“ମାନସିକ ଚାପର କାରଣ ଓ ନିରାକରଣ” ନେଇ ସଚେତନତା କର୍ମଶାଳା

ଅନୁଗୁଳ: ତାଳଚେରସ୍ଥିତ ଭାରି ଜଳ ପ୍ରକଳ୍ପ (ହେଭି ୱାଟର ପ୍ଲାଣ୍ଟ) ପରିସରରେ ଚେତନା ମିଶନ ଫାଉଣ୍ଡେସନ ପକ୍ଷରୁ "ମାନସିକ ଚାପର କାରଣ ଓ ନିରାକରଣ " ବିଷୟରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ହେଭି ୱାଟର ପ୍ଲାଣ୍ଟର ଡାକ୍ତର…

Continue Reading“ମାନସିକ ଚାପର କାରଣ ଓ ନିରାକରଣ” ନେଇ ସଚେତନତା କର୍ମଶାଳା

‘ଭାରତ କୋ ଜାନୋ’ କୁଇଜ ଓ ବୃନ୍ଦଗାନ ପ୍ରତିଯୋଗିତା

ଅନୁଗୁଳ: ଭାରତ ବିକାଶ ପରିଷଦ, ଅନୁଗୁଳ ଶାଖା ପକ୍ଷରୁ ରବିବାର ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶାରଦା ହଲରେ ‘ଭାରତ କୋ ଜାନୋ’ କୁଇଜ ଓ ଓଡ଼ିଆ, ସଂସ୍କୃତ, ହିନ୍ଦୀ ଭାଷାରେ ଦେଶପ୍ରେମୀ ବୃନ୍ଦଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ…

Continue Reading‘ଭାରତ କୋ ଜାନୋ’ କୁଇଜ ଓ ବୃନ୍ଦଗାନ ପ୍ରତିଯୋଗିତା

ଅନୁଗୁଳ କଲେଜ୍ ପକ୍ଷରୁ ଆତ୍ମହତ୍ୟା ସଚେତନତା ସପ୍ତାହ

ଅନୁଗୁଳ: ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ଲିନିକାଲ ସାଇକୋଲୋଜିଷ୍ଟ …

Continue Readingଅନୁଗୁଳ କଲେଜ୍ ପକ୍ଷରୁ ଆତ୍ମହତ୍ୟା ସଚେତନତା ସପ୍ତାହ

ଡିଏମଏଫ ପାଣ୍ଠି କାର୍ଯ୍ୟ ସାରୁନଥିବା ଠିକାଦାରଙ୍କ ରଦ୍ଧ ହେବ କାର୍ଯ୍ୟାଦେଶ, ଆଦାୟ ହେବ ଜରିମାନା

ଅନୁଗୁଳ: ଦୀର୍ଘ ତିନି ବର୍ଷ ପରେ ଅନୁଗୁଳ ଜିଲ୍ଲାରେ ଖଣିଜ ପାଣ୍ଠି ଟ୍ରଷ୍ଟ ବୋର୍ଡ ବୈଠକ ଅନୁଷ୍ଠିତ ଆଜି ହୋଇଛି। ବିଗତ ବର୍ଷ ମାନଙ୍କରେ ଖଣିଜ ପାଣ୍ଠି ବିନିଯୋଗ କରି ଜିଲ୍ଲାରେ ଅନେକ ଗୁଡିଏ ବଡ଼ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଥିବା…

Continue Readingଡିଏମଏଫ ପାଣ୍ଠି କାର୍ଯ୍ୟ ସାରୁନଥିବା ଠିକାଦାରଙ୍କ ରଦ୍ଧ ହେବ କାର୍ଯ୍ୟାଦେଶ, ଆଦାୟ ହେବ ଜରିମାନା

ବନ୍ଦଣିଆସାହିକୁ ନାହିଁ ପକ୍କା ରାସ୍ତା

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ବଡକେରା ପଞ୍ଚାୟତ ଅନ୍ତର୍ଗତ ବନ୍ଦଣିଆସାହି ଗ୍ରାମ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ଦେଖିପାରିନାହିଁ। ପ୍ରାୟ ୩୦ରୁ ଅଧିକ ପରିବାର ବସବାସ କରୁଥିବା ଏହି ଗାଁରେ ରାସ୍ତା ଅଭାବରୁ ଗ୍ରାମବାସୀ ନାନା ଅସୁବିଧାର ସମ୍ମୁଖୀନ…

Continue Readingବନ୍ଦଣିଆସାହିକୁ ନାହିଁ ପକ୍କା ରାସ୍ତା

ବାଗଡିଆ ସମବାୟ ସମିତିରେ ସାର ଅଭାବ ନେଇ ଉତ୍ତେଜନା, ଚାଷୀଙ୍କ ତାଲାବନ୍ଦ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲାର ବାଗଡିଆ ସେବା ସମବାୟ ସମିତିରେ ୟୁରିଆ ସାର ଅଭାବ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ସକାଳୁ ଶହଶହ ଚାଷୀ ଆଧାର କାର୍ଡ ସହ ଲାଇନରେ ଅପେକ୍ଷା କରିଥିଲେ, କିନ୍ତୁ ୭୦୦ ବସ୍ତା ସାର ଆସିଥିବା ବେଳେ ୧୫୦୦ରୁ…

Continue Readingବାଗଡିଆ ସମବାୟ ସମିତିରେ ସାର ଅଭାବ ନେଇ ଉତ୍ତେଜନା, ଚାଷୀଙ୍କ ତାଲାବନ୍ଦ

ପରାବିଲ-ଡେରାଗୋଳା ରାସ୍ତା ସଂପ୍ରସାରଣ ପାଇଁ ଶିଳାନ୍ୟାସ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ର ପରାବିଲ ଠାରୁ ଡେରାଗୋଳା ପର୍ଯ୍ୟନ୍ତ ୧୧ କିମି ରାସ୍ତା ଉନ୍ନତିକରଣ ପାଇଁ ୧୧ କୋଟି ୮୩ ଲକ୍ଷ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସୋମବାର ଅନୁଷ୍ଠିତ ହୋଇଛି। ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି ମୁଖ୍ୟ…

Continue Readingପରାବିଲ-ଡେରାଗୋଳା ରାସ୍ତା ସଂପ୍ରସାରଣ ପାଇଁ ଶିଳାନ୍ୟାସ

ବାଲ୍ୟ ବିବାହ ରୋକିବାକୁ ଧର୍ମଗୁରୁଙ୍କ ବାର୍ତ୍ତା

କିଶୋରନଗର: ବିଶ୍ଵ ଯୁବ କେନ୍ଦ୍ର, ବଣିନାଳୀ ଦ୍ବାରା ପରିଚାଳିତ ‘ଆକ୍ସେସ ଟୁ ଜସ୍ଟିସ’ ପ୍ରକଳ୍ପ ମାଧ୍ୟମରେ ଅନୁଗୁଳ ଜିଲ୍ଲାର ଜଗନ୍ନାଥ ମନ୍ଦିର, ଇସ୍କନ, ମା ଦୁର୍ଗା ମନ୍ଦିର, ଜାମା ମସଜିଦ ଓ ଗୁରୁଦ୍ୱାରା ଆଦି ଧର୍ମପୀଠର ପୂଜକ/ଧର୍ମଗୁରୁମାନେ ବାଲ୍ୟ ବିବାହ ରୋକିବା…

Continue Readingବାଲ୍ୟ ବିବାହ ରୋକିବାକୁ ଧର୍ମଗୁରୁଙ୍କ ବାର୍ତ୍ତା

ଅନୁଗୁଳରେ ଏକାଧିକ ପ୍ରକଳ୍ପର ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ, ୧୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ମିଳିବ ନିଯୁକ୍ତି

ଅନୁଗୁଳ: ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୫ଟି ଜିଲ୍ଲାରେ ବିଭିନ୍ନ ଶିଳ୍ପର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଓୟୁଏଟି ସମ୍ମିଳନୀ କକ୍ଷରୁ ଅନୁଗୁଳ, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ ଏବଂ ଝାରସୁଗୁଡ଼ାର ୦୫ଟି ଶିଳ୍ପ ପ୍ରକଳ୍ପର ଭୂମିପୂଜନ…

Continue Readingଅନୁଗୁଳରେ ଏକାଧିକ ପ୍ରକଳ୍ପର ଭୂମିପୂଜନ କଲେ ମୁଖ୍ୟମନ୍ତ୍ରୀ, ୧୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ମିଳିବ ନିଯୁକ୍ତି

ଭିଡ଼ ନିୟନ୍ତ୍ରଣ ଓ ବ୍ୟବସ୍ଥିତ ଟ୍ରାଫିକ ପାଇଁ ବସିଲା ବୈଠକ, ୪ ଦିନର ମହଲତ ମାଗିଲେ ମଲ୍ କର୍ତ୍ତୃପକ୍ଷ

ଅନୁଗୁଳ: ବେଆଇନ ପାର୍କିଂ ଓ ଜବରଦଖଲ ପାଇଁ ଅନୁଗୁଳରେ ଉତ୍କଟ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏଣୁ ପାର୍ବଣରେ ଏହାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ଅନୁଗୁଳ ପ୍ରଶାସନ। ମୁଖ୍ୟତଃ ବଡ଼ ବଡ଼ ମଲ ଗୁଡିକରେ ସଠିକ ଢଙ୍ଗରେ ପାର୍କିଂ ବ୍ୟବସ୍ଥା ନଥିବାରୁ…

Continue Readingଭିଡ଼ ନିୟନ୍ତ୍ରଣ ଓ ବ୍ୟବସ୍ଥିତ ଟ୍ରାଫିକ ପାଇଁ ବସିଲା ବୈଠକ, ୪ ଦିନର ମହଲତ ମାଗିଲେ ମଲ୍ କର୍ତ୍ତୃପକ୍ଷ