ବାସନ୍ତୀ ଦୁର୍ଗାପୂଜା: ବ୍ରହ୍ମକୁମାରୀ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ ମନ ମୋହିଲା
ଅନୁଗୁଳ: ଆଜି ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ମା' ଙ୍କ ବିଲ୍ଵ ବରଣ କାର୍ଯ୍ୟକ୍ରମ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହାପରେ ସାଂସ୍କୃତିକ ମଣ୍ଡପରେ ଏକ ଘଣ୍ଟାଧରି ନାମ ସଂକୀର୍ତନ ଆୟୋଜିତ ହୋଇଥିଲା। ତତ୍ପରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଅନୁଗୁଳ ଶାଖା ପକ୍ଷରୁ…
