ନୂତନ ଶିକ୍ଷାବର୍ଷ ନିମନ୍ତେ ଗୁରୁକୁଳ କ୍ଲାସେସ୍ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମସ୍ତ ଅଭିଭାବକମାନଙ୍କୁ ଗୁରୁକୁଳ କ୍ଲାସେସ୍ ତରଫରୁ ନୂତନ ଶିକ୍ଷାବର୍ଷ ନିମନ୍ତେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।‌ ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଏବଂ ଜଗତର ନାଥ ଜଗନ୍ନାଥଙ୍କ ଅଶେଷ କରୁଣାରୁ ଗୁରୁକୁଳ କ୍ଲାସେସ୍ ଅନୁଗୁଳରୁ…

Continue Readingନୂତନ ଶିକ୍ଷାବର୍ଷ ନିମନ୍ତେ ଗୁରୁକୁଳ କ୍ଲାସେସ୍ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ

ନାଲକୋ ସ୍ମେଲଟର ସମ୍ପ୍ରସାରଣ: ପୁନର୍ବାସ ଓ ଥଇଥାନ ପାଇଁ ଜନଶୁଣାଣି ଶିବିର ଆୟୋଜିତ

ଅନୁଗୁଳ : ଅନୁଗୁଳସ୍ଥିତ ନାଲକୋ ସ୍ମେଲଟର ପ୍ଲାଣ୍ଟର ସମ୍ପ୍ରସାରଣ ପ୍ରକ୍ରିୟା ପାଇଁ ଆଜି ନାଲକୋ ଟ୍ରେନିଂ ସେଣ୍ଟର ଅଡିଟୋରିୟମଠାରେ ପୁନର୍ବାସ ଓ ଥଇଥାନ (R&R) ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ…

Continue Readingନାଲକୋ ସ୍ମେଲଟର ସମ୍ପ୍ରସାରଣ: ପୁନର୍ବାସ ଓ ଥଇଥାନ ପାଇଁ ଜନଶୁଣାଣି ଶିବିର ଆୟୋଜିତ

ଚକାଡୋଳା ଏକାଦଶ କ୍ରିକେଟ ଟିମ୍ ଗଠିତ

ଅନୁଗୁଳ: ଅନୁଗୁଳରେ ନିକଟରେ ଏକ ନୂଆ ଦମଦାର ଫାଇଟର କ୍ରିକେଟ ଟିମ୍ ଗଠିତ ହୋଇଛି। ଟିମ୍ ର ପରିଚାଳନା ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ସାହୁ ରହିଥିବା ବେଳେ ଦଳର କ୍ୟାପଟେନ୍ ଭାବେ ମନ୍ଥନ ବାରିକ୍ ଓ ଟିମ୍ ମ୍ୟାନେଜର ଭାବେ ନିଶାନ…

Continue Readingଚକାଡୋଳା ଏକାଦଶ କ୍ରିକେଟ ଟିମ୍ ଗଠିତ

ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଉପରେ ଆଲୋଚନାଚକ୍ର

ଅନୁଗୁଳ: ଅନୁଗୁଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ସ୍ନାତକୋତ୍ତର କମ୍ପୁଟର ବିଜ୍ଞାନ ବିଭାଗ ଆନୁକୂଲ୍ୟରେ କୃତ୍ରିମ ବୁଦ୍ଧିମତା ଦ୍ବାରା ଅଗ୍ରଣୀ କାର୍ଯ୍ୟ: ଆଧୁନିକ କୁତ୍ରିମ ବୁଦ୍ଧିମତା ଦ୍ବାରା ଉତ୍ପାଦନ ବୃଦ୍ଧି ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍ଵୟଂଶାସିତ ମହାବିଦ୍ୟାଳୟ…

Continue Readingସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଉପରେ ଆଲୋଚନାଚକ୍ର

​ପିଲା ଚୋର ସନ୍ଦେହରେ ଗାଡ଼ି ଚାଳକଙ୍କୁ ସଂଘବଦ୍ଧ ଆକ୍ରମଣ: ୩ ଗିରଫ, ୧୧ ଜଣଙ୍କ ନାମରେ ମାମଲା

ଅନୁଗୁଳ: ପିଲା ଚୋର ସନ୍ଦେହରେ ଜଣେ ଗାଡି ଚାଳକଙ୍କୁ ସଂଘବଦ୍ଧ ଭାବେ ବର୍ବର ମାଡ଼ ମାରିବା ଘଟଣାରେ ପାଳଲହଡ଼ା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ୧୧ ଜଣ ନାମିତ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ କେସ୍…

Continue Reading​ପିଲା ଚୋର ସନ୍ଦେହରେ ଗାଡ଼ି ଚାଳକଙ୍କୁ ସଂଘବଦ୍ଧ ଆକ୍ରମଣ: ୩ ଗିରଫ, ୧୧ ଜଣଙ୍କ ନାମରେ ମାମଲା

ନଇନି କୋଇଲା ପରିବହନ ବିବାଦ: ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ, ବାଇପାସ୍ ଦାବିରେ ଅଟଳ କୋଶଳା ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ନଇନି କୋଲ ମାଇନରୁ କୋଇଲା ପରିବହନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଜଟିଳ ରୂପ ଧାରଣ କରିଛି। କୋଶଳା ଗ୍ରାମବାସୀଙ୍କ ପକ୍ଷରୁ ଜାରି ରହିଥିବା ବିରୋଧ ପ୍ରଦର୍ଶନ ଆଜି ୧୭ ଦିନରେ ପହଞ୍ଚିଥିବା ବେଳେ ପ୍ରଶାସନ ସହ…

Continue Readingନଇନି କୋଇଲା ପରିବହନ ବିବାଦ: ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ, ବାଇପାସ୍ ଦାବିରେ ଅଟଳ କୋଶଳା ଗ୍ରାମବାସୀ

ମୂଲ୍ୟବୃଦ୍ଧି ଓ ପ୍ରଦୂଷଣ ବିରୋଧରେ ରାଜପଥକୁ ଓହ୍ଲାଇଲା ଏସ୍.ୟୁ.ସି.ଆଇ; ଅନୁଗୁଳରେ ବିଶାଳ ଶୋଭାଯାତ୍ରା

ଅନୁଗୁଳ : ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ଆଜି ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଳ…

Continue Readingମୂଲ୍ୟବୃଦ୍ଧି ଓ ପ୍ରଦୂଷଣ ବିରୋଧରେ ରାଜପଥକୁ ଓହ୍ଲାଇଲା ଏସ୍.ୟୁ.ସି.ଆଇ; ଅନୁଗୁଳରେ ବିଶାଳ ଶୋଭାଯାତ୍ରା

ମା’ ବାଟ ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅନୁଗୁଳ: କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ କପିଳେଶ୍ୱର ମନ୍ଦିର ସମ୍ମୁଖରେ ଅବସ୍ଥିତ ମା' ବାଟ ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ମାଆଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ସର୍ବସାଧାରଣ ଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା। ପୂର୍ବାହ୍ନରେ ମାଆଙ୍କ ବାର୍ଷିକ…

Continue Readingମା’ ବାଟ ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅମଲାପଡ଼ା ବାସନ୍ତୀ ଦୁର୍ଗାପୂଜା: ଉଦ୍ଘାଟନୀ ସନ୍ଧ୍ୟାରେ ଆଧ୍ୟାତ୍ମିକ ଆଲୋଚନାଚକ୍ର

ଅନୁଗୁଳ: ଅମଲାପଡ଼ା ମା' ବାସନ୍ତୀ ଦୁର୍ଗାପୂଜା କମିଟି ପକ୍ଷରୁ ବିଂଶତମ ବାସନ୍ତିକ ମହୋତ୍ସବ ମଙ୍ଗଳବାର ଆରମ୍ଭ ହୋଇଛି। ଷଷ୍ଠୀ ଅବସରରେ ଅପରାହ୍ନରେ ବିଲ୍ୱାଧିବାସ, ଦେବୀଙ୍କ ବୋଧନ, ଅଧିବାସ ଆଦି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନ ସହ ଅନୁଗୁଳ ଶାନ୍ତି ଅନୁଭୂତି…

Continue Readingଅମଲାପଡ଼ା ବାସନ୍ତୀ ଦୁର୍ଗାପୂଜା: ଉଦ୍ଘାଟନୀ ସନ୍ଧ୍ୟାରେ ଆଧ୍ୟାତ୍ମିକ ଆଲୋଚନାଚକ୍ର

ଅନୁଗୁଳର ଏକ ବାର୍‌ରେ ଯୁବ ନେତାଙ୍କ ‘ପାୱାର୍’ ଫେଲ୍: ମଦ ଅଫର କରି ହେଲେ ଅପଦସ୍ତ

ଅନୁଗୁଳ: ଅନୁଗୁଳ ସହରର ଏକ ଜଣାଶୁଣା ବାର୍‌ରେ ଆଜି ରାତିରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଚର୍ଚ୍ଚିତ ଯୁବ ନେତା ନିଜର ପ୍ରଭାବଶାଳୀ ଠିକାଦାର ବନ୍ଧୁମାନଙ୍କ ସହ ମଦର ଆସର ଜମାଇଥିଲେ। ନିଶା ଆଉ କ୍ଷମତାର ଗରମରେ ଚୁର…

Continue Readingଅନୁଗୁଳର ଏକ ବାର୍‌ରେ ଯୁବ ନେତାଙ୍କ ‘ପାୱାର୍’ ଫେଲ୍: ମଦ ଅଫର କରି ହେଲେ ଅପଦସ୍ତ