ଟଙ୍କା ନିବେଶ କରି ଲାଭ ପାଇବା ଲୋଭ: ୧୫ ଲକ୍ଷ ଠକି ନେଲେ ସାଇବର ଲୁଟେରା, ଥାନାର ଦ୍ୱାରସ୍ଥ ହେଲେ ହତାଶ ଯୁବକ
ଅନୁଗୁଳ: ଅନୁଗୁଳରେ ପୁଣି ଅନଲାଇନ ଠକେଇ। ଅନ୍ଲାଇନ୍ରେ ଷ୍ଟାର ରେଟିଂ ଦେବା ବାହାନାରେ ଯୁବକଙ୍କ ଠାରୁ ଠକି ନେଲେ ୧୫ ଲକ୍ଷ ୨୬ ହଜାର ଟଙ୍କା। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ମେରାମଣ୍ଡଳିସ୍ଥିତ ଟାଟା ଷ୍ଟିଲରେ କାମ…



