ଶସ୍ତାରେ ଛେନାପୋଡ଼ ଖାଇବାକୁ ନେଇ ତୁମୁଳକାଣ୍ଡ
ଅନୁଗୁଳ: ଶସ୍ତାରେ ଛେନାପୋଡ଼ ଖାଇବାକୁ ନେଇ ଘଟିଲା ତୁମୁଳକାଣ୍ଡ । ଜଳଖିଆ ଦୋକାନୀଙ୍କୁ ବିଧା, ଗୋଇଠା ମାଡ଼ ; ଅଶ୍ରାବ୍ୟ ଭାଷାରେ ଗାଳି । ଏତିକିରେ ରାଗ ଶାନ୍ତ ହେଲାନି ଯେ, ଦୋକାନରୁ ମିଠା ଫିଙ୍ଗିଦେଲେ ଗ୍ରାହକ । ଶନିବାର ସନ୍ଧ୍ୟାରେ…
ଅନୁଗୁଳ: ଶସ୍ତାରେ ଛେନାପୋଡ଼ ଖାଇବାକୁ ନେଇ ଘଟିଲା ତୁମୁଳକାଣ୍ଡ । ଜଳଖିଆ ଦୋକାନୀଙ୍କୁ ବିଧା, ଗୋଇଠା ମାଡ଼ ; ଅଶ୍ରାବ୍ୟ ଭାଷାରେ ଗାଳି । ଏତିକିରେ ରାଗ ଶାନ୍ତ ହେଲାନି ଯେ, ଦୋକାନରୁ ମିଠା ଫିଙ୍ଗିଦେଲେ ଗ୍ରାହକ । ଶନିବାର ସନ୍ଧ୍ୟାରେ…
ଅନୁଗୁଳୁ: ୨୦୧୧ ମସିହାରେ ଗାଁ’ ଛାଡ଼ି ପଳାଇ ଯାଇଥିବା ବଅଁରପାଳ ଥାନା ଇଲାକାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି ପୁଲିସ । ସେଦିନର ଛାତ୍ର ଆଜି ୨୪ ବର୍ଷର ଯୁବକ। ନିୟମାନୁଯାୟୀ ଶନିବାର ସଂପୃକ୍ତ ଯୁବକଙ୍କୁ ପୁଲିସ…
ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ ଶିଶୁ ହାଟିଂ ଠାରେ ଥବା ଲାଇସେନ୍ସ ପ୍ରାପ୍ତ ଦେଶୀମଦ ଦୋକାନ ଲୁଟ ଘଟଣାର ୨ ଅଭିଯୁକ୍ତଙ୍କୁ ପୁଲିସ ଶୁକ୍ରବାର ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଫେବୃଆରି ୪ ତାରିଖରେ ଶିଶୁ ହାଟିଂର…
ଅନୁଗୁଳ: ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ୍ ଶୁକ୍ରବାର ଅନୁଗୁଳ ସହର ପିଟିସି ଛକ ନିକଟରୁ ସ୍କୁଟର ସହ ୬୪ ଲିଟର ଦେଶୀ ମଦ ଜବତ କରିଛି ।ଏଥି ସହିତ ମଦ ନେଇ ଯାଉଥିବା ମଦ ବେପାରୀକୁ ଗିରଫ କରାଯାଇଛି ।…
ଅନୁଗୁଳ: ଟାଉନ୍ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଧାମେଣ୍ଟର ଫାଇନାଲ୍ ଲାଇନ୍ଅପ୍ ଚୂଡ଼ାନ୍ତ ହୋଇଛି। ଆସନ୍ତା ରବିବାର ଟାଇଟଲ ପାଇଁ ଢେଙ୍କାନାଳ ଓ କୁଚିଣ୍ଡା ମଧ୍ୟରେ ଲଢ଼େଇ ହେବ। ଶୁକ୍ରବାର କୁଚିଣ୍ଡା ଓ ଆଠମଲ୍ଲିକ ମଧ୍ୟରେ…
ଅନୁଗୁଳୁ: କଣିହାଁ ଥାନା ଅଧୀନସ୍ଥ ଜରଡା ଗ୍ରାମରେ ବୁଧବାର ରାତିରେ ଏକାଧିକ ସ୍ଥାନରୁ ଚୋରି ହୋଇଛି । ଏ ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ କେସ୍ ରୁଜୁ କରି ଅନୁସନ୍ଧାନ ଚଳାଇଛି । ଘଟଣାରୁ ପ୍ରକାଶ ଯେ,…
ଅନୁଗୁଳ: ଫେବ୍ରୁଆରୀ ୨୫ ତାରିଖ କିଶୋରନଗର ବ୍ଲକ୍ ତଥା ହଣ୍ଡପା ଥାନା ଇଲାକା ତଥା ନାକଚି ପଞ୍ଚାୟତର ପୁରୁଣାପାଣି ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ମୋଡ଼ ବଦଳିଛି। ପୂର୍ବରୁ ଏ ନେଇ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିଲା ବେଳେ,…
ଅନୁଗୁଳ: ଗଞ୍ଜେଇ ପ୍ରବଣ ଅନୁଗୁଳରେ ଅଫିମ ଚାଷ ସାମ୍ନାକୁ ଆସିଛି । ପାଳଲହଡ଼ା ବ୍ଳକ୍ ଉପାନ୍ତ ତଥା ମାଓପ୍ରବଣ ନଗିରା ଅଞ୍ଚଳରେ ଅଫିମ ଚାଷ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ପାଳଲହଡ଼ା ପୁଲିସ୍ ଶୁକ୍ରବାର ଚଢ଼ଉ କରି ନଗିରା…
ଅନୁଗୁଳ: ଡିନାମାଇଟ୍ ଫୁଟାଇ ମାଛ ମାରିବା କାଳ ହେଲା । ଡିନାମାଇଟ୍ ହାତରେ ଫୁଟିବାରୁ ଉଡ଼ି ଗଲା ଯୁବକଙ୍କ ପାପୁଲି । ମୁହଁରେ ଗଭୀର ଆଘାତ ଲାଗିବା ସହ ଡାହାଣ ଆଖି ନଷ୍ଟ ହୋଇଯାଇଛି । ଛେଣ୍ଡିପଦା ବ୍ଳକ କମ୍ପସଲା ଗ୍ରାମରେ…
ଅନୁଗୁଳ: ପାଳଲହଡ଼ା ବ୍ଲକ ଖମାର ଥାନା ଇଲାକା କୁଞ୍ଜମ ଗ୍ରାମରେ ୨ ଜଣ ଫାଇନାନ୍ସ କର୍ମଚାରୀ ଲୁଟ୍ପାଟର ସମ୍ମୁଖିନ ହୋଇଛନ୍ତି । ୩ ଜଣ ଦୁର୍ବୃତ୍ତ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଭୁଜାଲି ଆକ୍ରମଣ କରି ୯୧ ହଜାର ଟଙ୍କା ଲୁଟି…