ଅନୁଗୁଳ: ସ୍ଥାନୀୟ ଶିବା ପଡିଆରେ ଆୟୋଜିତ ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ଆଜି ସାଉଥ ବଲଣ୍ଡା ୨-୦ ଗୋଲରେ ବଳରାମପ୍ରସାଦ ଏକାଦଶକୁ ହରାଇ ଫାଇନାଲରେ ପହଞ୍ଚିଛି। ଆଜିର ଖେଳକୁ ମନୋରଞ୍ଜନ ପଟନାୟକ, ପ୍ରଶାନ୍ତ ସିହ୍ନା, ବୁଲୁ ରାଉତରାୟ, ଅନିଲ ପଟନାୟକ ପ୍ରମୁଖ ଖେଳ ପରିଚାଳନା ରେ ସହାୟତା କରିଥିଲେ।
ଶିବାନନ୍ଦ ପଦ୍ମଚରଣ ସ୍ମାରକୀ ଫୁଟବଲ: ଫାଇନାଲରେ ବଲଣ୍ଡା
- Post published:February 14, 2025
- Post category:କ୍ରୀଡ଼ା
- Post comments:0 Comments
- Post author:Biswaranjan Pattnaik

Tags: Angul