ତାଳଚେର-ଅନୁଗୁଳବାସୀଙ୍କୁ ଭେଟି: ୪୩ କୋଟିର ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ ଲୋକାର୍ପିତ
ଅନୁଗୁଳ: , ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ତାଳଚେର-ଅନୁଗୁଳ ରୋଡ୍ରେ ନିର୍ମିତ ବହୁପ୍ରତୀକ୍ଷିତ ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ର ଉଦଘାଟନ…
