ଆରମ୍ଭ ହେଲା ଯୁବଗୋଷ୍ଠୀଙ୍କୁ କରୋନା ଟିକାଦାନ

You are currently viewing ଆରମ୍ଭ ହେଲା ଯୁବଗୋଷ୍ଠୀଙ୍କୁ କରୋନା ଟିକାଦାନ

ଅନୁଗୁଳ: ଜିଲ୍ଲାରେ କରୋନା କଷଣ ଜାରି ରହିଛି। ଦ୍ୱିତୀୟ ଲହର ନ ଥମୁଣୁ ତୃତୀୟ ଲହର ଆସିବାର ସତର୍କ ଘଣ୍ଟି ବଜାଇଲାଣି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ସୋମବାର ଜିଲ୍ଲାର ଯୁବଗୋଷ୍ଠୀଙ୍କୁ ଟିକାଦାନ ଆରମ୍ଭ ହୋଇଛି। ରବିବାର ଅନଲାଇନ ସ୍ଲଟ୍ ବୁକ୍ କରିଥିବା ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ଟିକା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

 

 

 

 

 

 

Share

Leave a Reply