ରାତି ଅଧିଆ ଧର୍ମାନ୍ତୀକରଣ ଉଦ୍ୟମ: ବାଇବେଲ ସହ ଯୁବକଙ୍କୁ ମାଡ଼ିବସିଲେ ବିଜେପି କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ସୁବର୍ଣ୍ଣପାଲି ଗ୍ରାମର ସିତିରିଆ ସାହିରେ ରାତି ଅଧିଆ ଧର୍ମାନ୍ତୀକରଣ ଚାଲିଥିବା ବେଳେ ଚଢ଼ାଉ ହୋଇଛି। ସ୍ଥାନୀୟ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାମାନେ ଧର୍ମ ପରିବର୍ତ୍ତନ କରାଉଥିବା ଯୁବକଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ସମ୍ପୃକ୍ତ…

Continue Readingରାତି ଅଧିଆ ଧର୍ମାନ୍ତୀକରଣ ଉଦ୍ୟମ: ବାଇବେଲ ସହ ଯୁବକଙ୍କୁ ମାଡ଼ିବସିଲେ ବିଜେପି କର୍ମକର୍ତ୍ତା

ହସ୍ପିଟାଲ ପ୍ରସୂତି କକ୍ଷରେ ସର୍ଟସର୍କିଟ୍‌: ଅଳ୍ପକେ ବର୍ତ୍ତିଲେ ରୋଗୀ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କକ୍ଷରେ ଆଜି ଅପରାହ୍‌ଣ ପ୍ରାୟ ୪ଟା ୧୦ରେ ଏକ ସର୍ଟସର୍କିଟ୍‌ ଯୋଗୁଁ ବଡ଼ ବିପଦ ଟଳିଯାଇଛି। ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି)ର ବିଦ୍ୟୁତ୍‌ ବୋର୍ଡରେ ଅଚାନକ ନିଆଁ ଲାଗି ଧୂଆଁ ଓ ପୋଡ଼ା ଗନ୍ଧ…

Continue Readingହସ୍ପିଟାଲ ପ୍ରସୂତି କକ୍ଷରେ ସର୍ଟସର୍କିଟ୍‌: ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଇକ୍ ଦୁର୍ଘଟଣାରେ ଦଣ୍ଡନାଚ ଅଭିନେତାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବଙ୍କୁଆଳଠାରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସ୍ଥାନୀୟ ଯୁବକଙ୍କର ପ୍ରାଣହାନି ଘଟିଛି। ମୃତକଜଣକ ହେଲେ ରଣିଆକଟା ପଞ୍ଚାୟତ ରାଇବାହାଳ ଗ୍ରାମର ବିପିନ ନାୟକ (୨୬)। ସୂଚନା…

Continue Readingବାଇକ୍ ଦୁର୍ଘଟଣାରେ ଦଣ୍ଡନାଚ ଅଭିନେତାଙ୍କ ମୃତ୍ୟୁ

ବଅଁରପାଳ ସଶସ୍ତ୍ର ଡକାୟତି ମାମଲା: ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୧୪ ଲକ୍ଷ ଟଙ୍କା ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଘଟିଥିବା ଏକ ସଶସ୍ତ୍ର ଡକାୟତି ମାମଲାର ପୋଲିସ ସଫଳ ପର୍ଦ୍ଦାଫାସ କରିଛି। ଘଟଣାରେ ସଂପୃକ୍ତ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଲୁଟ୍‌ ହୋଇଥିବା ୧୫,୮୪,୩୮୫ ଟଙ୍କାରୁ…

Continue Readingବଅଁରପାଳ ସଶସ୍ତ୍ର ଡକାୟତି ମାମଲା: ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୧୪ ଲକ୍ଷ ଟଙ୍କା ଜବତ

ରାସ୍ତାକଡ଼ ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ଚେକଗେଟ୍ ନିକଟ ରାସ୍ତା କଡ଼ରେ ଥିବା ଏକ ଗଛରେ ଆଜି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଗଛରେ ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ…

Continue Readingରାସ୍ତାକଡ଼ ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ସିସିଟିଭିରେ କଏଦ୍ ହେଲା ଚୋରି,   ଅଭିଯୁକ୍ତକୁ କାବୁ କଲା ପୋଲିସ୍

ଅନୁଗୁଳୁ: ଅନୁଗୁଳ ସହର ସଞ୍ଜିବନୀ ମାର୍କେଟ୍‌ର ଏକ ଡ୍ରେସ୍ ଦୋକାନରୁ ଚୋରି ହୋଇଛି। ଦୁର୍ବୃତ୍ତ ଶନିବାର ଭୋରୁ ଦୋକାନରେ ପଶି ଚୋରି କରିଥିବା ବେଳେ ସିସିଟିଭି ନଜରରୁ କିନ୍ତୁ ବର୍ତିପାରିନି। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଅଭିଯୁକ୍ତକୁ କାବୁ କରି ଥାନାରେ…

Continue Readingସିସିଟିଭିରେ କଏଦ୍ ହେଲା ଚୋରି,   ଅଭିଯୁକ୍ତକୁ କାବୁ କଲା ପୋଲିସ୍

ଜିଲ୍ଲାପାଳ ଡାକିଲେ ସମନ୍ୱୟ ବୈଠକ: ସ୍ୱଚ୍ଛ ଭୋଟର ତାଲିକା ପାଇଁ ରାଜନୈତିକ ଦଳଙ୍କୁ ସହଯୋଗ ଅପିଲ୍

ଅନୁଗୁଳ : ଭୋଟର ତାଲିକାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ…

Continue Readingଜିଲ୍ଲାପାଳ ଡାକିଲେ ସମନ୍ୱୟ ବୈଠକ: ସ୍ୱଚ୍ଛ ଭୋଟର ତାଲିକା ପାଇଁ ରାଜନୈତିକ ଦଳଙ୍କୁ ସହଯୋଗ ଅପିଲ୍

ଟାଟା ପାୱାରର ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଚେତାବନୀ: ୪ ପର୍ଯ୍ୟାୟ ଆନ୍ଦୋଳନ ସୂଚୀ ଜାରି

ଅନୁଗୁଳ: ଟାଟା ପାୱାରର କଷ୍ଟ କଟିଙ୍ଗ୍ ଓ ଅନ୍ୟାୟ ଠିକା ଶ୍ରମିକ ଛଟେଇ ନୀତି ବିରୋଧରେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଚାଇଁପାଳ ଶାଖା ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ସମ୍ପାଦକ ବିକାଶ ସାହୁଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

Continue Readingଟାଟା ପାୱାରର ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଚେତାବନୀ: ୪ ପର୍ଯ୍ୟାୟ ଆନ୍ଦୋଳନ ସୂଚୀ ଜାରି

ଲୋକେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାନ୍ତୁ, ବ୍ୟବସାୟ ପ୍ରଭାବିତ ହେଲେ ବି ଦେଶହିତ ଆଗ: ଜୁଏଲାରୀ ସଂଘ ସଭାପତି

ଅନୁଗୁଳ: ଚଳିତ ବିବାହ ଋତୁରେ ସୁନା ବଜାରରେ ପୂର୍ବଭଳି ଚମକ ଓ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ। ଏଟିଏମରୁ ନଗଦ ଅର୍ଥ ପ୍ରାପ୍ତିରେ ସମସ୍ୟା ଏବଂ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ରହିଥିବା ସୀମା ଯୋଗୁଁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

Continue Readingଲୋକେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାନ୍ତୁ, ବ୍ୟବସାୟ ପ୍ରଭାବିତ ହେଲେ ବି ଦେଶହିତ ଆଗ: ଜୁଏଲାରୀ ସଂଘ ସଭାପତି

ଉଚ୍ଚ ରକ୍ତଚାପ ଦିବସ: ଅନୁଗୁଳରେ ରୋଗୀଙ୍କ ସଂଖ୍ୟା ବଢୁଛି

ଅନୁଗୁଳ: ପରିବର୍ତ୍ତିତ ଜୀବନ ଶୈଳୀ ଯୋଗୁଁ ଆମକୁ ହେଉଥିବା ରୋଗ ମଧ୍ୟରେ ଉଚ୍ଚ ରକ୍ତଚାପ ଅନ୍ୟତମ। ଶିଳ୍ପ ନଗରୀରେ ଏହି ରୋଗ ଏବେ ବଢ଼ିବାରେ ଲାଗିଛି।ସନ୍ତୁଳିତ ଭୋଜନ ପରିବର୍ତ୍ତେ ଜଙ୍କ ଖାଦ୍ୟର ବ୍ୟାପକ ବ୍ୟବହାର,ଉପଯୁକ୍ତ ବ୍ୟାୟାମର ଅଭାବ ଏବଂ ମୋଟା ପଣ…

Continue Readingଉଚ୍ଚ ରକ୍ତଚାପ ଦିବସ: ଅନୁଗୁଳରେ ରୋଗୀଙ୍କ ସଂଖ୍ୟା ବଢୁଛି