ଛେଣ୍ଡିପଦାରେ ଛାତ୍ରୀଙ୍କୁ ଅସଦାଚରଣ: ବିଦ୍ୟାଳୟରେ ତାଲା, ଗଛ ମୂଳେ ଧାରଣା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ପାତ୍ରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଲିପନ କୁମାର ବେହେରାଙ୍କ ବିରୋଧରେ ମଦ୍ୟପାନ ଅବସ୍ଥାରେ ଦୁଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଅଭିଭାବକମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ…

Continue Readingଛେଣ୍ଡିପଦାରେ ଛାତ୍ରୀଙ୍କୁ ଅସଦାଚରଣ: ବିଦ୍ୟାଳୟରେ ତାଲା, ଗଛ ମୂଳେ ଧାରଣା

ମହାବିଦ୍ୟାଳୟରେ “ଏକ ପେଡ ମାଁ କେ ନାମ” କାର୍ଯ୍ୟକ୍ରମ

ଅନୁଗୁଳ: ୧୭ ସେପ୍ଟେମ୍ବର ୨୦୨୫ ରେ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳ ପକ୍ଷରୁ “ଏକ ପେଡ ମାଁ କେ ନାମ” ଅଭିଯାନ ଅଧୀନରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଅଧ୍ୟକ୍ଷ ଡ଼ଃ…

Continue Readingମହାବିଦ୍ୟାଳୟରେ “ଏକ ପେଡ ମାଁ କେ ନାମ” କାର୍ଯ୍ୟକ୍ରମ

ଶବ୍ଦ ପ୍ରଦୂଷଣ ରୋକିବାକୁ ଅନୁଗୁଳ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ପୋଲିସ ଶବ୍ଦ ପ୍ରଦୂଷଣକାରୀ ୬୮ଟି ଫଟା ଶଦ୍ଦ କରୁଥିବା ସାଇଲେନ୍ସର ରୋଲର ଚଢ଼ାଇ ନଷ୍ଟ କରିଛି। ନିକଟରେ ଏହି ସାଇଲେନ୍ସର ଲଗାଇଥିବା ଗାଡ଼ି ମାଲିକଙ୍କୁ ଜରିମାନା କରି ସାଇଲେନ୍ସର ଗୁଡ଼ିକୁ ଜବତ କରାଯାଇଥିଲା। ଆଜି ଏଗୁଡ଼ିକୁ…

Continue Readingଶବ୍ଦ ପ୍ରଦୂଷଣ ରୋକିବାକୁ ଅନୁଗୁଳ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ

ମୁଣ୍ଡାସାହିରେ ରାସ୍ତା ଅଭାବ: ଜନଜାତି ବାସିନ୍ଦାଙ୍କ ଦୁର୍ଦଶା

କନ୍ଧକୋଇଲି: ମାଣିକଯୋଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଧକୋଇଲି ଗାଁରୁ ୧ କି.ମି. ଦୂରରେ ଅବସ୍ଥିତ ମୁଣ୍ଡାସାହିରେ ୨୦ଟି ଜନଜାତି ପରିବାର ବାସ କରୁଛନ୍ତି। ଲଗାଣ ବର୍ଷାରେ ତଳଘାଟ ନାଳ ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି। ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯିବା, ଚାଷୀଙ୍କ ଚାଷ…

Continue Readingମୁଣ୍ଡାସାହିରେ ରାସ୍ତା ଅଭାବ: ଜନଜାତି ବାସିନ୍ଦାଙ୍କ ଦୁର୍ଦଶା

ନାଲକୋ ବିଶ୍ୱକର୍ମା ପୂଜାର ଦ୍ଵିତୀୟ ଦିନ, ମେଳା ବୁଲିବା ସହ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଉଛନ୍ତି ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ନାଲକୋନଗରରେ ବିଶ୍ୱପ୍ରସିଦ୍ଧ ବିଶ୍ୱ ବିନ୍ଧାଣି ବିଶ୍ୱକର୍ମା ପୂଜାର ଦ୍ୱିତୀୟ ସନ୍ଧ୍ୟା ଜମିଛି। ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ପୂଜା ଦେଖିବାକୁ ଆସିଥିଲେ। ପ୍ରାୟ ଦୁଇ କିଲୋମିଟର ବ୍ୟାପୀ ୧୯ ଟି ପୂଜା ମଣ୍ଡପ ସାଙ୍ଗକୁ ଓରମାସ ପକ୍ଷରୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା…

Continue Readingନାଲକୋ ବିଶ୍ୱକର୍ମା ପୂଜାର ଦ୍ଵିତୀୟ ଦିନ, ମେଳା ବୁଲିବା ସହ ସ୍ୱାଦିଷ୍ଟ ଖାଦ୍ୟର ମଜା ନେଉଛନ୍ତି ଅଞ୍ଚଳବାସୀ

ଘର ଭିତରୁ ନାଗ ସାପ ଉଦ୍ଧାର

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଧୀନ ଘନପୁର ଗ୍ରାମର ଦେବେନ୍ଦ୍ର ସାହୁଙ୍କ ଘରୁ ବୁଧବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ବାହାର ଅଞ୍ଚଳରୁ ଏକ ନାଗ ସାପ ଦେବେନ୍ଦ୍ରଙ୍କ ଘର ଭିତରେ ପଶିଥିଲା ଓ ମାଟିଘର…

Continue Readingଘର ଭିତରୁ ନାଗ ସାପ ଉଦ୍ଧାର

ସ୍ୱାସ୍ଥ୍ୟ ସଚେତନତା ପାଇଁ ଅଭିରାମଙ୍କୁ ବଇଣ୍ଡାରେ ସମ୍ବର୍ଦ୍ଧନା

ବଇଣ୍ଡା: ଝାରସୁଗୁଡ଼ା ଜିଲ୍ଲା ବୁଲଗାଁର ୬୮ ବର୍ଷୀୟ ଅଭିରାମ ଶତପଥୀ ସ୍ୱାସ୍ଥ୍ୟ ଫିଟନେସ୍ ପାଇଁ ପଦଯାତ୍ରା କରି ସଚେତନତା ସୃଷ୍ଟି କରୁଛନ୍ତି। ବୁଧବାର ସେ ବଇଣ୍ଡା ପହଞ୍ଚି ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରୁଥିବା ବେଳେ ଯୁବଗୋଷ୍ଠୀ ତାଙ୍କୁ ଉତ୍ତରୀୟ ଦେଇ…

Continue Readingସ୍ୱାସ୍ଥ୍ୟ ସଚେତନତା ପାଇଁ ଅଭିରାମଙ୍କୁ ବଇଣ୍ଡାରେ ସମ୍ବର୍ଦ୍ଧନା

ମହିଳା ନିର୍ଯ୍ୟାତନା ବିରୋଧରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ଅନୁଗୁଳ: ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ, ଅସମ୍ମାନ ଓ ନିର୍ଯାତନାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ସଦସ୍ୟାମାନେ ଅନୁଗୁଳ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପୋଲିସ ମହାନିର୍ଦେଶକଙ୍କ ଉଦ୍ଦେଶ୍ୟରେ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ…

Continue Readingମହିଳା ନିର୍ଯ୍ୟାତନା ବିରୋଧରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ

ରାସନ ବଣ୍ଟନରେ ଅନିୟମିତତା: ନୁନୁକାପଶି ଗ୍ରାମବାସୀଙ୍କ ଅଭିଯୋଗ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ୱାର୍ଡ ନଂ ୧ ଓ ୨ରେ ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ମଙ୍ଗଳବାର କିଶୋରନଗର ବିଡିଓଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି। ହିତାଧିକାରୀମାନେ ଅଭିଯୋଗ କରିଛନ୍ତି…

Continue Readingରାସନ ବଣ୍ଟନରେ ଅନିୟମିତତା: ନୁନୁକାପଶି ଗ୍ରାମବାସୀଙ୍କ ଅଭିଯୋଗ

ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରେ ଭକ୍ତିଭାବରେ ପାଳିତ ହେଲା ବିଶ୍ୱକର୍ମା ପୂଜା

ଅନୁଗୁଳ: ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍‌ର ଅନୁଗୁଳ ପ୍ଲାଣ୍ଟ ପରିସରରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଭକ୍ତି ଓ ପବିତ୍ରତାର ସହ ପାଳିତ ହୋଇଯାଇଛି। ଏଥିରେ କର୍ମଚାରୀ, ସେମାନଙ୍କ ପରିବାର ଓ ସ୍ଥାନୀୟ ସମ୍ପ୍ରଦାୟର ଲୋକେ ଅଂଶଗ୍ରହଣ କରିଥିଲେ। ପ୍ଲାଣ୍ଟ ମୁଖ୍ୟ…

Continue Readingଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟରେ ଭକ୍ତିଭାବରେ ପାଳିତ ହେଲା ବିଶ୍ୱକର୍ମା ପୂଜା