ଟ୍ରକ – ବୁଲେଟ ଧକ୍କା, ଯୁବକ ମୃତ

ଅନୁଗୁଳ: ରବିବାର ଅପରାହ୍ନରେ ଅନୁଗୁଳ ବ୍ଲକ ତଥା ପୁରୁଣାକୋଟ ଥାନା ଅନ୍ତୁଳିଆ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଠାକୁରଗଡ଼ ଥାନା ତାଳମଳିହା ଗ୍ରାମର ଲିଙ୍ଗରାଜ ମାଝୀ (୩୫) ବୁଲେଟରେ ଅନୁଗୁଳ ଆଡକୁ ଆସିଥିବା ବେଳେ ସାମ୍ନା…

Continue Readingଟ୍ରକ – ବୁଲେଟ ଧକ୍କା, ଯୁବକ ମୃତ