ନାଲକୋନଗରରେ ବସନ୍ତ କବିତା ପାଠୋତ୍ସବ

ଅନୁଗୁଳୁ: ନାଲକୋ ସରସ୍ଵତୀ ବିଦ୍ୟାମନ୍ଦିରରେ ସରସ୍ବତୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ‘ବସନ୍ତ କବିତା ପାଠୋତ୍ସବ’ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଧର୍ମପତ୍ନୀ ପୁଷ୍ପମିତ୍ରା ଚୌଧୁରୀ, ସମ୍ମାନୀତ ଅତିଥି ନାଲକୋ ମହାପ୍ରବନ୍ଧକ (ପ୍ରଶାସନ)ଙ୍କ ଧର୍ମପତ୍ନୀ…

Continue Readingନାଲକୋନଗରରେ ବସନ୍ତ କବିତା ପାଠୋତ୍ସବ

ଓଲଟିଲା ବାଜାଗାଡ଼ି, ୧୨ ଆହତ

ଅନୁଗୁଳ: ବୁଧବାର ଅପରାହ୍ନରେ ଛେଣ୍ଡିପଦା ନିକଟରେ ଏକ ପିକ ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏକ ବରଯାତ୍ରୀ ଦଳ ବାହାରି କଙ୍କରେଇ ଅଭିମୁଖେ ଯାଉଥିବା ବେଳେ ଏହି ପିକ ଅପ୍ ଭ୍ୟାନରେ ୨୦ରୁ ଅଧିକ ବାଜାବାଲା ବସିଥିଲେ। ଛେଣ୍ଡିପଦା- ଅନୁଗୁଳ…

Continue Readingଓଲଟିଲା ବାଜାଗାଡ଼ି, ୧୨ ଆହତ

୪ ଦିନ ବନ୍ଦ ହେବ ବ୍ୟାଙ୍କ !

ଭୁବନେଶ୍ୱର: ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା। ମାର୍ଚ୍ଚ ୧୫ ଓ ୧୬ ତାରିଖରେ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟରେ ସାମିଲ ହେବେ ରାଜ୍ୟର ୫୫୦୦…

Continue Reading୪ ଦିନ ବନ୍ଦ ହେବ ବ୍ୟାଙ୍କ !

ସଂକ୍ରମଣ ଉପରମୁହାଁ, ୯ ନୂଆ ପଜିଟିଭ

ଅନୁଗୁଳ: ଉପରମୁହାଁ ହୋଇଛି କରୋନା ସଂକ୍ରମଣ । କିଛି ଦିନ ହେଲା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ସର୍ବାଧିକ ୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨ ହଜାର…

Continue Readingସଂକ୍ରମଣ ଉପରମୁହାଁ, ୯ ନୂଆ ପଜିଟିଭ

ହେମସୁରପଡ଼ା କପ୍ ଫୁଟବଲ

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ଚାଲିଥିବା ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାରେ ଢେଙ୍କାନାଳ ୩-୨ ଗୋଲ୍‌ରେ ନାଲ୍‌କୋ ଜୁନିୟର ଏକାଦଶକୁ…

Continue Readingହେମସୁରପଡ଼ା କପ୍ ଫୁଟବଲ

ଧାନ କିଣା ଅବ୍ୟବସ୍ଥା

ଅନୁଗୁଳୁ: ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା ସମବାୟ ସମିତି ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ପାଇଁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ସୋମବାର ସମବାୟ ସମିତିରେ ତାଲା ପକାଇଥିଲେ। ଚାଷୀମାନେ ଅଭିଯୋଗ କରିଥିଲେ ଯେ, ଚଳିତବର୍ଷ ଧାନ କିଣିବାରେ ସରକାର ବହୁତ…

Continue Readingଧାନ କିଣା ଅବ୍ୟବସ୍ଥା

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଅନୁଗୁଳ‌: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହିରେ ଅଘଟଣ । ପୋଖରୀରେ ବୁଡ଼ି ଶରତ ଓଝା(୩୧) ନାମକ ଜଣେ ଯୁବକଙ୍କ ସୋମବାର ସକାଳେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଶରତ ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ପାଣିରେ ବୁଡ଼ିଯାଇଥିଲେ। ଖବରପାଇ ପୁଲିସ…

Continue Readingପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ କୋଇଲା ଖଣିରେ ଅଘଟଣ

ଅନୁଗୁଳ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଜଣେ ସୁରକ୍ଷା କର୍ମୀ କୋଇଲା ଚୋରଙ୍କୁ ଧରିବାକୁ ଯାଇ ତତଲା ପାଉଁଶରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ମୁତାବକ, ସୋମବାର ଦିନ ପ୍ରାୟ ୨ଟା ବେଳେ…

Continue Readingଲିଙ୍ଗରାଜ କୋଇଲା ଖଣିରେ ଅଘଟଣ

ହେମସୁରପଡ଼ା କପ୍ ଫୁଟବଲ୍; ସେମିରେ ଢେଙ୍କାନାଳ

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ରବିବାରଠାରୁ ଆରମ୍ଭ ହୋଇଛି ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ସୋମବାର ଦ୍ୱିତୀୟ ଦିବସରେ ଢେଙ୍କାନାଳ ପେନାଲଟି ସୁଟଆଉଟ୍‌ରେ ୪-୨ ଗୋଲ୍‌ରେ ରାଉରକେଲାକୁ ପରାସ୍ତ କରି…

Continue Readingହେମସୁରପଡ଼ା କପ୍ ଫୁଟବଲ୍; ସେମିରେ ଢେଙ୍କାନାଳ

ଅନୁଗୁଳ ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସ ଓ ହାବିଲଦାର ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଛେଳିଆପଡ଼ାଠାରେ ଥିବା ରିଜର୍ଭ ପୁଲିସ ଲାଇନ୍‌ଠାରେ ଆୟୋଜିତ ଏହି ଶପଥଗ୍ରହଣ ଉତ୍ସବରେ ଜିଲ୍ଲା ପୁଲିସ ମୁଖ୍ୟାଳୟର ଡିଏସ୍‌ପି…

Continue Readingଅନୁଗୁଳ ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘ