ଅନୁଗୁଳ ଡାକ୍ତରଖାନାର ଅଗ୍ନି ନିର୍ବାପକ ବ୍ୟବସ୍ଥା ଦୁର୍ବଳ

ଅନୁଗୁଳ: ନିକଟରେ ମହାରାଷ୍ଟ୍ରର ଭଣ୍ତାରା ଡାକ୍ତରଖାନାରେ ନିଆଁ ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ରୋଗୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ସମସ୍ତଙ୍କ ପାଇଁ ଆଖି ଖୋଲିଦେଇଛି। ଏ ପରିପ୍ରେକ୍ଷୀରେ…

Continue Readingଅନୁଗୁଳ ଡାକ୍ତରଖାନାର ଅଗ୍ନି ନିର୍ବାପକ ବ୍ୟବସ୍ଥା ଦୁର୍ବଳ

ରବିବାରରେବି ସ୍କୁଲରେ ହେଲା ଶିକ୍ଷାଦାନ

ଅନୁଗୁଳ: କରୋନା ଯୋଗୁଁ ବଦଳି ଯାଇଛି ସମାଜର ଛବି। ଇତିହାସରେ ପ୍ରଥମ ଥର ପାଇଁ ସ୍କୁଲ୍‌ରେ ଶିକ୍ଷାଦାନ ଆରମ୍ଭ ହୋଇଛି ରବିବାରରେ। ଗତ ୮ ମାସ ଧରି ସ୍କୁଲ୍‌ ବନ୍ଦ ରହିବା ପରେ ଏବେ ଖୋଲିଛି। ସରକାରଙ୍କ ନିର୍ଦ୍ଦେଶ ଶହେ ଦିନ…

Continue Readingରବିବାରରେବି ସ୍କୁଲରେ ହେଲା ଶିକ୍ଷାଦାନ

ତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସତ୍ୟାଗ୍ରହ

ତାଳଚେର: ତାଳଚେର ମେଡିକାଲ୍‌ କଲେଜ ନିର୍ମାଣ ହେବାର ଦୀର୍ଘ ଦିନ ପରେ ମଧ୍ଯ ଏହା ଖୋଲୁ ନଥିବାରୁ ତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିରବ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। କମିଟିର ଆବାହକ ଭଗବାନ…

Continue Readingତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସତ୍ୟାଗ୍ରହ

ବିଜେପିର ମହାମିଶ୍ରଣ ପର୍ବ

ଅନୁଗୁଳକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ଦେଲେ ଡାକରା ଅନୁଗୁଳ : ରବିବାର ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଣୀଗୋଡାସ୍ଥିତ ଦଳ କାର୍ଯ୍ୟାଳୟରେ ମହାମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।ମନ୍ତ୍ରୀ ଶ୍ରୀ ପ୍ରଧାନ ଏ ଅବସରରେ କର୍ମୀ ମାନଙ୍କୁ ଅନୁଗୁଳ…

Continue Readingବିଜେପିର ମହାମିଶ୍ରଣ ପର୍ବ

ହାଟରେ ମିଳୁଛି ନକଲି ସାମଗ୍ରୀ, ଯାଞ୍ଚ ପାଇଁ ସମୟ ନାହିଁ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନେକ ସାପ୍ତାହିକ ହାଟରେ ବିଭିନ୍ନ ନକଲି ସାମ୍ରଗୀର କାରବାର ବୃଦ୍ଧି ପାଇଛି। ବିଶେଷ କରି ଭେଜାଲ୍‌ ତେଜରାତି ସାମଗ୍ରୀ, ମସଲା, ତେଲ ଆଦି ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସହରାଞ୍ଚଳ ଦୋକାନ ଗୁଡ଼ିକରେ ନବିକି ସାପ୍ତାହିକ ହାଟକୁ…

Continue Readingହାଟରେ ମିଳୁଛି ନକଲି ସାମଗ୍ରୀ, ଯାଞ୍ଚ ପାଇଁ ସମୟ ନାହିଁ

ମାର୍ଚ୍ଚ ୧୦ରୁ ସେନା ନିଯୁକ୍ତି ରାଲି

ଅନୁଗୁଳ: ସେନାବାହିନୀରେ ନିଯୁକ୍ତି ପାଇଁ ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବ ନିଯୁକ୍ତି ରାଲି। ଦଶ ଦିନ ଚାଲିବାକୁ ଥିବା ଏହି ରାଲି ପାଇଁ କୌଣସି ସ୍ଥାନ ସୂଚିତ ହୋଇନାହିଁ।ସ୍ଥାନ ଆଡ୍‌ମିଟ୍‌ କାର୍ଡ ମାଧ୍ୟମରେ ୧୫ ଦିନ ପୂର୍ବରୁ ଜଣାଇ…

Continue Readingମାର୍ଚ୍ଚ ୧୦ରୁ ସେନା ନିଯୁକ୍ତି ରାଲି

ମରି ମରିଯାଉଛି ଶାଳପତ୍ର ଖଲି ଚଉପଦି ବ୍ୟବସାୟ

ଅନୁଗୁଳ: ଯୁଗ ବଦଳିଛି; ଶହ ଶହ ବର୍ଷ ଧରି ଚାଲି ଆସିଥିବା ଶାଳପତ୍ର ଖଲି ଚଉପଦି କାରବାର ଏବେ ସ˚କଟରେ। ଜିଲ୍ଲାର ବିଭିନ୍ନ ଅଂଚଳରେ ଶହ ଶହ ପରିବାର ଏଭଳି ଖଲି ଚଉପଦି କାରବାର କରି ଚଳନ୍ତି। ଅନୁଗୁଳ, ଆଠମଲ୍ଲିକ, ପାଳଲହଡ଼ା,…

Continue Readingମରି ମରିଯାଉଛି ଶାଳପତ୍ର ଖଲି ଚଉପଦି ବ୍ୟବସାୟ

ଆସନ୍ତା କାଲି ୮ ଘଣ୍ଟା ବିଦ୍ୟୁତ୍ କାଟ

ଅନୁଗୁଳ: ଅନୁଗୁଳ ବିଦ୍ୟୁତ୍ ସବ୍ ଡିଭିଜନ ୧୩୨/୩୩ କେ.ଭି. ଗ୍ରୀଡର ବାର୍ଷିକ ରକ୍ଷଣାବେକ୍ଷଣ ନିମନ୍ତେ ଆସନ୍ତା ରବିବାର ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଅନୁଗୁଳ ସବ୍ ଡିଭିଜନ ଅଧିନସ୍ତ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ…

Continue Readingଆସନ୍ତା କାଲି ୮ ଘଣ୍ଟା ବିଦ୍ୟୁତ୍ କାଟ

ଦିଲ୍ଲୀର ମିସ୍‌ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫ୍ୟାସନ୍‌ ସୋ-୨୦୨୦ର ପୁରସ୍କୃତ ହେଲେ ତାଳଚେର ଝିଅ ଶୁଭାଲିନ୍‌

ତାଳଚେର: ଦିଲ୍ଲୀର ଗ୍ରେଟର ନୋଏଡାରେ କ୍ରାଉନ୍‌ ପ୍ଲାଜାଠାରେ ଏମ୍‌ଆଇକ୍ୟୁଏଚ୍‌ ଦ୍ବାରା ଆୟୋଜିତ ମିସ୍ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫେସନ୍‌ ସୋ-୨୦୨୦ରେ ତାଳଚେର ଝିଅ ଶୁଭାଲିନ୍‌ ସାହୁ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ୨୧ରୁ ଡିସେମ୍ବର…

Continue Readingଦିଲ୍ଲୀର ମିସ୍‌ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫ୍ୟାସନ୍‌ ସୋ-୨୦୨୦ର ପୁରସ୍କୃତ ହେଲେ ତାଳଚେର ଝିଅ ଶୁଭାଲିନ୍‌

ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌ପାଟ

ଅନୁଗୁଳ: ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁବୃର୍ତ୍ତ ଦିନ ଦ୍ବିପ୍ରହରରେ ଲୁଟ୍‌ପାଟ୍‌ କରୁଛନ୍ତି। ବୁଧବାର ଅପରାହ୍ଣରେ ସହର ଉପକଣ୍ଠ ବେଡ଼ାସର ରେଲୱେ ଲେବୁଲ୍‌କ୍ରସି˚ଠାରେ ଜଣେ ଫାଇନାନ୍ସ କର୍ମଚାରୀ ଲୁଟର…

Continue Readingଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌ପାଟ