ସାଉଣ୍ଡ ଏବଂ ମ୍ୟୁଜିକ ମାଲିକ ସଙ୍ଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

You are currently viewing ସାଉଣ୍ଡ ଏବଂ ମ୍ୟୁଜିକ ମାଲିକ ସଙ୍ଘର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନଗୁଳ ଜିଲ୍ଲା ସାଉଣ୍ଡ ଏବଂ ମ୍ୟୁଜିକ ମାଲିକ ସଂଘ ପକ୍ଷରୁ ବାହାଘର ତଥା ବିଭିନ୍ନ ପାର୍ଟିରେ ପ୍ରୋସେସନ ଏବଂ ମ୍ୟୁଜିକ ପରିବେଷଣ କୁ ଅନୁମତି ପ୍ରଦାନ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।କରୋନା କଟକଣା ଯୋଗୁ ସରକାର ବାଜା ଏବଂ ମ୍ୟୁଜିକ ସିଷ୍ଟମକୁ ନିଷିଦ୍ଧ କରିଥିବାରୁ ବାଜା ମାଲିକମାନେ ଏବେ ଘୋର ଦୁର୍ଦ୍ଦଶା ଭିତରେ ଅଛନ୍ତି।ତେଣୁ କିଛି କଟକଣା ଥାଇ ବାଜା ଏବଂ ମ୍ୟୁଜିକ ପାର୍ଟି ଆୟୋଜନକୁ ଅନୁମତି ଦେବାପାଇଁ ସଂଘ ପକ୍ଷରୁ ଏହି ଦାବିପତ୍ର ଦିଆଯାଇଥିଲା।ସଂଘ ସଭାପତି ଜିତେନ୍ଦ୍ର ସାହୁ ,ସମ୍ପାଦକ ସୁଶାନ୍ତ ସାହୁ,ଅଶ୍ୱିନୀ ଦଳବେହେରା ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Share

Leave a Reply