମୁଖ୍ୟ ପରିଚାଳିକାଙ୍କ ଦେହାନ୍ତ

କରୋନା ମାଡ: ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

ଅନୁଗୁଳ: ଗତ କିଛିଦିନ ଧରି ଲକଡାଉନ୍ ଓ ସପ୍ତାହାନ୍ତ ସଟ୍ଡ଼ାଉନ ଭିତରେ ଅନୁଗୁଳ ସହରର ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ବେଶ୍ ଚିନ୍ତାରେ ଅଛନ୍ତି। ସରକାର ସୋମବାର ଠାରୁ ଶୁକ୍ରବାର ଯାଏ ସକାଳ ୭ ଟା ୧୧ ଟା ଯାଏ ଫଳ,ମାଛ,…

Continue Readingକରୋନା ମାଡ: ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ

ରବିବାର ବିଦ୍ୟୁତ ଯୋଗାଣ ବ୍ୟାହତ ହେବ

ଅନୁଗୁଳ: ମେ ୨୩ ତାରିଖ ଦିନ ଅନୁଗୁଳ ସହରର ବିଭିନ୍ନ ଅଂଚଳରେ ସାମୟିକ ବିଦ୍ୟୁତ କାଟ ହେବ। ଗ୍ରୀଡ଼ ମରାମତି ନିମନ୍ତେ ବିଦ୍ୟୁତ ବିଭାଗ ପକ୍ଷରୁ ସକାଳ ୮ ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ଏହି ବିଦ୍ୟୁତ କାଟ ହେବ।ସହରର…

Continue Readingରବିବାର ବିଦ୍ୟୁତ ଯୋଗାଣ ବ୍ୟାହତ ହେବ

ଅନୁଗୁଳ ଗସ୍ତରେ ପୁଲିସ୍ ଡିଜି ଅଭୟ, କୋଭିଡ୍ ସ୍ଥିତିର କଲେ ସମୀକ୍ଷା

ଅନୁଗୁଳ: ପୁଲିସ୍ ଡିଜି ଅଭୟ ଶୁକ୍ରବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ୍ ମୁକାବିଲାରେ ଅନୁଗୁଳ ପୁଲିସ୍‌ର କାର୍ଯ୍ୟକୁ ସେ ପ୍ରଶଂସା କରିବା ସହିତ ଲକଡାଉନ୍, ସପ୍ତାହାନ୍ତ ସଟଡାଉନ୍ ପାଳନକୁ ଆହୁରି କଡ଼ାକଡ଼ି କରିବାକୁ ସେ…

Continue Readingଅନୁଗୁଳ ଗସ୍ତରେ ପୁଲିସ୍ ଡିଜି ଅଭୟ, କୋଭିଡ୍ ସ୍ଥିତିର କଲେ ସମୀକ୍ଷା

ଆଜିଠୁ ଷ୍ଟାଡିୟମ୍‌ରେ ପୁଣି ଟିକାକରଣ

ଅନୁଗୁଳ: ଜିଲ୍ଲାରେ ଦୁଇ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ଆରମ୍ଭ ହେବ ଟିକାକରଣ । ଏଥିପାଇଁ ଶୁକ୍ରବାର ଜିଲ୍ଲାରେ ୮ ହଜାର ଡୋଜ୍ କୋଭିସିଲଡ଼ ପହଞ୍ଚିଛି। ଅନୁଗୁଳ ଷ୍ଟାଡିୟମ୍‌ରେ ମେଗା ଟିକାଦାନ ସହ ଜିଲ୍ଲାର ଅନ୍ୟ ସମସ୍ତ ଟିକାକେନ୍ଦ୍ରକୁ…

Continue Readingଆଜିଠୁ ଷ୍ଟାଡିୟମ୍‌ରେ ପୁଣି ଟିକାକରଣ

ବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍‌ଡ଼ାଉନ୍

ଅନୁଗୁଳ: କରୋନା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ଛେଣ୍ଡିପଦା ବ୍ଲକ୍‌ରେ କେତେକ ସରପଞ୍ଚ ଏ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି। ବ୍ଲକ୍‌ର ବ୍ରାହ୍ମଣବିଲ ପଞ୍ଚାୟତକୁ ସ୍ଥାନୀୟ ସରପଞ୍ଚ ସୁଧାକର ବେହେରା ସଟ୍ ଡାଉନ୍ ଘୋଷଣା କରିଛନ୍ତି।…

Continue Readingବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍‌ଡ଼ାଉନ୍

ଜେଲ୍‌ରେ ୨୬ ପଜିଟିଭ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ବଢି ଚାଲିଥିଲା ବେଳେ କାରାଗାରରେ ଥିବା ୨୬ ଜଣ ବିଚାରାଧୀନ କଏଦୀ ସଂକ୍ରମିତ ହୋଇଛନ୍ତି। ସୂଚନା ଅନୁସାରେ, ଗତ ତିନିଦିନ ତଳେ କାରାଗାରର ଜଣେ କଏଦୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପରବର୍ତୀ ସମୟରେ ଅନ୍ୟମାନଙ୍କର…

Continue Readingଜେଲ୍‌ରେ ୨୬ ପଜିଟିଭ୍

ଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ

ଅନୁଗୁଳ: ଆଜିଠାରୁ ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ଼ ପରିଚାଳନା ବ୍ୟବସ୍ଥା (ସିଏମଏସ)। ଏହି ବ୍ୟବସ୍ଥା ଅନୁସାରେ, କୋଭିଡ଼ ପରିଚାଳନା ଅଧିକ ସକ୍ରିୟ ଓ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଆଶା ରଖିଛି ପ୍ରଶାସନ। ଏଥିପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍‌ angulcms.com…

Continue Readingଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ