ଆନନ୍ଦ-ଉଲ୍ଲାସରେ ପାଳିତ ହେଲା “ଗୁରୁକୁଳ କ୍ଲାସେସ୍” ର ପ୍ରତିଷ୍ଠା ଦିବସ

ଅନୁଗୋଳ: ଅମଲାପଡା ସ୍ଥିତ ୬ଷ୍ଠ ଲେନ୍ ରେ ଥିବା "ଗୁରୁକୁଳ କ୍ଲାସେସ୍" କୋଚିଙ୍ଗ ସେଣ୍ଟରର ୪ର୍ଥ ପ୍ରତିଷ୍ଠା ଦିବସ ସହିତ ପାଳନ କରାଯାଇଛି। ଆରମ୍ଭରେ ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭ୍ରଜିତ ପ୍ରଧାନ କେକ୍ କାଟି ଦିବସ ଉତ୍ସବର ଶୁଭାରମ୍ଭ କରି କହିଲେ ଯେ,…

Continue Readingଆନନ୍ଦ-ଉଲ୍ଲାସରେ ପାଳିତ ହେଲା “ଗୁରୁକୁଳ କ୍ଲାସେସ୍” ର ପ୍ରତିଷ୍ଠା ଦିବସ

ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଆଠମଲ୍ଲିକକୁ ହରାଇଲା କେଉଁଝର

ଅନୁଗୋଳ: ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ବୁଧବାର ମ୍ୟାଚରେ ରାଇଜିଂ ଷ୍ଟାର୍ କେଉଁଝର ୩-୧ ଗୋଲ ବ୍ୟବଧାନରେ ଆଠମଲ୍ଲିକକୁ ପରାସ୍ତ କରିଥିଲା।କେଉଁଝର ର କ୍ରିଷ୍ଣା ନାୟକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜିଲ୍ଲା ଉଦ୍ୟାନ ବିଭାଗର ଡେପୁଟି ଡାଇରେକ୍ଟର ଅମ୍ବର ଲାଗୁନ୍…

Continue Readingଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଆଠମଲ୍ଲିକକୁ ହରାଇଲା କେଉଁଝର

ଗୋଚର ଜମି ଜବରଦଖଲମୁକ୍ତ ଓ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦାବି: ରାଣୀଗୋଡ଼ା ପଞ୍ଚାୟତବାସୀଙ୍କ ବିଶାଳ ବିକ୍ଷୋଭ ରାଲି

ଅନୁଗୋଳ: ଗୋଚର ଜମି ଜବରଦଖଲମୁକ୍ତ କରିବା ସହ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଜମି ଯୋଗାଇଦେବା ଦାବିରେ ମଙ୍ଗଳବାର ସ୍ଥାନୀୟ ରାଣୀଗୋଡ଼ା ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ରାଲି ଅନୁଷ୍ଠିତ ହୋଇଛି। ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପ୍ରାୟ ଏକ…

Continue Readingଗୋଚର ଜମି ଜବରଦଖଲମୁକ୍ତ ଓ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦାବି: ରାଣୀଗୋଡ଼ା ପଞ୍ଚାୟତବାସୀଙ୍କ ବିଶାଳ ବିକ୍ଷୋଭ ରାଲି

ଖଣି ପ୍ରଦୂଷଣ ଓ କୋଶଳା ଗ୍ରାମବାସୀଙ୍କ ଗିରଫକୁ ବିରୋଧ: କାଲି ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା

ଅନୁଗୋଳ: ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଏବଂ ବିଭିନ୍ନ ଗୁରୁତର ସମସ୍ୟାର ସମାଧାନ ଦାବିରେ ଏହି ବନ୍ଦ ପାଳନ…

Continue Readingଖଣି ପ୍ରଦୂଷଣ ଓ କୋଶଳା ଗ୍ରାମବାସୀଙ୍କ ଗିରଫକୁ ବିରୋଧ: କାଲି ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା

ଶ୍ରମିକଙ୍କ ୧୬ ଦଫା ଦାବିରେ ଆସନ୍ତାକାଲି ସମ୍ବଲପୁର ଏମସିଏଲ ଅଫିସ ଘେରାଉ: ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ବିଶାଳ ଆନ୍ଦୋଳନ

ଅନୁଗୋଳ: ଶ୍ରମିକମାନଙ୍କର ଉଚିତ୍ ମଜୁରୀ, ସୁରକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ ସେବା ଏବଂ ଅଞ୍ଚଳର ପରିବେଶ ସୁରକ୍ଷା ଭଳି ୧୬ ଦଫା ଦାବି ପୂରଣ ପାଇଁ ଆସନ୍ତାକାଲି ସକାଳ ୯ଟାରେ ସମ୍ବଲପୁର ଏମସିଏଲ ମୁଖ୍ୟାଳୟ ସମ୍ମୁଖରେ ବିଶାଳ ଆନ୍ଦୋଳନ ଅନୁଷ୍ଠିତ ହେବ। ତାଳଚେର…

Continue Readingଶ୍ରମିକଙ୍କ ୧୬ ଦଫା ଦାବିରେ ଆସନ୍ତାକାଲି ସମ୍ବଲପୁର ଏମସିଏଲ ଅଫିସ ଘେରାଉ: ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ବିଶାଳ ଆନ୍ଦୋଳନ

ବାଲିଆ ମାର୍କେଟ ଓ ହରିଜନ ବସ୍ତି ଉଚ୍ଛେଦ ନୋଟିସ: ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରହିଆସୁଥିବା କନ୍ୟାବେଢା ହରିଜନ ସାହି ବସ୍ତି ଏବଂ ବାଲିଆ ମାର୍କେଟକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି ହୋଇଛି। ଏହି ନୋଟିସ ପରେ ସ୍ଥାନୀୟ…

Continue Readingବାଲିଆ ମାର୍କେଟ ଓ ହରିଜନ ବସ୍ତି ଉଚ୍ଛେଦ ନୋଟିସ: ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ

ସରକାରୀ ଅର୍ଥ ଚଳୁ ମାମଲା: ପୂର୍ବତନ ଡିଏସପିଙ୍କୁ ୫ ବର୍ଷ ଜେଲ୍

ଅନୁଗୋଳ: ସରକାରୀ ପାଣ୍ଠି ହେରଫେର ମାମଲାରେ ଡିଏସପିଙ୍କୁ ଜେଲ୍। ଅନୁଗୋଳର ପୂର୍ବତନ ଡିଆଇବି ଡିଏସପି ଗୌତମ କୁମାର ମଲ୍ଲିକଙ୍କୁ ୫ ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ରାୟ ଶୁଣାଇଛନ୍ତି। ୨୦୦୯ ମସିହାରେ ସେ…

Continue Readingସରକାରୀ ଅର୍ଥ ଚଳୁ ମାମଲା: ପୂର୍ବତନ ଡିଏସପିଙ୍କୁ ୫ ବର୍ଷ ଜେଲ୍

ହେମସୁରପଡ଼ା ଦୁର୍ଗାପୂଜା କମିଟି ଗଠିତ: ସଭାପତି ଭାବେ ଅମରେଶ, ସମ୍ପାଦକ ଶାନ୍ତନୁ ଚୟନିତ

ଅନୁଗୋଳ: ପରମ୍ପରା ଓ ଭାଇଚାରାର ସହର ଅନୁଗୋଳର ହେମସୁରପଡ଼ା ଦୁର୍ଗାପୂଜା ମଣ୍ଡପଠାରେ ଚଳିତ ବର୍ଷ (୨୦୨୬-୨୭) ପାଇଁ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଅସ୍ଥାୟୀ ସଭାପତି ହେମନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଗତ ବର୍ଷର ଆୟବ୍ୟୟ ସମ୍ପର୍କରେ ଆଲୋଚନା…

Continue Readingହେମସୁରପଡ଼ା ଦୁର୍ଗାପୂଜା କମିଟି ଗଠିତ: ସଭାପତି ଭାବେ ଅମରେଶ, ସମ୍ପାଦକ ଶାନ୍ତନୁ ଚୟନିତ

ପିଏମଶ୍ରୀ ବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର : ଡ୍ରାଇଭରକୁ ଅକଥନୀୟ ଅତ୍ୟାଚାର ଅଭିଯୋଗ; ମିଛ ବୋଲି କହିଲେ ପ୍ରିନ୍ସପାଲ

ଅନୁଗୋଳ: ଅନୁଗୋଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡା ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ବସ୍ ଡ୍ରାଇଭରଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଥିବା ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଅନୁଗୋଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡା ପିଏମଶ୍ରୀ ଜବାହାର…

Continue Readingପିଏମଶ୍ରୀ ବିଦ୍ୟାଳୟରେ ଛାତ୍ରୀଙ୍କୁ ଦୁର୍ବ୍ୟବହାର : ଡ୍ରାଇଭରକୁ ଅକଥନୀୟ ଅତ୍ୟାଚାର ଅଭିଯୋଗ; ମିଛ ବୋଲି କହିଲେ ପ୍ରିନ୍ସପାଲ

ଛେଣ୍ଡିପଦାରେ ହାତୀ ଉତ୍ପାତ; ଅଳ୍ପକେ ବର୍ତ୍ତିଲେ ସ୍କ୍ୱାଡ୍ କର୍ମଚାରୀ

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ରାଇପାଳ ଗ୍ରାମରେ ହାତୀ ଆତଙ୍କ। ଗ୍ରାମର ଜଣଙ୍କ ଘର ବାଡ଼ିରେ ୪ ଟିକିଆ ହାତୀପଲ ପଶି ବ୍ୟାପକ କ୍ଷତି କରିଛନ୍ତି। ଏହି ସମୟରେ ହାତୀ ଘଉଡ଼ାଉଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ହାତୀ ସ୍କ୍ୱାଡ୍…

Continue Readingଛେଣ୍ଡିପଦାରେ ହାତୀ ଉତ୍ପାତ; ଅଳ୍ପକେ ବର୍ତ୍ତିଲେ ସ୍କ୍ୱାଡ୍ କର୍ମଚାରୀ