ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତଙ୍କୁ ୫ ବର୍ଷ କାରାଦଣ୍ଡ
ଅନୁଗୋଳ: ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଲକ୍ଷ୍ମଣ ସାହୁ ଓରଫ ମିଟୁ ସାହୁଙ୍କୁ ଅନୁଗୋଳ ପୋକ୍ସୋ କୋର୍ଟ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ…
ଅନୁଗୋଳ: ଜଣେ ୮ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଲକ୍ଷ୍ମଣ ସାହୁ ଓରଫ ମିଟୁ ସାହୁଙ୍କୁ ଅନୁଗୋଳ ପୋକ୍ସୋ କୋର୍ଟ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ…
ଅନୁଗୋଳ: ହିନ୍ଦୀ ପକ୍ଷ ଅବସରରେ ହିନ୍ଦୀ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ସହ ଏହା ପ୍ରତି ଲୋକଙ୍କ ଆଗ୍ରହ ବଢ଼ାଇବା ଉଦ୍ଦେଶ୍ୟରେ ଏନ୍ଟିପିସି ତାଳଚେର ଥର୍ମାଲ ପକ୍ଷରୁ ଅଖିଳ ଭାରତୀୟ ହାସ୍ୟକବି ସମ୍ମିଳନୀ ଆୟୋଜିତ ହୋଇଛି। ସେପ୍ଟେମ୍ବର ୨୮ରେ ଆୟୋଜିତ ଏହି…
ଅନୁଗୋଳ: ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ହେବାକୁ ଥିବା ‘ଜନ ସମ୍ପର୍କ ପଦଯାତ୍ରା’କୁ ସଫଳ କରିବା ପାଇଁ ଅନୁଗୋଳରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା…
ଅନୁଗୋଳ: ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ଵିଭାଗ ଓ ଏଠାକାର ଅଗ୍ରଣୀ ସହିତ୍ୟାନୁଷ୍ଠାନ ସାରସ୍ୱତ ସାହିତ୍ୟ ସଂସଦ ମିଳିତ ସହଯୋଗରେ କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଧର୍ମରାଜ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମହାନଦୀ ଅବବାହିକାରେ ଅବସ୍ଥିତ କୁଦ ଗାଁକୁ ବୋଟରେ ଯାଇ ପ୍ରଶାସନିକ ଅଧିକାରୀମାନେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ ରବିବାର ମହାନଦୀରେ ବନ୍ୟା ଆସିବାରୁ କୁଦ ଗାଁବାସୀଙ୍କ ଦୁର୍ଦ୍ଦଶା ବଢିଛି। ଯାତାୟତ ପାଇଁ ଅଗ୍ନିଶମ…
ଅନୁଗୋଳ: ଦୀର୍ଘ ୩୦ ବର୍ଷର ନିଷ୍ଠାପର ଚାକିରି ଜୀବନ ଶେଷ କରି କୃଷି ବିଭାଗରୁ ଅବସର ନେଇଥିବା କୃଷି ଅଧିଦର୍ଶକ ତୀର୍ଥବାସୀ ସାମଲଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ କୁଲେଇ ଗ୍ରାମର ଶ୍ରୀ ସାମଲ ୧୯୯୬…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମିନି ଷ୍ଟାଡିୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଓ ଚୟନ ଶିବିର ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତିନିଧି ଅକ୍ଷୟପାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୧୪…
ଅନୁଗୋଳ: ଅନୁଗୋଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଡିପିଓ) ପରିସରରେ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (ଏସ୍ଆଇ)ମାନଙ୍କ ସହ ଆଶିଷ ସିଂହ ଏନ୍ସିଆର୍ ତାଳଚେର ଡିଆଇଜି ଓ ଅନୁଗୋଳ ଏସ୍ପି ରାହୁଲ ଜୈନଙ୍କ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଆଲୋଚନାରେ ପେଶାଦାର ପୋଲିସିଂ, କ୍ଷେତ୍ରସ୍ତରରେ…
ଭୁବନେଶ୍ୱର: ବିଧାନସଭା ଅଧିବେଶନରେ ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶ୍ନ କରିଛନ୍ତି। ସେ ପଚାରିଥିଲେ ଯେ, ଗତ ୨ ବର୍ଷରେ…
ଅନୁଗୋଳ: ପୁରୁଣା ବସ୍ଷ୍ଟାଣ୍ଡ ନିକଟରୁ ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏକଘରିଆ ଅଞ୍ଚଳର ଜଣେ ଯୁବତୀ(୨୩ବର୍ଷ) ଅନୁଗୋଳ ସହରକୁ ନିଜ ସଂପର୍କୀୟଙ୍କ ଘରକୁ ଆସିଥିଲା ବେଳେ ବର୍ଷା ହେବା କାରଣରୁ ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଅଟକି…