ହାତୀ-ମଣିଷ ବିବାଦ: ସ˚ପ୍ରସାରିତ ହେବ ହାତୀ ସ˚ରକ୍ଷଣ କ୍ଷେତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ ଏକ ଦଶନ୍ଧି ମଧ୍ୟରେ ହାତୀ-ମଣିଷ ଲଢେ଼ଇରେ ବହୁ ଧନଜୀବନ ନଷ୍ଟ ହୋଇଛି। କେତେବେଳେ ହାତୀ ତ କେତେବେଳେ ମଣିଷ ଗଜରାଜର ଶିକାର ହୋଇ ଅକାଳ ମୃତ୍ୟୁ ମୁଖରେ ପଡୁଛି। ଅଭୟାରଣ୍ୟରେ ହାତୀ ରହଣିସ୍ଥଳର ଅଭାବ, ଖାଦ୍ୟ…

Continue Readingହାତୀ-ମଣିଷ ବିବାଦ: ସ˚ପ୍ରସାରିତ ହେବ ହାତୀ ସ˚ରକ୍ଷଣ କ୍ଷେତ୍ର

କୋଭିଡ୍‌ ପରବର୍ତ୍ତୀ ପର୍ଯ୍ୟଟନ ସ୍ଥିତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅନେକ ଯୋଜନା ହେଉଛି। କିନ୍ତୁ ବାସ୍ତବ ଚିତ୍ର ଓଲଟା। ୧୯୭୬ ମସିହାରେ ସାତକୋଶିଆ ଅଭୟାରଣ୍ୟ ଘୋଷିତ ହେବା ପରେ ଅନେକ ନୂଆ ଯୋଜନା ସରକାର କରିଛନ୍ତି। ନୀଳ ଜଳ, ପ୍ରାକୃତିକ ଶୋଭା,…

Continue Readingକୋଭିଡ୍‌ ପରବର୍ତ୍ତୀ ପର୍ଯ୍ୟଟନ ସ୍ଥିତି

ବଜାରରେ ଛାଇ ଗଲାଣି ବିଭିନ୍ନ କିସମର ଧନୁ ମୁଆଁ

ଅନୁଗୁଳ: ପୌଷ ମାସର ପ୍ରଥମ ଦିନ ହେଲା ଧନୁ ସଂକ୍ରାନ୍ତି l ଏହି ଦିନରୁ ପୁରୀ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ଯାଏ ଚାଲିଥାଏ l ଏହି ସମୟରେ ପ୍ରଭାତୀ କୀର୍ତ୍ତନ ବନ୍ଦ ରହେ l ପୁଷମାସରେ…

Continue Readingବଜାରରେ ଛାଇ ଗଲାଣି ବିଭିନ୍ନ କିସମର ଧନୁ ମୁଆଁ

ସ୍ବତନ୍ତ୍ର ଭୋଟର ତାଲିକା ପାଇଁ ପ୍ରସ୍ତୁତି ଜୋର‌୍‌ଦାର‌୍‌

ଅନୁଗୁଳ: ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ୨୦୨୧ ବର୍ଷ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରକାଶନ ନିମନ୍ତେ ବିଜ୍ଞପ୍ତି ଜାରି କରିବା ସହ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଶନିବାର ଓ ରବିବାର ଦିନଟିକୁ ସ୍ବତନ୍ତ୍ର ପ୍ରଚାର ଦିବସ ରୂପେ ଘୋଷଣା…

Continue Readingସ୍ବତନ୍ତ୍ର ଭୋଟର ତାଲିକା ପାଇଁ ପ୍ରସ୍ତୁତି ଜୋର‌୍‌ଦାର‌୍‌

ବର୍ଷୀୟାନ ସାମ୍ବାଦିକଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ବର୍ଷୀୟାନ ସାମ୍ୱାଦିକ ତଥା ପ୍ରଜାତନ୍ତ୍ରର ପୂର୍ବତନ ପ୍ରତିନିଧି ବିନାୟକ ମିଶ୍ରଙ୍କର ରବିବାର ସକାଳେ ପରଲୋକ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା l ସେ ଖୋଲାଦ୍ଵାର, ଓଡିଶା ଭାସ୍କର…

Continue Readingବର୍ଷୀୟାନ ସାମ୍ବାଦିକଙ୍କ ପରଲୋକ

କାର୍ଯ୍ୟକ୍ଷମ ହେଲା ଏଫ୍‌ଏସ୍‌ଟିପି

ଅନୁଗୁଳ: ପଞ୍ଚମହଲାସ୍ଥିତ ଅନୁଗୁଳ ଫେକାଲ୍‌ ସ୍ଲଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ତରଳ ମଳକୁ ଶୁଷ୍କ, ଜୀବାଣୁମୁକ୍ତ କରାଯିବାପରେ ବଡ଼ି ଆକୃତିର ସାର ଦାନା ବାହାର କରାଯାଉଛି। ପରେ ପରେ ଏହାକୁ ଚୁର୍ଣ୍ଣ କରାଯାଇ ଜୈବିକ ସାରରେ ପରିଣତ କରାଯାଉଛି।…

Continue Readingକାର୍ଯ୍ୟକ୍ଷମ ହେଲା ଏଫ୍‌ଏସ୍‌ଟିପି

ବାଇକ୍ ଚାଳକ ପଛରେ ବସିଲେ ବି ହେଲମେଟ ବାଧ୍ୟତାମୂଳକ

ଅନୁଗୁଳ: ଏଣିକି ବାଇକ୍‌ ଚାଳକ ଓ ପଛ ସିଟରେ ବସିଥିବା ଲୋକଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ ପରିବହନ…

Continue Readingବାଇକ୍ ଚାଳକ ପଛରେ ବସିଲେ ବି ହେଲମେଟ ବାଧ୍ୟତାମୂଳକ

ଆଠମଲ୍ଲିକରେ ପର୍ଯଟନ ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ଅନୁଗୁଳ: ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଆଠମଲ୍ଲିକ ଉପଖଣ୍ତ ଗସ୍ତ କରିଛନ୍ତି। ଏହା ସହ ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତରେ ଜିଲ୍ଲାପାଳ ଯଦୁପୁରସ୍ଥିତ ଝିମେଇଚୁଆ ମନ୍ଦିର ପରିଦର୍ଶନ କରିଥିଲେ। ଝିମେଇଚୁଆ ମନ୍ଦିରକୁ କିଭଳି…

Continue Readingଆଠମଲ୍ଲିକରେ ପର୍ଯଟନ ବିକାଶ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

କଳାକାର ସୁବାସ ବିଶ୍ବାଳଙ୍କ ସ୍ମୃତିସଭା

ଅନୁଗୁଳ: ନାଟ୍ୟାନୁଷ୍ଠାନ ‘ନାଟ୍ୟମ୍‌’ର ବରିଷ୍ଠ ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବିଶ୍ବାଳଙ୍କ ବିୟୋଗରେ ଏକ ସ୍ମୃତିସଭା ସ୍ଥାନୀୟ ବାସନ୍ତୀ ଦୁର୍ଗା ପଡ଼ିଆ ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ କଟକଣା ମଧ୍ୟରେ ଆୟୋଜିତ ଏହି ସଭାରେ ସମସ୍ତ ସଦସ୍ୟ…

Continue Readingକଳାକାର ସୁବାସ ବିଶ୍ବାଳଙ୍କ ସ୍ମୃତିସଭା

ଚତୁର୍ଥୀ ପୂର୍ବ ରାତିରେ ନବବଧୂ ଛୁ’

ଅନୁଗୁଳ: ରାତି ପାହିଲେ ଚତୁର୍ଥୀ, ରିସେପ୍‌ସନ୍‌ ପାର୍ଟି। ଚତୁର୍ଥୀ ଦିନ ରିସେପ୍‌ସନ୍‌, ତେଣୁ ଭୋଜିଭାତ ପ୍ରସ୍ତୁତିରେ ପରିବାର ଏକଦମ୍‌ ବ୍ୟସ୍ତ। ଏହାର ସୁଯୋଗ ନେଇ ପାହାନ୍ତ ପ୍ରହରରେ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ। ଶୁକ୍ରବାର ସକାଳୁ ଅନୁଗୁଳ ସହର ଉପକଣ୍ଠରେ…

Continue Readingଚତୁର୍ଥୀ ପୂର୍ବ ରାତିରେ ନବବଧୂ ଛୁ’