ଆଇଡିଆଲ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ସ୍ରୀଜନ୍-୨୦୨୫’ ପାଳିତ

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ଆଇଡିଆଲ୍ ପବ୍ଲିକ ସ୍କୁଲର ୨୦ତମ ବାର୍ଷିକ ଉତ୍ସବ 'ସ୍ରୀଜନ୍-୨୦୨୫' ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଆଶିଷ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ…

Continue Readingଆଇଡିଆଲ୍ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘ସ୍ରୀଜନ୍-୨୦୨୫’ ପାଳିତ

ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ, ଚାଇଁପାଳ ଶାଖାର ସାଧାରଣ ପରିଷଦ ବୈଠକ: ଡିଭିଜନ ସମ୍ପାଦକ ବିକାଶ ଓ ସହ-ସମ୍ପାଦକ ଭାବେ ରଂଜିତ ମନୋନୀତ

ଅନୁଗୁଳ: ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ, ଚାଇଁପାଳ ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ରେଙ୍ଗାଳି ପ୍ରକଳ୍ପ ଓଡ଼ଶା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ ମହାନ୍ତି ଯୋଗ ଦେଇଥିଲେ। ସମାଜସେବୀ ଭରତ କୁମାର…

Continue Readingଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ, ଚାଇଁପାଳ ଶାଖାର ସାଧାରଣ ପରିଷଦ ବୈଠକ: ଡିଭିଜନ ସମ୍ପାଦକ ବିକାଶ ଓ ସହ-ସମ୍ପାଦକ ଭାବେ ରଂଜିତ ମନୋନୀତ

ମୃତ ବ୍ୟକ୍ତିଙ୍କ ଜମି ହଡ଼ପ କରିବାକୁ ଷଡ଼ଯନ୍ତ୍ର, ପ୍ରଶାସନର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଅନୁଗୁଳ: ମୃତ ବ୍ୟକ୍ତିଙ୍କ ଜମି ହଡ଼ପ କରିବାକୁ ଷଡ଼ଯନ୍ତ୍ର। ପ୍ରଶାସନର ଦ୍ୱାରସ୍ଥ ହେଲେ ଅନୁଗୁଳ ଜିଲ୍ଲା ପାଳଲହଡା ତହସିଲବାସୀ।ସୂଚନା ମୁତାବକ, ପାଳଲହଡା ଉପଖଣ୍ଡ ଝାରବେଡା ପଂଚାୟତ ଟେଣ୍ଟଇନାଲି ଗାଁର ହାଡ଼ି ପଲେଇଙ୍କ ନାମରେ ଖାତା ନମ୍ବର -୩୧ ରେ ୧୭ .୫୩…

Continue Readingମୃତ ବ୍ୟକ୍ତିଙ୍କ ଜମି ହଡ଼ପ କରିବାକୁ ଷଡ଼ଯନ୍ତ୍ର, ପ୍ରଶାସନର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ସୂର୍-ତାଲ୍ ସାଂସ୍କୃତିକ ଉତ୍ସବ ଉଦଯାପିତ

ଅନୁଗୁଳ: ସୂର୍-ତାଲ୍ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ୨୪ ତମ ସାଂସ୍କୃତିକ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟ ଅତିଥି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ଏବଂ ସମ୍ମାନୀତ ଅତିଥି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରଦୀପ ପ୍ରଜ୍ବଳନ କରି…

Continue Readingସୂର୍-ତାଲ୍ ସାଂସ୍କୃତିକ ଉତ୍ସବ ଉଦଯାପିତ

ସନ୍ଦେହଜନକ ଘଟଣା: ଚିକେନ ଓ ପାଳଙ୍ଗ ଶାଗ ଖାଇ ୩ ଜଣଙ୍କ ମୃତ୍ୟୁ

ଅନୁଗୁଳ: ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପ ଗାଁରେ ଚିକେନ ଓ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ଇଟାପ ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଓ ତାଙ୍କ ଦୁଇ ପୁଅ ପିଣ୍ଟୁ…

Continue Readingସନ୍ଦେହଜନକ ଘଟଣା: ଚିକେନ ଓ ପାଳଙ୍ଗ ଶାଗ ଖାଇ ୩ ଜଣଙ୍କ ମୃତ୍ୟୁ

ବିଜେପିର ମନମୁଖୀ ଶାସନକୁ ବିରୋଧ: ଅନୁଗୁଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନରେଗା ନାଁ ପରିବର୍ତ୍ତନ ନେଇ ଦାବି ପତ୍ର ପ୍ରଦାନ କଲା କଂଗ୍ରେସ

ଅନୁଗୁଳ: ବିଜେପିର ମନମୁଖୀ ଶାସନକୁ ବିରୋଧ କରି ଆଜି ଅନୁଗୁଳରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। କେନ୍ଦ୍ର ବିଜେପି ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନକୁ ରଦ୍ଦ କରି ମହାତ୍ମା ଗାନ୍ଧୀଙ୍କ ନାମକୁ କାଟି ଏକ ଗ୍ରାମୀଣ…

Continue Readingବିଜେପିର ମନମୁଖୀ ଶାସନକୁ ବିରୋଧ: ଅନୁଗୁଳରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନରେଗା ନାଁ ପରିବର୍ତ୍ତନ ନେଇ ଦାବି ପତ୍ର ପ୍ରଦାନ କଲା କଂଗ୍ରେସ

ଯୁବତୀଙ୍କୁ ଘରେ ପଶି ଦୁଷ୍କର୍ମ, ଅଭିଯୁକ୍ତକୁ ୨୫ବର୍ଷ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ଦୁଷ୍କର୍ମକାରୀକୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ।ସୂଚନା ମୁତାବକ, ଗତ ୧୩. ୦୨. ୨୦୨୪ରାତି ଅଧରେ ନାଲକୋ ଥାନା ଅନ୍ତର୍ଗତ ହଟିଙ୍ଗରେ ମଜୁରିଆ କାମ କରୁଥିବା ମୟୂରଭଞ୍ଜ ଜିଲ୍ଲାର ଜଣେ ଯୁବତୀଙ୍କ…

Continue Readingଯୁବତୀଙ୍କୁ ଘରେ ପଶି ଦୁଷ୍କର୍ମ, ଅଭିଯୁକ୍ତକୁ ୨୫ବର୍ଷ କାରାଦଣ୍ଡ ଓ ଜରିମାନା

ଆସନ୍ତା ୨୪ ରେ ଅନୁଗୁଳ ଜିଲ୍ଲା ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ: ବିକାଶ କାର୍ଯ୍ୟର ଶୁଭ ଦେବାର କାର୍ଯ୍ୟକ୍ରମ

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୪ ତାରିଖରେ ଅନୁଗୁଳ ଜିଲ୍ଲା ଗସ୍ତ କରିବେ। ସେ ୨୩ ତାରିଖ ରାତ୍ରିରେ ତାଳଚେର ଦିନଦୟାଲ ନଗର ସ୍ଥିତ ବାସଭବନରେ ପହଞ୍ଚି ରାତ୍ରୀ ଯାପନ କରିବେ। ୨୪ ତାରିଖ ଦିନ ତାଳଚେରରୁ ବାହାରି ଆଠମଲ୍ଲିକ…

Continue Readingଆସନ୍ତା ୨୪ ରେ ଅନୁଗୁଳ ଜିଲ୍ଲା ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ: ବିକାଶ କାର୍ଯ୍ୟର ଶୁଭ ଦେବାର କାର୍ଯ୍ୟକ୍ରମ

ନାଲକୋକୁ ଏନ୍‌ଜିଟି ଛାଟ: ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗ

ଅନୁଗୁଳ: ନିଜକୁ ନବରତ୍ନ ବୋଲାଉଥିବା ନାଲକୋକୁ ନିକଟରେ ଏନ୍‌ଜିଟିର ଜୋରଦାର ଛାଟ ପଡ଼ିଛି। ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗରେ ଏଥିନେଇ ରାଜ୍ୟ ସରକାର, ଜିଲ୍ଲାପାଳ ଏବଂ ନାଲକୋକୁ ନୋଟିସ ଦେଇଛି ଏନ୍‌ଜି ଟି।ଜାତୀୟ ଗଣମାଧ୍ୟମ ଅନୁସାରେ ଗୋଳାବନ୍ଧ ଗାଁର ପ୍ରଦୀପ ବିଶ୍ଵାଳ…

Continue Readingନାଲକୋକୁ ଏନ୍‌ଜିଟି ଛାଟ: ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗ

ଅନୁଗୁଳର ବୁଦ୍ଧିଆ: ମ୍ରିଗାଙ୍କ

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟ ରେ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଜଣେ ୧୧ ବର୍ଷର ପିଲା ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଗୋତମରା ଗାଁରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଏହି ପିଲାଟି ୩୦୦୦ ମିଟର ସୌଜନ୍ୟମୂଳକ…

Continue Readingଅନୁଗୁଳର ବୁଦ୍ଧିଆ: ମ୍ରିଗାଙ୍କ