ସିଲ୍ ହେଲା ମୋଦି କଲେକ୍ସନ
ଅନୁଗୁଳ: କୋଭିଡ ନିୟମ ପାଳନ ନ କରିବା ଅଭିଯୋଗରେ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପୁଲିସ | ସୋମବାର ଏହି ଦୋକାନରେ ପ୍ରବଳ ଭିଡ ହୋଇଥିଲାବେଳେ ଲୋକମାନେ ମାସ୍କ ପିନ୍ଧି ନଥିଲେ। ସେହିପରି ସାମାଜିକ ଦୂରତା ରକ୍ଷା…
ଅନୁଗୁଳ: କୋଭିଡ ନିୟମ ପାଳନ ନ କରିବା ଅଭିଯୋଗରେ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପୁଲିସ | ସୋମବାର ଏହି ଦୋକାନରେ ପ୍ରବଳ ଭିଡ ହୋଇଥିଲାବେଳେ ଲୋକମାନେ ମାସ୍କ ପିନ୍ଧି ନଥିଲେ। ସେହିପରି ସାମାଜିକ ଦୂରତା ରକ୍ଷା…
ଅନୁଗୁଳ : ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପକ୍ଷରୁ ଚାଷ ଜମିର କ୍ଷତିପୂରଣ ବାବଦରେ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତାଳଚେର ବ୍ଲକ୍ ସନ୍ଥପଡ଼ା ମୌଜାର ୭୨ ଏକର ଚାଷ ଜମି ଥର୍ମାଲ୍ ଯୋଗୁଁ ସମ୍ପୂର୍ଣ୍ଣ ଭାବେ ନଷ୍ଟ…
ଅନୁଗୁଳ: ଜିଲ୍ଲାରେ କୋଭିଡ୍ ସ୍ଥିତି ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ରବିବାର ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ସମୀକ୍ଷା କରିଛନ୍ତି। କୋଭିଡ ହସପିଟାଲର ସଠିକ୍ ପରିଚାଳନା ନିମନ୍ତେ ଆକ୍ରାନ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଖରେ ଖାଦ୍ୟ ଓ…
ଅନୁଗୁଳ: କିଶୋରନଗର ବ୍ଲକ୍ ଗାଁ ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗାଁର ସୁଶାନ୍ତ ସାହୁଙ୍କ ନବଜାତ କନ୍ୟାର ଏକୋଇଶିଆ ଭୋଜି ଗାଁ ଗ୍ରାମ ମନ୍ଦିରରେ ଆୟୋଜନ କରାଯାଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ଅନୁମତି ନିଆଯାଇନଥିଲା | ଭୋଜି ପାଇଁ ପ୍ରାୟ ୬୦ ଲୋକ…
ଅନୁଗୁଳ : ଅନୁଗୁଳ ବ୍ଲକ୍ ବଡକେରା ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଅବନ୍ତୀ ସାହୁଙ୍କର ଗତ ୨୯ ତାରିଖ ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଅନୁଗୁଳ ବଜାରପଡ଼ାସ୍ଥିତ ବାସଭବନରେ ସପରିବାର ରହୁଥିବା ବେଳେ…
ଅନୁଗୁଳ: ଆସନ୍ତା ୫ ତାରିଖରୁ ରାଜ୍ୟ ସରକାରଙ୍କ ଦ୍ବାରା ୧୪ ଦିନିଆ ଲକ୍ଡାଉନ୍ ଘୋଷଣା ହେବା ପରେ ଓଡିଶା ବ୍ୟବସାୟ ମହାସଙ୍ଘ ଅପରାହ୍ନ ୨ଟା ପରେ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି। ମଇ ୩ ରୁ ସାରା ରାଜ୍ୟରେ ଅପରାହ୍ନ…
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଆସନ୍ତା ୫ ତାରିଖରୁ(ବୁଧବାର) ଠାରୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା ହୋଇଛି। ୫ ତାରିଖ ସକାଳ ୫ଟାରୁ ତାଲାବନ୍ଦ । ୧୯ ତାରିଖ ସକାଳ ଯାଏ ଲକ୍ଡାଉନ୍ ଘୋଷଣା…
ଅନୁଗୁଳ: ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ୍ ବନ୍ଦ ହୋଇଯିବା ପରେ ଛଟେଇ ହୋଇଥିବା ୮୮୯ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ମିଳିବ ବୋଲି ଶୁକ୍ରବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଢେଙ୍କାନାଳ ସାଂସଦ…
ଅନୁଗୁଳ: ତାଳଚେର କୋଲିୟରୀ ଥାନା ସେଣ୍ଟ୍ରାଲ କଲୋନିରେ ଜଣେ ମହିଳା ତାଙ୍କ ନବବିବାହିତ ଦିଅରଙ୍କ ସହ ଘରୁ କେଉଁଆଡ଼େ ଫେରାର ହୋଇ ଯାଇଥିବା କୋଲିୟରୀ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଦିଅରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ଘଟଣାକୁ…
ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣିହାଁ ବ୍ଲକ୍ର କୁଳୁମା ପଞ୍ଚାୟତକୁ ଏକ ସପ୍ତାହ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଗୁରୁବାର ଏହି କଟକଣା ଲାଗୁ ହେବ ବୋଲି କୁହାଯାଇଛି । ପ୍ରକାଶ ଯେ, କୁଳୁମା ଗ୍ରାମପଞ୍ଚାୟତରେ ଦିନକୁ ଦିନ…