“ସୁବିଧା ପୋର୍ଟାଲ’ ର ବ୍ୟବହାର ନିମନ୍ତେ ସଚେତନ କଲା ଜିଲ୍ଲା ପ୍ରଶାସନ, ରାଜନେତା ଓ ସବୁ ବିଭାଗ ବୁଝିଲେ କାର୍ଯ୍ୟକାରିତା

ଅନୁଗୁଳ: ସାଧାରଣ ନିର୍ବାଚନ-୨୦୨୪ର ଜିଲ୍ଲାରେ ସଫଳ ପରିଚାଳନା ନିମନ୍ତେ ଭାରତୀୟ ନିର୍ବାଚନ କମିଶନ ଦ୍ବାରା ନିର୍ଦ୍ଦେଶିତ ‘ସୁବିଧା ପୋର୍ଟାଲ' ର ସଠିକ୍ ବ୍ୟବହାର ଓ ସନ୍ଦେହ ଦୂରୀକରଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ୨ଟି ପୃଥକ କାର୍ଯ୍ୟକ୍ରମରେ ପ୍ରଥମେ…

Continue Reading“ସୁବିଧା ପୋର୍ଟାଲ’ ର ବ୍ୟବହାର ନିମନ୍ତେ ସଚେତନ କଲା ଜିଲ୍ଲା ପ୍ରଶାସନ, ରାଜନେତା ଓ ସବୁ ବିଭାଗ ବୁଝିଲେ କାର୍ଯ୍ୟକାରିତା

ମଇଦାନକୁ ଓହ୍ଲାଇଲା ବିଜେପି: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ

ଅନୁଗୁଳ: ଆଜି ଭାରତୀୟ ଜନତା ପାର୍ଟିର ମହା ସଚିବ ଅରୁଣ ସିଂହଙ୍କ ଦସ୍ତଖତରେ ଓଡ଼ିଶାର ୧୧୨ ଟି ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ଅନୁଗୁଳ ଜିଲ୍ଲାରୁ ଅନୁଗୁଳ ଆସନ ପାଇଁ ପ୍ରତାପ ଚନ୍ଦ୍ର ପ୍ରଧାନ,ଆଠମଲ୍ଲିକ ପାଇଁ…

Continue Readingମଇଦାନକୁ ଓହ୍ଲାଇଲା ବିଜେପି: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୁଡାନ୍ତ

ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଶା ଭକ୍ତି ସଙ୍ଗୀତର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ…

Continue Readingସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଉଭୟ ଆରୋହୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଠାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବନ୍ତଳା ଥାନା ଅନ୍ତର୍ଗତ ମଧପୁର ଗ୍ରାମର ପ୍ରଫୁଲ୍ଲ ନାଏକ ଙ୍କ ପୁଅ…

Continue Readingଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଉଭୟ ଆରୋହୀଙ୍କ ମୃତ୍ୟୁ

ମା’ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର: ଉପକୃତ ହେଲେ ୫୦୦ ରୋଗୀ

ଅନୁଗୁଳ: ସ୍ଥାନୀୟ ମା' ଫାଉଣ୍ଡେସନ ତରଫରୁ ଦିଲ୍ଲୀପ କୁମାର ମହାରଣାଙ୍କ ସ୍ମୃତିରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ତଲମୂଳ ଶାସନର ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଏଥିରେ ମା' ଫାଉଣ୍ଡେସନର ଚେୟାରମ୍ୟାନ ଅମ୍ବିକା କୁମାର ଲେଙ୍କା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା…

Continue Readingମା’ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର: ଉପକୃତ ହେଲେ ୫୦୦ ରୋଗୀ

ଅନୁଗୁଳରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ: ଆଜି ୮୯ ତମ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଅନୁଗୁଳରେ ନିର୍ବାଚନ ଆଚରଣ ବିଧି ମୁତାବକ ପାଳିତ ହୋଇଛି। ଜିଲ୍ଲାପାଳ ଅଦାଲ୍ ଏମ୍ ଅଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସ ପାଳନ ଉପଲକ୍ଷେ…

Continue Readingଅନୁଗୁଳରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ

ଅନୁଗୁଳ: ଅମଲା ପଡ଼ା ଦୁର୍ଗାପୂଜା ସଭାକକ୍ଷରେ ମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ଆୟୋଜିତ ହୋଇଯାଇଛି। ଏହି ସମାରୋହକୁ ପୂର୍ବତନ ଜିଲ୍ଲାପାଳ ହେମନ୍ତ କୁମାର ଦାଶ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ। ଶ୍ରୀ ଦାଶ ନିଜ ଅଭିଭାଷଣରେ ଉତ୍କଳ…

Continue Readingମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ

ଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର, ଗଚ୍ଛିତ ରଖିବେ ୫ ଲକ୍ଷ ଟନ୍

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର। ୨୦୨୪-୨୫ରେ ସରକାର ୫ ଲକ୍ଷ ଟନ୍‌ ପିଆଜ କିଣି ମହଜୁଦ ରଖିବେ। ମୂଲ୍ୟ ବୃଦ୍ଧି ‌ଘଟିଲେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପିଆଜକୁ ‌ବଜାରରେ ବିକ୍ରି କରିବେ…

Continue Readingଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର, ଗଚ୍ଛିତ ରଖିବେ ୫ ଲକ୍ଷ ଟନ୍

ଏପ୍ରିଲ ୨ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ

ଅନୁଗୁଳ/ତାଳଚେର: ଏପ୍ରିଲ ୨ ଠାରୁ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏପ୍ରିଲ ୨ରେ ଦିନ ୧୨ ଟାରେ ଅନୁଗୁଳ ଜିଲ୍ଲା ତାଳଚେର ଦିନଦୟାଲ ନଗରରେ ପହଞ୍ଚିବେ। ସେଠାରୁ ଦିନ ୨ ଟାରେ କଣିହାଁ…

Continue Readingଏପ୍ରିଲ ୨ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ

ବିଷାକ୍ତ ଖାଦ୍ୟ ନେଲା ଜୀବନ! ବିବାହ ଭୋଜି ଖାଇ ଦୁଇ ମୃତ, ୮ ଅସୁସ୍ଥ

ତାଳଚେର: ତାଳଚେର ଟାଉନ ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ବିବାହ ଭୋଜି ଖାଇ ଶନିବାର ଜଣେ ବୃଦ୍ଧା ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ, ଶନିବାର ଏକ ବିବାହ ଉତ୍ସବର…

Continue Readingବିଷାକ୍ତ ଖାଦ୍ୟ ନେଲା ଜୀବନ! ବିବାହ ଭୋଜି ଖାଇ ଦୁଇ ମୃତ, ୮ ଅସୁସ୍ଥ