ଘର ପୋଡ଼ିଦେଲା ମଦ୍ୟପ ପୁଅ

ତାଳଚେର: ତାଳଚେର କୋଲିୟରୀ ଥାନା ଇଲାକା ଭରତପୁର ସିଏଚ୍‌ପି ହାଟି˚ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ମଦ୍ୟପ ପୁଅ ଘରେ ନିଆଁ ଲଗାଇଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ସୂଚନା ମୁତାବକ, ଭରତପୁର…

Continue Readingଘର ପୋଡ଼ିଦେଲା ମଦ୍ୟପ ପୁଅ

ସୁପର ବଜାର ପାଇଁ ଜମି ଖୋଜା ଚାଲିଛି

ଅନୁଗୁଳ: ଗୋଟିଏ ଛାତ ତଳେ ତେଜରାତି ଦୋକାନଠାରୁ ଲେଡିଜ୍‌କର୍ଣ୍ଣର, କ୍ରୀଡ଼ା ଉପକରଣ ଠାରୁ କୁଣ୍ତା ଦୋକାନ। ମିଠା ଦୋକାନ, ଫଳ ଦୋକାନ, ଓମ୍‌ଫେଡ୍‌ ପାର୍ଲର, ଏଟିଏମ୍‌ ସବୁ କିଛି ଥିବ। ୨୪ ଘଣ୍ଟିଆ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟର ବି ବ୍ୟବସ୍ଥା…

Continue Readingସୁପର ବଜାର ପାଇଁ ଜମି ଖୋଜା ଚାଲିଛି

କେରେଜାଙ୍ଗ-ଅନୁଗୁଳ ଡବଲ୍‌ ଲାଇନ୍‌ ରେଳପଥ କାର୍ଯ୍ୟକ୍ଷମ ହେଲା

ଅନୁଗୁଳ: ପ୍ରାୟ ୧୪ କିଲୋମିଟରର କେରଜାଙ୍ଗ-ଅନୁଗୁଳ ଦୋହରା ରେଳପଥ କାର୍ଯ୍ୟକ୍ଷମ ହୋଇଛି। ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରେନ୍‌ ଗତି କରିପାରିବ ବୋଲି ରେଳବାଇ ସୁରକ୍ଷା ଅଧିକାରୀ ସବୁଜ ସ˚କେତ ଦେଇଛନ୍ତି। ସେହିଭଳି ତାଳଚେର-ସମ୍ବଲପୁର ଦୋହରା ରେଳପଥର ୧୬୮ କିଲୋମିଟରରୁ…

Continue Readingକେରେଜାଙ୍ଗ-ଅନୁଗୁଳ ଡବଲ୍‌ ଲାଇନ୍‌ ରେଳପଥ କାର୍ଯ୍ୟକ୍ଷମ ହେଲା

ମାପ ଓଜନ ବିଭାଗ ପକ୍ଷରୁ ସୁନା ଦୋକାନରେ ଚଢ଼ଉ

ଅନୁଗୁଳ: ଅନୁଗୁଳ ଉପଖଣ୍ତ ମାପ ଓ ଓଜନ ବିଭାଗର ଭ୍ରାମ୍ୟମାଣ ସ୍କ୍ବାଡ୍ ପକ୍ଷରୁ ଅନୁଗୁଳ ସହରର ୧୩ଟି ସୁନାଗହଣା ଦୋକାନରେ ବୁଧବାର ଅତର୍କିତ ଚଢ଼ଉ କରାଯାଇଥିଲା। ମୋଟ ୧୩ ଜଣ ଦୋକାନୀଙ୍କ ଠାରୁ ମାପ ଓଜନ ଯନ୍ତ୍ର ପଞ୍ଜିକରଣର ନବୀକରଣ କରାଇନଥିବାରୁ…

Continue Readingମାପ ଓଜନ ବିଭାଗ ପକ୍ଷରୁ ସୁନା ଦୋକାନରେ ଚଢ଼ଉ

ଅନୁଗୁଳର ବେକାରୀ ସମସ୍ୟାର ବିକଳ ଚିତ୍ର

ଅନୁଗୁଳ: ଗତ ଦୁଇ ଦଶନ୍ଧି ଭିତରେ ଅନୁଗୁଳ ଜିଲ୍ଲାରେ ବେକାରୀ ସମସ୍ୟା ଉତ୍କଟ ହୋଇଛି। ୧୮ରୁ ୩୫ ବର୍ଷ ବୟସ୍କ ବେକାର ଯୁବକଯୁବତୀଙ୍କ ସ˚ଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। କର୍ମ ନିୟୋଜନ କେନ୍ଦ୍ରରେ ନାମ ପ˚ଜିକରଣ କରିଦେଲେ କଥା ସରିଲା। କାମ…

Continue Readingଅନୁଗୁଳର ବେକାରୀ ସମସ୍ୟାର ବିକଳ ଚିତ୍ର

ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗ

ତାଳଚେର: ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗରେ ତାଳଚେର କୋଇଲା ଖଣି ଅଞ୍ଚଳରେ ଜଣେ ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, ତାଳଚେର କୋଇଲା କ୍ଷେତ୍ରରେ ଇପି ଫିଟର ଭାବେର କାର୍ଯ୍ୟ କରୁଥିବା ସୁନିଲ୍‌ ପ୍ରଧାନ ନାମକ…

Continue Readingବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗ

ପିଏମ୍‌ଆଇଟିଠାରେ ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟ

ତାଳଚେର: ବିକାଶ ଫାଉଣ୍ତେସନ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ତାଳଚେର ପବିତ୍ର ମୋହନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ପିଏମ୍‌ଆଇଟି) ଖେଳ ପଡ଼ିଆରେ ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୯ ତାରିଖରୁ ଆରମ୍ଭ ଏହି ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟରେ ଅନୁଗୁଳ ଓ ଢେଙ୍କାନାଳ…

Continue Readingପିଏମ୍‌ଆଇଟିଠାରେ ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟ

ଛାତ୍ର କ˚ଗ୍ରେସ କଲା ଜୋତା ପଲିସ

ଅନୁଗୁଳ: ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଅବସରରେ ଛାତ୍ର କ˚ଗ୍ରେସ ପକ୍ଷରୁ ଗାନ୍ଧୀ ପାର୍କଠାରେ ଜୋତା ପଲିସ୍‌ କାମ କରାଯାଇଥିଲା।ନବୀନ ସରକାରରେ ଦାରିଦ୍ର୍ୟ ଓ ବେକାରୀ ହୁ ହୁ ହୋଇ ବଢ଼ୁଥିବା ବେଳେ ଶିକ୍ଷିିତ ଯୁବକମାନେ ବେକାର ହୋଇ…

Continue Readingଛାତ୍ର କ˚ଗ୍ରେସ କଲା ଜୋତା ପଲିସ

କଟକର ନକଲି ଚା’ ଅନୁଗୁଳରେ!

ଅନୁଗୁଳ: କଟକରେ ନକଲି ଚା’ର ରାକେଟ୍‌ ଧରାପଡ଼ିବା ପରେ ଏହା ଉପରେ ସ୍ଥାନୀୟ ପୁଲିସ୍‌ ତଦନ୍ତକୁ ଜୋର‌୍‌ଦାର କରିଛି। କଟକରୁ ଏହି ନକଲି ଚା’ ସାରା ରାଜ୍ୟକୁ ଯାଉଥିବା ଜଣାପଡ଼ିଛି। ଅନୁଗୁଳର କେବଳ ପୌରପାଳିକା ଅଞ୍ଚଳରେ ୯୦ରୁ ୧୦୦ ଚା ଦୋକାନ…

Continue Readingକଟକର ନକଲି ଚା’ ଅନୁଗୁଳରେ!

ଗର୍ଭବତୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ

ଅନୁଗୁଳ: ରବିବାର ଅନୁଗୁଳ ସହରାଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍‌ ସୂଚନା ମୁତାବକ, ସୁକାନ୍ତି ବେହେରା (ଛନ୍ମନାମ,…

Continue Readingଗର୍ଭବତୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ