ଜେଏନ୍‌ଭି ପୂର୍ବ ଛାତ୍ର ସମ୍ମିଳନୀ ୨୦୨୫

ଅନଗୁଳ: ଜବାହର ନବୋଦୟ ବିଦ୍ୟାଳୟ, ଅନୁଗୁଳର ପୂର୍ବ ଛାତ୍ର ସମ୍ମିଳନୀ ୨୦୨୫ ଗତ ୨୮ ତାରିଖରେ ଆୟୋଜିତ ହୋଇଥିଲା ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ଼ା ଋଷିକାନ୍ତ ମହାନ୍ତ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାର ପ୍ରଫେସର ସଚ୍ଚିଦାନନ୍ଦ ନାୟକ ଏବଂ ଆଇଏନଜି ବ୍ୟାଙ୍କ, ଅମଷ୍ଟରଡ୍ୟାମର…

Continue Readingଜେଏନ୍‌ଭି ପୂର୍ବ ଛାତ୍ର ସମ୍ମିଳନୀ ୨୦୨୫

ବାସନ୍ତୀ ଖେଳପଡିଆ ଭିତ୍ତିଭୂମି ବିକାଶ ପାଇଁ ମିଳିଲା ୧ କୋଟି ୫ ଲକ୍ଷ

ଅନୁଗୁଳ: ଅମଲାପଡ଼ା ବାସନ୍ତୀ ଦୁର୍ଗା ଖେଳପଡିଆର ଭିତ୍ତିଭୂମିର ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଯୋଗାଇ ଦିଆଯାଇଛି ୧ କୋଟି ୫ ଲକ୍ଷ ୪୦ ହଜାର ଟଙ୍କା। ପଡ଼ିଆରେ ଏକ ମନୋରଞ୍ଜନ କେନ୍ଦ୍ର ନିର୍ମାଣ ପାଇଁ ୨୮ ଲକ୍ଷ ଟଙ୍କା ଦିଆଯାଇଛି।ଏହି…

Continue Readingବାସନ୍ତୀ ଖେଳପଡିଆ ଭିତ୍ତିଭୂମି ବିକାଶ ପାଇଁ ମିଳିଲା ୧ କୋଟି ୫ ଲକ୍ଷ

ଅନୁଗୁଳରେ ମିଶ୍ରଣ ପର୍ବ: ବସଲା ସରପଞ୍ଚଙ୍କ ନେତୃତ୍ୱରେ ୫୦ ରୁ ଅଧିକ ବିଜେଡି କର୍ମୀ ବିଜେପିରେ ଯୋଗଦାନ

ଅନୁଗୁଳରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବସଲା ପଞ୍ଚାୟତ ସରପଞ୍ଚ ଚନ୍ଦନ କୁମାର ସାହୁଙ୍କ ନେତୃତ୍ୱରେ ୫୦ ରୁ ଅଧିକ ବିଜେଡି କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

Continue Readingଅନୁଗୁଳରେ ମିଶ୍ରଣ ପର୍ବ: ବସଲା ସରପଞ୍ଚଙ୍କ ନେତୃତ୍ୱରେ ୫୦ ରୁ ଅଧିକ ବିଜେଡି କର୍ମୀ ବିଜେପିରେ ଯୋଗଦାନ

ବିଭିନ୍ନ ଦାବି ନେଇ ଟାଟା ପାୱାର ଅଫିସ ଘେରିଲେ ଅନୁଗୁଳ କଂଗ୍ରେସ କର୍ମୀ

ଅନୁଗୁଳ: ବିଭିନ୍ନ ଦାବି ନେଇ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାୱାର ଅଫିସ ଘେରାଉ। ଆଜି ଅନୁଗୁଳ ଜିଲ୍ଲା ସଭାପତି ସୁନୀଲ ପ୍ରଧାନଙ୍କ ନେତୃତ୍ୱରେ ଯୁବ, ଛାତ୍ର, ମହିଳା, କୃଷକ ଓ ଶହ ଶହ କଂଗ୍ରେସ କର୍ମୀ ଓ ନେତା…

Continue Readingବିଭିନ୍ନ ଦାବି ନେଇ ଟାଟା ପାୱାର ଅଫିସ ଘେରିଲେ ଅନୁଗୁଳ କଂଗ୍ରେସ କର୍ମୀ

ଆଠମଲ୍ଲିକରେ ପୁଣି ହାତୀ ଉପଦ୍ରବ: କଦଳୀ ବଗିଚାରେ ପଶି ୫୦ ଗଛକୁ କଲେ ନଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମାଧପୁର ରେଞ୍ଜ କନ୍ଧପଡ଼ା ଗ୍ରାମରେ ପୁଣି ହାତୀ ଆତଙ୍କ। ଗତ କିଛି ଦିନ ହେଲା ନିକଟସ୍ଥ ଜଙ୍ଗଲ ରୁ ୫/୬ ଟି ହାତୀ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ରବିବାର ରାତିରେ…

Continue Readingଆଠମଲ୍ଲିକରେ ପୁଣି ହାତୀ ଉପଦ୍ରବ: କଦଳୀ ବଗିଚାରେ ପଶି ୫୦ ଗଛକୁ କଲେ ନଷ୍ଟ

ରାତି ଅଧିଆ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ପୋଛିନେଲେ ମୂଲ୍ୟବାନ ସାମଗ୍ରୀ

ଅନୁଗୁଳ: ରାତି ଅଧରେ ଘରେ ପଶି ଟଙ୍କା କଳାକନା ବୁଲାଇଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳୀ ପଞ୍ଚାୟତର କଙ୍କିଳୀ ନୂଆଁସାହି ଗ୍ରାମରେ ଗତକାଲି ଏହି ଚୋରି ହୋଇଛି। ଗାଁର ବିଜୟ ସାହୁଙ୍କ ଘରେ କେହି ନଥିବା ବେଳେ ତାଙ୍କ ଘରର…

Continue Readingରାତି ଅଧିଆ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ପୋଛିନେଲେ ମୂଲ୍ୟବାନ ସାମଗ୍ରୀ

ଅସହାୟଙ୍କୁ କମ୍ବଳ ବାଣ୍ଟିଲେ ଯୁବ ନେତା ସୌମ୍ୟରଞ୍ଜନ

ଅନୁଗୁଳ: ଚଳିତ ବର୍ଷର ଶୀତ ଗତ ଦଶ ବର୍ଷର ରେକର୍ଡ ଭାଙ୍ଗି ଦେଇଛି।ଗତ ଏକ ମାସରୁ ଉର୍ଦ୍ଧ୍ବ ହେବ ଅନୁଗୁଳର ତାପମାତ୍ରା ଆଠ ଡିଗ୍ରୀରୁ ଦଶ ଡିଗ୍ରୀ ମଧ୍ୟରେ ରହୁଛି। ପ୍ରଚଣ୍ଡ ଶୀତ ଯୋଗୁଁ ବାସହୀନ ଅସହାୟ ଯାଯାବର ସମ୍ପ୍ରଦାୟର ଲୋକ…

Continue Readingଅସହାୟଙ୍କୁ କମ୍ବଳ ବାଣ୍ଟିଲେ ଯୁବ ନେତା ସୌମ୍ୟରଞ୍ଜନ

ଜିରୋ ନାଇଟ ପାଳନ ନେଇ ଗାଇଡ ଲାଇନ ଜାରିକଲା ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ନବ ବର୍ଷ ବା ଜିରୋ ନାଇଟ ପାଳନ ନେଇ ଗାଇଡ ଲାଇନ ଜାରି କରାଯାଇଛି। ଯେଉଁ ସଂସ୍ଥା ବା କ୍ଳବ୍ ପାର୍ଟି କରିବେ ସେମାନେ ଲାଉଡ ସ୍ପିକର ଆଇନକୁ ମାନି ଚଳିବେ। ମାତ୍ରାଧିକ ଶବ୍ଦ…

Continue Readingଜିରୋ ନାଇଟ ପାଳନ ନେଇ ଗାଇଡ ଲାଇନ ଜାରିକଲା ପୋଲିସ

ମଣ୍ଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଭୁବନେଶ୍ୱର ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବରପଡ଼ିଆରେ ଚାଲିଥିବା ମଣ୍ଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଉଦଯାପନୀ ମ୍ୟାଚରେ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳ କଟକ ବିଶ୍ବ ଭାରତୀ ଦଳକୁ ୭୭ ରନ କରି ଚାମ୍ପିୟନ ହୋଇଥିଲା।ଆଜିର ଉଦଯାପନୀ ମ୍ୟାଚରେ…

Continue Readingମଣ୍ଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଭୁବନେଶ୍ୱର ଚାମ୍ପିୟନ

୧୬ ଟନ୍ ପ୍ଲାଷ୍ଟିକ ଆବର୍ଜ୍ଜନା ସିମେଣ୍ଟ କାରଖାନାକୁ ଗଲା

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର ୧୬ ଟନ୍ ପ୍ଲାଷ୍ଟିକ ଆବର୍ଜ୍ଜନା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ  କମ୍ପାନୀ ପଠା ଯାଇଛି। ଅନୁଗୁଳ ପୌରପାଳିକାର ବିଭିନ୍ନ ଏମସିସି ସେଣ୍ଟରରେ ପ୍ଲାଷ୍ଟିକ ଆବର୍ଜ୍ଜନାକୁ ଅଲଗା କରିବା ପରେ ଏହି ଆବର୍ଜନାକୁ ସିମେଣ୍ଟ କାରଖାନାରେ ପୁନଃ…

Continue Reading୧୬ ଟନ୍ ପ୍ଲାଷ୍ଟିକ ଆବର୍ଜ୍ଜନା ସିମେଣ୍ଟ କାରଖାନାକୁ ଗଲା