ଅନୁଗୁଳ ସମେତ ୧୮ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଅନୁଗୁଳ ସମେତ ରାଜ୍ୟର ୧୮ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଶନିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଓଡ଼ିଶା। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି-ଅନୁଗୁଳ,ଢେଙ୍କାନାଳ,ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା (ଭୁବନେଶ୍ୱର),…

Continue Readingଅନୁଗୁଳ ସମେତ ୧୮ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ବିଜେଡି ପାଖରେ ଆଉ ନେତୃତ୍ବ ନାହିଁ, ଖୁବଶୀଘ୍ର ଭାଙ୍ଗି ଛିନଛତ୍ର ହୋଇଯିବ: ଜୟନାରାୟଣ ମିଶ୍ର

  ଭୁବନେଶ୍ବର: ହାରିବା ପରେ ସମସ୍ତ ବିପକ୍ଷ ଦଳ ଏବେ ବିଜୁ ଜନତା ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। କୂଅରେ ପଡ଼ିଥିବା ବେଙ୍ଗ ଭଳି ଅବସ୍ଥା ହୋଇଛି ବିଜେଡିର। ଯିଏ ପାରୁଛି ଟେକା ପଥର ଫିଙ୍ଗି ଦେଇ ଯାଉଛି। ଆଜି…

Continue Readingବିଜେଡି ପାଖରେ ଆଉ ନେତୃତ୍ବ ନାହିଁ, ଖୁବଶୀଘ୍ର ଭାଙ୍ଗି ଛିନଛତ୍ର ହୋଇଯିବ: ଜୟନାରାୟଣ ମିଶ୍ର

୩୬ ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଆରମ୍ଭ: ପ୍ରଥମ ମ୍ଯାଚରେ ସମ୍ବଲପୁରକୁ ପରାସ୍ତ କଲା କଟକ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିଅମ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଳଲହଡ଼ା ଫୁଟବଲ ଆସୋସିଏସନ ପକ୍ଷରୁ ୩୬ ତମ ରାଜ୍ୟସ୍ତରୀୟ ପାଳଲହଡା ଫୁଟବଲ କପ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ବଛା ବଛା ଆଠଟି ଦଳ ଏଥିରେ…

Continue Reading୩୬ ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଆରମ୍ଭ: ପ୍ରଥମ ମ୍ଯାଚରେ ସମ୍ବଲପୁରକୁ ପରାସ୍ତ କଲା କଟକ

କାରିଗରପଡ଼ାରେ କୁମାର ଉତ୍ସବ ଉଦଯାପିତ: କଳା ସଂସ୍କୃତି ପରମ୍ପରା ଆଧାରିତ ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ

  ଅନୁଗୁଳ: ତାଳଚେର ସ୍ଥିତ କାରିଗରପଡ଼ା ଯୁବକ ସଂଘ ପକ୍ଷରୁ କୁମାର ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗତ ଚାରି ଦିନ ଧରି ବିଭିନ୍ନ ଆକର୍ଷଣୀୟ ଖେଳ ସହ ହୁଳହୁଳି, ପୁଚି, ଦୌଡ଼ି ଡିଆଁ, ଦୌଡ଼, ଶଙ୍ଖ ଫୁଙ୍କା, ନୃତ୍ୟ,…

Continue Readingକାରିଗରପଡ଼ାରେ କୁମାର ଉତ୍ସବ ଉଦଯାପିତ: କଳା ସଂସ୍କୃତି ପରମ୍ପରା ଆଧାରିତ ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ

ଜଳିଗଲା ୩ ଟି ଗଦି ଦୋକାନ, ୬ ଲକ୍ଷ ଟଙ୍କାର ସାମଗ୍ରୀ ପାଉଁଶ

  ଅନୁଗୁଳ: ଅନୁଗୁଳ ସହର ବୁଢୀ ଠାକୁରାଣୀ ଛକ ନିକଟ ତଥା ଦଶହରା ପଡ଼ିଆ ସମ୍ମୁଖରେ ବାଳକ ଉଚ୍ଚ ବିଦ୍ୟାଳୟ କାନ୍ଥକୁ ଲାଗି ରହିଥିବା ଗଦି ଦୋକାନରେ ନିଆଁ ଲାଗି ତିନିଟି ଦୋକାନ ଜଳିଯାଇଛି। ନିଆଁ ଲାଗି ପାଖରେ ଥିବା ଆଉ…

Continue Readingଜଳିଗଲା ୩ ଟି ଗଦି ଦୋକାନ, ୬ ଲକ୍ଷ ଟଙ୍କାର ସାମଗ୍ରୀ ପାଉଁଶ

ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଳଚେର କଳା ସାହିତ୍ୟ ପରିଷଦ ସମ୍ମାନିତ

  ଅନୁଗୁଳ: ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ତାଳଚେର କଳା ସାହିତ୍ୟ ଓ ସଂସ୍କୃତି ପରିଷଦକୁ ସମ୍ମାନିତ କରାଯାଇଛି। ରାଜ୍ୟର ଅନ୍ୟତମ ପୁରାତନ ଓ ପ୍ରତିଷ୍ଠିତ କ୍ଲବ୍ ତାଳଚେର…

Continue Readingସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତାଳଚେର କଳା ସାହିତ୍ୟ ପରିଷଦ ସମ୍ମାନିତ

ପୁଣି ମହାବଳ ଗର୍ଜନରେ ଫାଟି ଉଠିବ ସାତକୋଶିଆ: ବ୍ୟାଘ୍ର ପୁନରୁଦ୍ଧାର ଯୋଜନାରେ ଆସିବେ ୧୨ରୁ ୧୪ଟି ବାଘ

  ଭୁବନେଶ୍ବର: ପୁଣି ମହାବଳ ଗର୍ଜନରେ ଫାଟି ଉଠିବ ସାତକୋଶିଆ। ବ୍ୟାଘ୍ର ପୁନରୁଦ୍ଧାର ଯୋଜନାରେ ସାତକୋଶିଆକୁ ୧୨ରୁ ୧୪ଟି ମହାବଳ ବାଘ ଆସିବେ ବୋଲି କହିଛନ୍ତି ବନବିଭାଗ ପିସିସିଏଫ୍‌ ସୁଶାନ୍ତ ନନ୍ଦ। ଏନେଇ ଶ୍ରୀ ନନ୍ଦ କହିଛନ୍ତି, ସାତକୋଶିଆ ଅଭୟାରଣ୍ୟକୁ ୧୨ରୁ…

Continue Readingପୁଣି ମହାବଳ ଗର୍ଜନରେ ଫାଟି ଉଠିବ ସାତକୋଶିଆ: ବ୍ୟାଘ୍ର ପୁନରୁଦ୍ଧାର ଯୋଜନାରେ ଆସିବେ ୧୨ରୁ ୧୪ଟି ବାଘ

ସୁରେଶ୍ଵରୀ ଜଳସେଚନ ପ୍ରକଳ୍ପ ନିର୍ମାଣରେ ସରକାରଙ୍କ ଅହେତୁକ ଅବହେଳା, ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

  ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତରେ ନିର୍ମାଣ ହେବାକୁ ଥିବା ସୁରେଶ୍ଵରୀ ଜଳ ସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ଏଣୁ ଏହା ଉପରେ ନିର୍ଭର କରୁଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।…

Continue Readingସୁରେଶ୍ଵରୀ ଜଳସେଚନ ପ୍ରକଳ୍ପ ନିର୍ମାଣରେ ସରକାରଙ୍କ ଅହେତୁକ ଅବହେଳା, ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ସ୍ତ୍ରୀଙ୍କୁ ମନେଇବାକୁ ଆସିଥିବା ସ୍ୱାମୀ ହଟହଟା: ଠେଙ୍ଗାରେ ସ୍ତ୍ରୀ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କଲେ ସ୍ୱାମୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗତିକୃଷ୍ଣପୁର ଗ୍ରାମରେ ସ୍ତ୍ରୀଙ୍କ ଠେଙ୍ଗା ମାଡ଼ରେ ସ୍ୱାମୀ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସ୍ୱାମୀ ଜିତେନ ପ୍ରଧାନଙ୍କୁ ତାଙ୍କ ପତ୍ନୀ କିଶୋରନଗର ଥାନା ଦାମୋଦର ଗ୍ରାମର ରିଙ୍କି ରାଣୀ ପ୍ରଧାନ ଏକ…

Continue Readingସ୍ତ୍ରୀଙ୍କୁ ମନେଇବାକୁ ଆସିଥିବା ସ୍ୱାମୀ ହଟହଟା: ଠେଙ୍ଗାରେ ସ୍ତ୍ରୀ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କଲେ ସ୍ୱାମୀ

ପୁଣି ବଧୂ ନିର୍ଯାତନା! ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ନେଇ ସ୍ୱାମୀ ନାଁରେ ଥାନାରେ ଅଭିଯୋଗ

  ଅନୁଗୁଳ: ପୁଣି ଅନୁଗୁଳ ଜିଲ୍ଲାର ବଧୂ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଠାକୁରଗଡ଼ ଗ୍ରାମର ସୁବାସିନୀ ନାୟକଙ୍କୁ ତାଙ୍କ ସ୍ୱାମୀ କାର୍ତ୍ତିକ ନାୟକ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ନେଇ ବୁଧବାର ସୁବାସିନୀ ଥାନାରେ ଅଭିଯୋଗ କରିଛନ୍ତି।…

Continue Readingପୁଣି ବଧୂ ନିର୍ଯାତନା! ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ନେଇ ସ୍ୱାମୀ ନାଁରେ ଥାନାରେ ଅଭିଯୋଗ