ଅନୁଗୁଳରେ ମଧୁ ଜୟନ୍ତୀ
ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ମଧୁଜୟନ୍ତୀ ଓ ଆଇନଜୀବୀ ଦିବସ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ ଭାଗ୍ୟଲକ୍ଷ୍ମୀ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋର୍ଟ ପରିସରରେ ସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…
ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ମଧୁଜୟନ୍ତୀ ଓ ଆଇନଜୀବୀ ଦିବସ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ ଭାଗ୍ୟଲକ୍ଷ୍ମୀ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋର୍ଟ ପରିସରରେ ସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…
ଅନୁଗୁଳ: ଆମ୍ବୁଲାନ୍ସ ଧକ୍କାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ହେଲେ ଜରପଡ଼ା ଥାନା ଇଲାକା ତୁବେ ଗ୍ରାମର ଚୁଇଁ ସାହୁ(୬୫)। ପ୍ରାପ୍ତ ସୂଚନା ମୁତାବକ, ବୁଧବାର ଦିନ…
ଅନୁଗୁଳ: ଶିଳ୍ପଜିଲ୍ଲା ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଗାଁ’ଠୁ ସହର, ସବୁଠି ଏହାର ଆତଙ୍କ ପରିଲକ୍ଷିତ ହେଉଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ ଏଥିରୁ ବର୍ତ୍ତି ବାର ଏକମାତ୍ର ପ୍ରତିଷେଧକ ହେଉଛି ସତର୍କତା।…
ଅନୁଗୁଳ: ଶୁକ୍ରବାରଠୁ ତାଳଚେର ସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ । ଏହାର ପରିଚାଳକ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସ୍ବତନ୍ତ୍ର ହସ୍ପିଟାଲରେ ୧୨୦ଟି ବେଡ୍…
ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ନିତି ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଉଭୟ ନାଲ୍କୋନଗର ଓ ବଅଁରପାଳ ଥାନା ଇଲାକାରୁ ୨ଟି…
ଅନୁଗୁଳ: ଏମ୍ସିଏଲ୍ର ଅନନ୍ତ ବିହାର କଲୋନୀ ଅଞ୍ଚଳରେ ବୁଧବାର ଏକ ବାହାଘରରେ କୋଭିଡ୍ ନିୟମ ଉଲଂଘନ ମହଙ୍ଗା ପଡ଼ିଛି। ପୁଲିସ ଟିମ୍ ଚଢ଼ଉ କରି ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ଅନନ୍ତ ବିହାର କଲୋନୀରେ ଜଣେ…
ଅନୁଗୁଳ: କଣିହାଁ ବ୍ଳକ୍ ତଥା ରେଙ୍ଗାଳି ଥାନା ଇଲାକାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଶାଳୀ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଉନ୍ମତକାଣ୍ଡ ଘଟାଇଛି ଅଭିଯୁକ୍ତ ଭିଣେଇ। ଭିଣେଇର କାଠ ଫାଳିଆ…
ଅନୁଗୁଳ: ଗୁରୁବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପକ୍ଷରୁ କୋଭିଡ଼ ଟିକାକରଣ ବନ୍ଦ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜିଲ୍ଲା କଳାକେନ୍ଦ୍ରଠାରେ ହିତାଧିକାରୀଙ୍କୁ ଟିକା ଦିଆଯାଉଥିଲା। ସେଠାରେ ହାଉଜାଉ ଭିଡ଼ ଯୋଗୁଁ ଏଣିକି ଦୁଇ କେନ୍ଦ୍ର ଯଥା- କଳାକେନ୍ଦ୍ର ଓ ଟାମୁଡ଼ା…
ଅନୁଗୁଳ: କରୋନା ଦ୍ବିତୀୟ ଲହର ଛେଣ୍ଡିପଦା ବ୍ଲକରେ ଆତଙ୍କ ସୃଷ୍ଟି କରିଛି । ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ତତ୍ପରତା ଦେଖାଇଥିଲେ, ଦ୍ବିତୀୟ ପର୍ଯ୍ୟାୟରେ ସେଭଳି ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ଆସୁଥିଲାବେଳେ ଗତ ୩ଦିନରେ ୨୧୮ ଜଣ କରୋନାରେ ଆକ୍ରାନ୍ତ…
ଅନୁଗୁଳ: ତାଳଚେର ଏମ୍ସିଏଲ୍ ସେଣ୍ଟ୍ରାଲ୍ ହସ୍ପିଟାଲ୍ରେ ମଙ୍ଗଳବାରଠାରୁ କୋଭିଡ୍ ଟିକାକରଣର ଶୁଭାରମ୍ଭ କରାଯାଇଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ତାଳଚେର କୋଲ୍ ଫିଲଡ୍ସରେ କାର୍ଯ୍ୟରତ ୪୫ ବର୍ଷରୁ ଅଧିକ ବୟସର କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଟିକା ଦିଆଯିବ। ଜିଲ୍ଲା ସ୍ୱାସ୍ଥ୍ୟ…