ଚାଷୀ ଆନ୍ଦୋଳନ ସମର୍ଥନରେ ଭାରତ ବନ୍ଦ
ଅନୁଗୁଳ: କେନ୍ଦ୍ର କୃଷି ନୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ। ଆନ୍ଦୋଳନକୁ ସମର୍ଥନ କରି ଚାଷୀ, ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ମଙ୍ଗଳବାର ଭାରତ ବନ୍ଦରେ ସାମିଲ ହୋଇଥିଲେ। ଏହି ସର୍ଭତାରତୀୟ ବନ୍ଦ ଆନ୍ଦେଳନର ମିଶ୍ରିତ ପ୍ରଭାବ ଅନୁଗୁଳରେ…
ଅନୁଗୁଳ: କେନ୍ଦ୍ର କୃଷି ନୀତି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ। ଆନ୍ଦୋଳନକୁ ସମର୍ଥନ କରି ଚାଷୀ, ଶ୍ରମିକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ମଙ୍ଗଳବାର ଭାରତ ବନ୍ଦରେ ସାମିଲ ହୋଇଥିଲେ। ଏହି ସର୍ଭତାରତୀୟ ବନ୍ଦ ଆନ୍ଦେଳନର ମିଶ୍ରିତ ପ୍ରଭାବ ଅନୁଗୁଳରେ…
ଅନୁଗୁଳ: ନୂଆବର୍ଷରୁ ଦେଶର ଜାତୀୟ ରାଜପଥ ଗୁଡିକରେ ଥିବା ସବୁ ଟୋଲ୍ ପ୍ଲାଜାରେ ନଗଦ କାରବାର ବନ୍ଦ ହେବ। ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ ହେବ। ଟୋଲ୍ ପ୍ଲାଜାରେ ନଗଦ କାରବାର ପାଇଁ କୌଣସି ଲେନ୍ ରହିବ ନାହିଁ। ତେଣୁ ଗାଡ଼ି ମାଲିକମାନଙ୍କୁ ନିଶ୍ଚିତ…
ଅନୁଗୁଳ: ଅନୁଗୁଳ ସରକାରୀ କୁକୁଡ଼ା ପାଳନ କେନ୍ଦ୍ରର ସି˚ହଭାଗ ଜମି ଅନୁଗୁଳ ମେଡିକାଲ୍ ନେଇଯିବା ପରେ କୁକୁଡ଼ା ପାଳନ ଆପାତତଃ ବନ୍ଦ ହୋଇଯାଇଛି। କେବଳ ଜଗୁଆଳି ଅଫିସ୍କୁ ଜଗି ବସିଥିବା ବେଳେ ଅବଶିଷ୍ଟ ଜାଗାରେ ଥିବା କୁକୁଡ଼ା ହ୍ୟାଚେରୀ କିନ୍ତୁ ଚିଆଁ…
ଅନୁଗୁଳ: ସିଡିଏମଓ ଅଫିସ ଆଗରେ ଅନୁଗୁଳ ଜିଲ୍ଲା ଓମସା ଏବଂ ଆଇଏମଏ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ଆୟୁଷ ଡାକ୍ତରମାନେ ସର୍ଜରୀ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ଏହାକୁ ବିରୋଧ କରି ଡାକ୍ତରମାନେ…
ଅନୁଗୁଳ: ଛେଣ୍ତିପଦା ଖଜୁରିଆ ସାହିର ପୂର୍ଣ୍ଣ ବେହେରାଙ୍କ ରୋଗିଣା ପୁଅର ରାଜ କୁମାର ବେହେରା (୩୪)ଙ୍କ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ୫ ହଜାର ଟଙ୍କା ରେଡ୍କ୍ରସ୍ ପାଣ୍ଠିରୁ ପ୍ରଦାନ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ଜଣେ ଶ୍ରମଜୀବୀ। ଅସୁସ୍ଥତା…
ଅନୁଗୁଳ: ସୋମବାର ବଅଁରପାଳ ବ୍ଲକ୍ ଶିକ୍ଷକ ସ˚ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। ବ୍ଲକ୍ର ୬୪୦ ଜଣ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତ୍ୟେକ ଗୋଟିଏ ଦିନର ବେତନ ଦାନ କରିଛନ୍ତି। ମୋଟ ୬ ଲକ୍ଷ ୯୮…
ଅନୁଗୁଳ: ଅନୁଗୁଳ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବହୁ ଯୋଜନା ହୋଇଛି। କିନ୍ତୁ ଏଥିରେ ଅନ୍ତରାୟ ସୃଷ୍ଟି କରିଛି ମାଳମାଳ ଅଟୋରିକ୍ସା। ପୌରପାଳିକା ମଧ୍ୟରେ ପ୍ରାୟ ଦେଢ଼ଶହ ଅଟୋରିକ୍ସା ଦୈନିକ ଚଳାଚଳ କରୁଛନ୍ତି। ଏମାନେ ରେଳ ଷ୍ଟେସନ୍, ବସ୍ଷ୍ଟାଣ୍ତ ସମେତ ଆଖପାଖ…
ଅନୁଗୁଳ: ଭୁବନେଶ୍ୱର ସହିଦନଗରରୁ ଏକ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଶତାଧିକ ଫୋନ୍ ଉଦ୍ଧାର ହୋଇଛି।…
ଅନୁଗୁଳ: ଡିସେମ୍ବର ୮ ତାରିଖରେ ଚାଷୀ ସ˚ଗଠନ ପକ୍ଷରୁ ଆହୂତ ଭାରତ ବନ୍ଦ ଘୋଷଣାକୁ ବିଭିନ୍ନ ସ˚ଗଠନ ଓ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। କୃଷି ସ˚ସ୍କାର ନାଁରେ କେନ୍ଦ୍ର ସରକାର ଯେଉଁ ଆଇନ କରିଛନ୍ତି ତାକୁ ବିରୋଧ କରିଛି ମିଳିତ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରଥମ ଲଣ୍ତନ ପଢ଼ୁଆ ଡାକ୍ତର ନବକିଶୋର ସାମନ୍ତ ଆଉ ନାହାନ୍ତି। ରବିବାର ସନ୍ଧ୍ୟାରେ ଅନୁଗୁଳ ବିକାଶନଗରସ୍ଥିତ ବାସଭବନରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କୁ ୮୧ ବର୍ଷ ହୋଇଥିଲା। ଅନୁଗୁଳ ଜିଲ୍ଲାରେ ସର୍ଜରୀ ବିଭାଗରେ ପ୍ରଥମ ବ୍ୟକ୍ତି…