ହାତୀ ଆକ୍ରମଣରେ ନାବାଳକ ମୃତ

ଅନୁଗୁଳ: ଶୁକ୍ରବାର ସଂଧ୍ୟାରେ ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ନାବାଳକ ଗୁରୁତର ଆହତ ହେଇଥିବା ବେଳେ ୩ ଜଣ ଦନ୍ତା ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ନାବାଳକ ମଣ୍ଡୁଆ…

Continue Readingହାତୀ ଆକ୍ରମଣରେ ନାବାଳକ ମୃତ

ବେଲାଦୁଲା ମାଉଳୀ ପୀଠରେ ବଳି ବନ୍ଦ କଲା ପ୍ରଶାସନ

ଆଠମଲ୍ଲିକ: ପ୍ରଶାସନର ପ୍ରୟାସ ସଫଳ ହୋଇଛି। ଗତ ତିନିବର୍ଷ ଧରି ଆଠମଲ୍ଲିକ ବ୍ଲକ୍‌ କନ୍ଧପଡ଼ା ପଞ୍ଚାୟତ ବେଲାଦୁଲା ଗ୍ରାମର ମାଉଳୀ ପୀଠରେ ବଳି ବନ୍ଦ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଥିବା ବେଳେ ଚଳିତ ବର୍ଷ ଗୋଟିଏ ବି ବଳି ପଡ଼ିନଥିବା ଜଣାପଡ଼ିଛି।…

Continue Readingବେଲାଦୁଲା ମାଉଳୀ ପୀଠରେ ବଳି ବନ୍ଦ କଲା ପ୍ରଶାସନ

ଅନୁଗୁଳ ଜିଲ୍ଲା ବିଜେଡିର ନୂଆ କର୍ମକର୍ତ୍ତା

ଅନୁଗୁଳ: ଶୁକ୍ରବାର ରାଜ୍ୟ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନୁଗୁଳ ଜିଲ୍ଲା ବିଜେଡି କମିଟିକୁ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ର˚ଜନ ମଙ୍ଗରାଜ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି…

Continue Readingଅନୁଗୁଳ ଜିଲ୍ଲା ବିଜେଡିର ନୂଆ କର୍ମକର୍ତ୍ତା

ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞ: ନରସି˚ହ

ଅନୁଗୁଳ: ବଦଳି ଆଦେଶ ପରେ ତାଳଚେର ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ୍ ଆଇଜି ନରସି˚ହ ଭୋଳ ଶୁକ୍ରବାର ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଉତ୍ତର କେନ୍ଦ୍ରାଞ୍ଚଳରେ ଅବସ୍ଥାପିତ ହୋଇ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାବାସୀଙ୍କଠାରୁ ଅକୁଣ୍ଠ ସାହାଯ୍ୟ,…

Continue Readingଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞ: ନରସି˚ହ

ଡାକ୍ତର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ତାଳଚେର: ତାଳଚେର ଉପଖଣ୍ତ ଡାକ୍ତରଖାନାରେ ଡାକ୍ତର ଅଭାବ ସମସ୍ୟା ସମାଧାନ ଦାବିରେ ବିଜେପି ତାଳଚେର ପୌର ମଣ୍ତଳ ତରଫରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତାଳଚେର ଉପଖଣ୍ତ ଚିକିତ୍ସାଳୟରେ ୧୭ ଜଣ ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର…

Continue Readingଡାକ୍ତର ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଲରାପତରିଆ ବଢ଼ିଲେ, ମହାବଳ ବଂଶବୃଦ୍ଧି ନହେବା ଚିନ୍ତାଜନକ

ଅନୁଗୁଳ: ୨୦୧୪ ମସିହାରୁ ୨୦୧୮ ମଧ୍ଯରେ ଦେଶରେ କଲରାପତରିଆ ବାଘଙ୍କ ସ˚ଖ୍ୟା ୬୦ ପ୍ରତିଶତ ବଢ଼ିଛି ଏବ˚ ଓଡ଼ିଶାରେ ଏହା ୨ ଗୁଣରୁ ଅଧିକା ହୋଇଥିବା ସରକାରୀ ଭାବେ କୁହାଯାଉଛି। ଉନ୍ନତ ଜଙ୍ଗଲ ସ˚ରକ୍ଷଣ ଓ ଜିନ୍‌ ବିବଧତାର ବୃଦ୍ଧି କାରଣରୁ…

Continue Readingକଲରାପତରିଆ ବଢ଼ିଲେ, ମହାବଳ ବଂଶବୃଦ୍ଧି ନହେବା ଚିନ୍ତାଜନକ

ଟାଇକୋଣ୍ତୋ ସ˚ଘର ୪ ଜଣଙ୍କୁ ବ୍ଲାକ୍‌ବେଲ୍ଟ

ଅନୁଗୁଳ: ଅନୁଗୁଳ ଟାଇକୋଣ୍ତୋ ସ˚ଘର ୪ ଜଣ ଛାତ୍ରଛାତ୍ରୀ ୨୦୨୦ ବର୍ଷ ପାଇଁ ବ୍ଲାକ୍‌ବେଲ୍ଟ ହାସଲ କରିଛନ୍ତି। ବିଜୟୀ ଛାତ୍ରଛାତ୍ରୀ ହେଲେ ରୋଟାରୀ ପବ୍ଲିକ୍‌ ସ୍କୁଲ୍‌ର ଅଙ୍କିତା ମହାପାତ୍ର, ଲିଟିଲ୍‌ ହାର୍ଟସ୍‌ ଟଡଲର୍ସ ଏକାଡେମୀର ଲୋପାମୁଦ୍ରା ସାହୁ, ଖୁସି ମୁଣ୍ତା ଏବ˚…

Continue Readingଟାଇକୋଣ୍ତୋ ସ˚ଘର ୪ ଜଣଙ୍କୁ ବ୍ଲାକ୍‌ବେଲ୍ଟ

ସୁରେଶ ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଅନୁଗୁଳ: ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେବେ ରାଜ୍ୟର ପରବର୍ତୀ ନୂଆ ମୁଖ୍ୟ ଶାସନ ସଚିବ। ତାଙ୍କ ନାଁରେ ଆଜି ବିଦ୍ଧିବଦ୍ଧ ମୋହର ଲାଗିଛି। ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଅବସର ନେବେ। ତେଣୁ ତାଙ୍କ…

Continue Readingସୁରେଶ ମହାପାତ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ

ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ, ନାମାଙ୍କନପତ୍ର ଦାଖଲ

ଅନୁଗୁଳ: ବହୁ ପ୍ରତୀକ୍ଷିତ ଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ସଭାପତି ପଦ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ ଏକମାତ୍ର ପ୍ରାର୍ଥୀ ରୂପେ ନାମାଙ୍କନପତ୍ର ଦାଖଲ କରି ନିଜ ବିଜୟକୁ ସ୍ପଷ୍ଟ କରିଛନ୍ତି। ସେହିଭଳି ଉପସଭାପତି…

Continue Readingଅନୁଗୁଳ କ୍ରିକେଟ୍‌ ଆସୋସିଏସନ୍‌ ନିର୍ବାଚନ, ନାମାଙ୍କନପତ୍ର ଦାଖଲ

ନିର୍ମାଣାଧୀନ ସଭାଘରୁ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ନିର୍ମାଣାଧୀନ ସଭାଘରୁ ବଡ଼ ଧରଣର ଚୋରି ହୋଇଛି। ସଭାଘରେ ଲାଗିଥିବା ବହୁ ମୂଲ୍ୟବାନ୍‌ ବୈଦ୍ୟୁତିକ ଉପକରଣ ଲୁଟି ନେଇଛନ୍ତି ଦୁବୃର୍ତ୍ତ। ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ…

Continue Readingନିର୍ମାଣାଧୀନ ସଭାଘରୁ ଚୋରି