ବ୍ରାହ୍ମଣୀ ନଦୀରେ ବୁଡ଼ି ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ, କାଲିଠୁ ଖୋଜୁଥିଲା ଅଗ୍ନିଶମ ବାହିନୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଟିପୋ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିବା ଜଣେ ବୃଦ୍ଧଙ୍କର ବୁଡ଼ି ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ୬୫ ବର୍ଷୀୟ ଛବି ବେହେରା। ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ…

Continue Readingବ୍ରାହ୍ମଣୀ ନଦୀରେ ବୁଡ଼ି ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ, କାଲିଠୁ ଖୋଜୁଥିଲା ଅଗ୍ନିଶମ ବାହିନୀ

ଅନୁଗୋଳରେ ବ୍ରାଉନସୁଗାର କାରବାର ପର୍ଦ୍ଦାଫାସ: ୧୦ ଗ୍ରାମ ବ୍ରାଉନସୁଗାର ଓ ୩୧ ଲକ୍ଷ ଟଙ୍କା ଜବତ, ମହିଳାଙ୍କ ସମେତ ୪ ଗିରଫ

ଅନୁଗୋଳ: ଅନୁଗୋଳ ପୁଲିସକୁ ବଡ଼ ସଫଳତା। ସହର ଉପକଣ୍ଠ ତୁରଙ୍ଗ ଗ୍ରାମରେ ଚାଲିଥିବା ବେଆଇନ ବ୍ରାଉନସୁଗାର କାରବାର ଉପରେ ପୁଲିସ ଚଢ଼ାଉ କରି ୧୦ ଗ୍ରାମ ବ୍ରାଉନସୁଗାର ଏବଂ ନଗଦ ୩୧ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ଜଣେ…

Continue Readingଅନୁଗୋଳରେ ବ୍ରାଉନସୁଗାର କାରବାର ପର୍ଦ୍ଦାଫାସ: ୧୦ ଗ୍ରାମ ବ୍ରାଉନସୁଗାର ଓ ୩୧ ଲକ୍ଷ ଟଙ୍କା ଜବତ, ମହିଳାଙ୍କ ସମେତ ୪ ଗିରଫ
Read more about the article ସାଂଘାତିକ!! କଂସେଇ ଛେଳି ଓ କୁକୁଡ଼ା ରକ୍ତ ଛାଡୁଛନ୍ତି ପୋଖରୀକୁ
oplus_262144

ସାଂଘାତିକ!! କଂସେଇ ଛେଳି ଓ କୁକୁଡ଼ା ରକ୍ତ ଛାଡୁଛନ୍ତି ପୋଖରୀକୁ

ଅନୁଗୋଳ: ଅନୁଗୋଳ ମିଶ୍ରପଡ଼ା ଛକରୁ ହାଟଛକ ରାସ୍ତାର ବାମ ପାର୍ଶ୍ୱରେ ଜଣେ କଂସେଇ ଖୁଲମଖୁଲା ଛେଳି କାଟୁ ଥିବା ଅଭିଯୋଗ ହେଉଛି। ସେ ରାସ୍ତା କଡ଼ରେ କାଟିବା ସହ ରକ୍ତ ଓ ଅପରିଷ୍କାର ପାଣିକୁ ପାଖ ପୋଖରୀକୁ ଛାଡ଼ି ଦେଉଛନ୍ତି। ଏହାଦ୍ବାରା…

Continue Readingସାଂଘାତିକ!! କଂସେଇ ଛେଳି ଓ କୁକୁଡ଼ା ରକ୍ତ ଛାଡୁଛନ୍ତି ପୋଖରୀକୁ

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ

ଅନୁଗୋଳ: ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ପ୍ରସ୍ତୁତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ  ଏଆଇଡିଏସଓ ଅନୁଗୋଳ ଜିଲ୍ଲା କମିଟି ପକ୍ଷରୁ ରାଜା ଛକ ଠାରେ ବିକ୍ଷୋଭ ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶନରେ ସମ୍ପୃକ୍ତ ଅଧିକାରୀଙ୍କୁ…

Continue Readingତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ

ଆଥଲେଟିକସରେ ରାଜ୍ୟ ସ୍ୱର୍ଣ୍ଣ ବିଜେତା: ପେଟ ଓ ପାଠ ପାଇଁ ଗ୍ୟାରେଜରେ ଖଟୁଛନ୍ତି

ଅନୁଗୋଳ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନାରା ପଡ଼ିଆରୁ ପୋଡିଅମ। ପ୍ରତିଭା ସମ୍ପନ୍ନ ଖେଳାଳୀଙ୍କ ପାଇଁ ଅର୍ଥ ଏକ ବାଧକ ହୋଇ ରହିବ ନାହିଁ। କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା କଥା କହୁଛି।ଅନେକ ଯୁବ କ୍ରୀଡା ପ୍ରତିଭା ଏବେ ବି…

Continue Readingଆଥଲେଟିକସରେ ରାଜ୍ୟ ସ୍ୱର୍ଣ୍ଣ ବିଜେତା: ପେଟ ଓ ପାଠ ପାଇଁ ଗ୍ୟାରେଜରେ ଖଟୁଛନ୍ତି

କରିଥିଲେ ବିରିଆନି ଆଡ୍ଡା ଭାଙ୍ଗିଦେଲା ପୌରପାଳିକା

ଅନୁଗୋଳ: ସରକାରୀ ଜାଗାକୁ ଜବର ଦଖଲ କରି କିଛି ଦୋକାନୀ ଖୋଲିଥିଲେ ବିରିଆନି ଆଡ୍ଡା।ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁଗୋଳ ନିକଟରେ ଏଭଳି ଆଡ୍ଡାକୁ ଭାଙ୍ଗି ସୋନ୍ଦର୍ଯ୍ୟକରଣ  ପ୍ରଥମ ଦ୍ୱାର ଖୋଲିଛି ପୌରପାଳିକା। କିଛି ମାଫିଆ ଏହି ସରକାରୀ ଜାଗାକୁ ଅକ୍ତିଆର…

Continue Readingକରିଥିଲେ ବିରିଆନି ଆଡ୍ଡା ଭାଙ୍ଗିଦେଲା ପୌରପାଳିକା

କାଣ୍ଡସରରେ ଶୀତଳ ଷଷ୍ଠୀ: ଶିବ-ପାର୍ବତୀ ବିବାହ ଉତ୍ସବରେ ଯୋଗଦେଲେ ବିଧାୟକ ବ୍ରଜକିଶୋର

ଅନୁଗୋଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଣ୍ଡସର ଗ୍ରାମରେ ପ୍ରଭୁ ମହାଦେବଙ୍କ ମନ୍ଦିରରେ ଆଜି ଶୀତଳ ଷଷ୍ଠୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର ଉତ୍ସବରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର…

Continue Readingକାଣ୍ଡସରରେ ଶୀତଳ ଷଷ୍ଠୀ: ଶିବ-ପାର୍ବତୀ ବିବାହ ଉତ୍ସବରେ ଯୋଗଦେଲେ ବିଧାୟକ ବ୍ରଜକିଶୋର

ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବେହାଲ ଜାତୀୟ ରାଜପଥ: ରାସ୍ତା ଉପରେ ମାଟି ଗଦା, ବଢ଼ାଉଛି ଦୁର୍ଘଟଣା ଭୟ

ଅନୁଗୋଳ: ବଅଁରପାଳ ଠାରୁ ବେନ୍ତପୁର ଦେଇ ରନ୍ତଲେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ବାଇପାସ ରାସ୍ତା ଏବେ ଅନେକ ସ୍ଥାନରେ ବେହାଲ ହୋଇ ପଡିଛି। କେଉଁଠି ଲୋକେ ନିଜ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ରୋଡ଼ ଡିଭାଇଡର ଗୁଡିକ ଭାଙ୍ଗି ଦେଇଛନ୍ତି।…

Continue Readingବ୍ୟକ୍ତିଗତ କାର୍ଯ୍ୟ ପାଇଁ ବେହାଲ ଜାତୀୟ ରାଜପଥ: ରାସ୍ତା ଉପରେ ମାଟି ଗଦା, ବଢ଼ାଉଛି ଦୁର୍ଘଟଣା ଭୟ

ହଣ୍ଡପା ଜଙ୍ଗଲରେ ଡକାୟତ ପୋଲିସ ମଧ୍ୟରେ ଗୁଳି ବିନିମୟ: ଏନକାଉଣ୍ଟରରେ ୨ ଡକାୟତ ଆହତ

ଅନୁଗୋଳ: ତାଳଚେର ବାଲାଜୀ ସୁନା ରିଫାଇନାରୀରେ ଘଟିଥିବା ବଡ଼ଧରଣର ଡକାୟତିର ୧୨ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରିଛି ପୋଲିସ। ଗତକାଲି ସନ୍ଧ୍ୟାରେ ସଶସ୍ତ୍ର ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ୨୩୦ ଗ୍ରାମ ସୁନା, ୬୦ ଗ୍ରାମ ଅଳଙ୍କାର ଓ ୭୦୦ ଗ୍ରାମ ରୁପା…

Continue Readingହଣ୍ଡପା ଜଙ୍ଗଲରେ ଡକାୟତ ପୋଲିସ ମଧ୍ୟରେ ଗୁଳି ବିନିମୟ: ଏନକାଉଣ୍ଟରରେ ୨ ଡକାୟତ ଆହତ

‘ଜାତି ଜନଜାତି ସମ୍ବାଦ’ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୋଳ: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ଅନୁଗୋଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ‘ଜାତି ଜନଜାତି ସମ୍ବାଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସମିତି…

Continue Reading‘ଜାତି ଜନଜାତି ସମ୍ବାଦ’ କାର୍ଯ୍ୟକ୍ରମ ଆୟୋଜିତ