୧୮ରୁ ବଢ଼ିବ ଜାଡ଼!
ଅନୁଗୁଳ : ରାଜ୍ୟରେ ବର୍ତ୍ତମାନ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପାଗ ଯେମିତି ଅଛି, ପ୍ରାୟତଃ ସେମିତି ରହିବ। 'ସୋଆ' ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏବେ ପାଗ ବିଶେଷ…
ଅନୁଗୁଳ : ରାଜ୍ୟରେ ବର୍ତ୍ତମାନ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପାଗ ଯେମିତି ଅଛି, ପ୍ରାୟତଃ ସେମିତି ରହିବ। 'ସୋଆ' ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏବେ ପାଗ ବିଶେଷ…
ଅନୁଗୁଳ: ଇନ୍ଦିରା କ୍ଲବ୍ ହୁଲୁରୁସି˚ହା ଏବ˚ ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ୱାର୍ଡ- ୬ ଠାରେ ଆାୟୋଜିତ ହୋଇଯାଇଛି। ଏହି ଶିବିରକୁ ରାଜ୍ୟ ବିଧାନସଭା ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସି˚ହ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି…
ଅନୁଗୁଳ : ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଆଗରେ ତାଳଚେର ଅଂଚଳର ଜନୈକ ବିସ୍ଥାପିତ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।ତାଳଚେର ସୋଲଡ଼ା ଅଂଚଳର ସୁରେଶ ବେହେରା ଏବଂ ତାଙ୍କ ପୁଅ ଅଜୟ ବେହେରା ଦେହରେ କିରାସିନି ଢାଳି ଆତ୍ମାହୁତି ଦେଲା…
ଛେଣ୍ତିପଦା: ଛେଣ୍ତିପଦା ଥାନା ବାଲିପଟ୍ଟା ପଞ୍ଚାୟତ ହଟିଆନାଳି ନିକଟସ୍ଥ ବିଲମାଳରେ ଥିବା ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ମୃତ ଯୁବକ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜାମୁଣ୍ତା ଜଙ୍ଗଲ ଗ୍ରାମର ମନ୍ତ ବେହେରା (୩୨) ବୋଲି…
ଅନୁଗୁଳ: ଭାରତର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଏବ˚ ବ˚ଶବୃଦ୍ଧି ଯୋଜନା ପ୍ରାୟତଃ ବିଫଳ ହୋଇଛି। ମହାବୀରୀ ବାଘର ମୃତ୍ୟୁ ଏବ˚ ସୁନ୍ଦରୀ ବାଘୁଣୀ ଏବେ ଅନୁଗୁଳ ରାଇଗୁଡ଼ାର ଏନ୍କ୍ଲୋଜର ଭିତରେ ରହି ଛାଟିପିଟି ହେଉଛି। ମଧ୍ଯପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସି˚ହ…
ଅନୁଗୁଳ: ବହୁ ଅପେକ୍ଷିତ ଅନୁଗୁଳ କ୍ରିକେଟ ସ˚ଘର ତ୍ରୟବାର୍ଷିକ ନିର୍ବାଚନ ପାଇଁ ଆଜି ୩୦ ଜଣିଆ ଚୂଡ଼ାନ୍ତ ଭୋଟର ତାଲିକା ଏବଂ ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ସଭାପତି, ସ˚ପାଦକଙ୍କ ସମେତ ୨ଟି ଉପସଭାପତି, ୨ଟି ଯୁଗ୍ମ ସ˚ପାଦକ ଏବ˚ କୋଷାଧ୍ୟକ୍ଷ…
ଅନୁଗୁଳ: ଅମଲାପଡାଠାରେ ଅନୁଗୁଳ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ବୈରାଗୀ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହକୁ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଉଦଘାଟନ କରିଥିଲେ। କରୋନା କାଳରେ ସମଗ୍ର ପୃଥିବୀ ସନ୍ତ୍ରସ୍ତ…
ଅନୁଗୁଳ: ବହୁ ଦିନର ବ୍ୟବଧାନ ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଶନିବାର ବଜାରରେ ପଲିଥିନ ଚଢଉ କରଯାଇଥିଲା। ପଲିଥିନ କ୍ୟାରିବ୍ୟାଗ୍ ରଖିବା ଅଭିଯୋଗରେ ୧୮୦୦ ଟଙ୍କା ଫାଇନ କଟାଯିବା ସହ ୪୦ କେଜି ପଲିଥିନ ଜବତ କରାଯାଇଛି l ପଲିଥିନ ବ୍ୟବହାର…
ଅନୁଗୁଳ: ଅନୁଗୁଳ ଓକିଲ ସ˚ଘର ନିର୍ବାଚନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ରୂପେ ଦିଲ୍ଲୀପ କୁମାର ସାହୁ ବିଜୟୀ ହୋଇଥିବା ବେଳେ ସ˚ପାଦକ ପଦବୀରେ ବାଜିମାତ କରିଛନ୍ତି ସୋମନାଥ ରାଉତ। କୋଷାଧକ୍ଷ ପଦବୀରେ ପ୍ରତିଦ୍ବନ୍ଦ୍ବିତା କରୁଥିବା…
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଭିତରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଜନବସତି ବା ଗାଁ'ଗୁଡ଼ିକୁ ଧୀରେ ଧୀରେ ହଟାଇବାକୁ ଉଦ୍ୟମ କରୁଛି ବନ ବିଭାଗ। ପ୍ରଥମତଃ ଏହି ଅଞ୍ଚଳରେ ଗାଁ ଗୁଡିକର ବିକାଶ ସମ୍ଭବ ହୋଇପାରୁନାହିଁ। ଜଙ୍ଗଲ ଆଇନ ଏଥିରେ ବାଧକ…