ସରିଲାଓଡ଼ିଶା କ୍ରିକେଟ ଲିଗ୍, ଅନୁଗୁଳର ଶ୍ରେୟାଂଶ ଶ୍ରେଷ୍ଠ ବ୍ୟାଟର୍

You are currently viewing ସରିଲାଓଡ଼ିଶା କ୍ରିକେଟ ଲିଗ୍, ଅନୁଗୁଳର ଶ୍ରେୟାଂଶ ଶ୍ରେଷ୍ଠ ବ୍ୟାଟର୍

ଅନୁଗୁଳ: ଓଡ଼ିଶା କ୍ରିକେଟ ଲିଗ୍ ନିକଟରେ ଉଦଯାପିତ ହୋଇଛି ଏବଂ ଏଥିରେ ଓଡ଼ିଶା ଲାୟନ୍ସ୍ ଓଡ଼ିଶା ଟାଇଗରସ୍ ହରାଇ ଚମ୍ପିୟାନ ହୋଇଛି। ସିରିଜର ଶ୍ରେଷ୍ଠ ଖେଳାଳୀ ରୂପେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ମିଳିଥିବା ବେଳେ ପ୍ରବୀଣ ଲୋହାଙ୍କୁ ଫାଇନାଲ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ମିଳିଥିଲା। ସବୁଠାରୁ ଖୁସିର କଥା ହେଲା ଓଡ଼ିଶା ଚିତାସ୍ ପକ୍ଷରୁ ଖେଳୁଥିବା ଅନୁଗୁଳର ଆକ୍ରମଣାତ୍ମକ ବ୍ୟାଟର ଶ୍ରେୟଂଶ ଭରଦ୍ୱାଜ ଶ୍ରେଷ୍ଠ ବ୍ୟାଟର ଭାବେ ପୁରସ୍କୃତ ହୋଇଛନ୍ତି। ସେ ଏହି ସିରିଯରେ ୧୨ ଟି ଇନିଙ୍ଗସ ଖେଳି ୧୧୭.୪୮ ଷ୍ଟ୍ରାଇକ ରେଟ୍ ରେ ୩୩୬ ରନ କରିଥିଲେ।

Share

Leave a Reply