ମାର୍ଚ୍ଚ ସୁଦ୍ଧା ସବୁ ଟ୍ରେନ୍‌ ବିଦ୍ୟୁତ ଚାଳିତ କରିବାକୁ ଲକ୍ଷ୍ୟ

ଅନୁଗୁଳ: ଗତ ଡିସେମ୍ବର ୮ରୁ ୧୪ ଯାଏ ପୂର୍ବତଟ ରେଳପଥ ପକ୍ଷରୁ ଶକ୍ତି ସ˚ଚୟ ସପ୍ତାହ ପାଳନ କରାଯାଇଥିଲା। ଏ ଅବସରରେ ରାଜ୍ୟର ଟ୍ରେନ୍‌ଗୁଡ଼ିକୁ ଆଗାମୀ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ୍‌ ଚାଳିତ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଗତ ୫ ବର୍ଷ ମଧ୍ୟରେ…

Continue Readingମାର୍ଚ୍ଚ ସୁଦ୍ଧା ସବୁ ଟ୍ରେନ୍‌ ବିଦ୍ୟୁତ ଚାଳିତ କରିବାକୁ ଲକ୍ଷ୍ୟ

ମୋଦୀ ସରକାରଙ୍କ ନୂଆ ଯୋଜନା

ଅନୁଗୁଳ: ବିମାନରେ ଯାତ୍ରା କରୁଥିବା ବୟସ୍କ ଯାତ୍ରୀମାନଙ୍କୁ ମୋଦୀ ସରକାର ଏକ ବଡ଼ ଉପହାର ଦେଇଛନ୍ତି। ଦେଶରେ, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବର୍ତ୍ତମାନ ଅଧା ମୂଲ୍ୟରେ ଏୟାର ଇଣ୍ଡିଆ ଟିକେଟ ପାଇପାରିବେ। ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏହି…

Continue Readingମୋଦୀ ସରକାରଙ୍କ ନୂଆ ଯୋଜନା

ହେଲମେଟ ନଥିଲେ ମିଳିବନି ଲିଫ୍ଟ

ଅନୁଗୁଳ: ବାଇକ୍ ଚାଳକ ଅବା ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲମେଟ୍ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ମନା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନହେଲେ ଗାଡି ଚାଳକର ଲାଇସେନ୍ସ ବାତିଲ ହେବ । ଡବଲ…

Continue Readingହେଲମେଟ ନଥିଲେ ମିଳିବନି ଲିଫ୍ଟ

ବିଦ୍ୟୁତ ଆଘାତରେ ମିସ୍ତ୍ରୀ ମୃତ

ଅନୁଗୁଳ: ମଙ୍ଗଳବାର ରାତିରେ ଅନୁଗୁଳ ଶିମିଳିପଡ଼ାଠାରେ ଏକ ବିଦ୍ୟୁତ୍ ଦୁର୍ଘଟଣାରେ ଜଣେ ରାଜମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ପ୍ରକାଶ ଯେ, ଶିମିଳିପଡ଼ାଠାରେ ଭଡ଼ାଘରେ ରହୁଥିବା ବିଶ୍ବ ମଣ୍ତଳ ନାମକ ଜଣେ ରାଜମିସ୍ତ୍ରୀ ଗତ ରାତିରେ ଘରେ ବିଦ୍ୟୁତ୍ ଲାଇନ୍ ସଜାଡ଼ିଲା ବେଳେ ଝଟକା…

Continue Readingବିଦ୍ୟୁତ ଆଘାତରେ ମିସ୍ତ୍ରୀ ମୃତ

ଅନୁଗୁଳ ଜିଲ୍ଲାରେ ଆଳୁ ମିଶନ୍‌ ଫେଲ୍‌

ଅନୁଗୁଳ: ଗତ ୫ ବର୍ଷ ତଳେ ଆରମ୍ଭ ହୋଇଥିବା ଆଳୁ ମିଶନ୍‌ ଜିଲ୍ଲାରେ ଫେଲ୍‌ ମାରିଛି। ଜିଲ୍ଲାର ଆଳୁ ଚାଷୀଙ୍କୁ ନା ମିଳିଛି ଆର୍ଥିକ ସହାୟତା ନା ଶୀତଳ ଭଣ୍ତାରର ସୁବିଧା। ଜିଲ୍ଲାର କିଶୋରନଗର, ଛେଣ୍ତିପଦା ଏବ˚ ଅନୁଗୁଳ ବ୍ଲକ୍‌ରେ ଆଳୁଚାଷ…

Continue Readingଅନୁଗୁଳ ଜିଲ୍ଲାରେ ଆଳୁ ମିଶନ୍‌ ଫେଲ୍‌

ଶୈଳଶ୍ରୀକ୍ଷେତ୍ରରେ ଦେବ ଦୀପାବଳି

ଅନୁଗୁଳ: ମହାପ୍ରଭୁ ଶ୍ରୀଜଗନ୍ନାଥ ମନୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି। ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କୁ , ଅମାବାସ୍ୟାରେ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ , ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ-…

Continue Readingଶୈଳଶ୍ରୀକ୍ଷେତ୍ରରେ ଦେବ ଦୀପାବଳି

ପୁଣି ଡେଙ୍ଗା-ଗେଡ଼ା ଯୋଡ଼ି ଆତଙ୍କ

ଅନୁଗୁଳ: ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ବସଷ୍ଟାଣ୍ଡରୁ ଜଣେ ଅବସରପ୍ରାପ୍ତ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି। ଦିନ ପ୍ରାୟ ୧୧ଟା ବେଳେ ବସଷ୍ଟାଣ୍ଡ ଡଲଫିନ କାଉଣ୍ଟର ଆଗରୁ ଦୁଇ ଜଣ ଦୁର୍ବୃତ୍ତ ଶିମିଳିପଡାର କେଶବ ମିଶ୍ରଙ୍କଠାରୁ ୨୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି।…

Continue Readingପୁଣି ଡେଙ୍ଗା-ଗେଡ଼ା ଯୋଡ଼ି ଆତଙ୍କ

କଚ୍ଛପ ଗତିରେ ଚାଲିଛି ୫୫ ନ˚ ଜାତୀୟ ରାଜପଥ କାମ

ଅନୁଗୁଳ: ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ୫୫ ନ˚ ଜାତୀୟ ରାଜପଥର ଦୋହରୀକରଣ ଏବ˚ ପ୍ରଶସ୍ତିକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। କାମ ଅସମ୍ପୂର୍ଣ୍ଣ ହେତୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। କଟକ-ସମ୍ବଲପୁରକୁ ସ˚ଯୋଗ କରୁଥିବା ଏହି…

Continue Readingକଚ୍ଛପ ଗତିରେ ଚାଲିଛି ୫୫ ନ˚ ଜାତୀୟ ରାଜପଥ କାମ

ରେଳପଥ କାମ ନେଇ ସମୀକ୍ଷା: ଅନୁଗୁଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର

ଅନୁଗୁଳ: ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୭ଟି ରେଳ ପ୍ରକଳ୍ପର ସମୀକ୍ଷା କରିବା ସହ ଏଥିନେଇ ଲାଗି ରହିଥିବା ସମସ୍ୟାଗୁଡ଼ିକର କିଭଳି ସମାଧାନ ହେବ ସେଥିନେଇ ଆଲୋଚନା କରିଛନ୍ତି। ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ ଏହି ପ୍ରକଳ୍ପଗୁଡ଼ିକର କାମ କିଭଳି…

Continue Readingରେଳପଥ କାମ ନେଇ ସମୀକ୍ଷା: ଅନୁଗୁଳ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର

ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ଅନୁଗୁଳ: ସୋମବାର ଅପରାହ୍ଣରେ କଣିହାଁ ବ୍ଲକ ତଥା ରେଙ୍ଗାଳି ଥାନା ଅଞ୍ଚଳରେ ଜଣେ ୯ ବର୍ଷର ବାଳିକାକୁ ବଳାତ୍କାର କରଯାଇଛି। ଚକ୍ଲେଟ୍, ବିସ୍କୁଟ ଦେବାର ପ୍ରଲୋଭନ ଦେଖାଇ ପଡୋଶୀ ଡିଲେଶ୍ୱର ବେହେରା ନାମକ ଜଣେ ୫୪ ବର୍ଷୀୟ ବୃଦ୍ଧ ଘରକୁ ଡାକି…

Continue Readingନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼