ଅନୁଗୁଳରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ୧ରୁ ୭ ଯାଏଁ ସଚେତନ କରିବେ ପରିବହନ ଅଧିକାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ସଡ଼କ ସୁରକ୍ଷା ସପ୍ତାହ ଆସନ୍ତା ଡିସେମ୍ବର ୧ ରୁ…

Continue Readingଅନୁଗୁଳରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ୧ରୁ ୭ ଯାଏଁ ସଚେତନ କରିବେ ପରିବହନ ଅଧିକାରୀ

ସନ୍ଥପଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ, ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରିବାକୁ ସରପଞ୍ଚଙ୍କ ଚେତାବନୀ

ତାଳଚେର: ତାଳଚେର ବ୍ଲକରେ ଦିନକୁ ଦିନ ବ୍ୟାପକ ହେଉଛି ହାତୀ ଉପଦ୍ରବ। ହାତୀ ଯୋଗୁ ସନ୍ଥପଡ଼ା ପଞ୍ଚାୟତ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟତଃ ୫୦ ରୁ ୬୦ ହାତୀପଲ ଦୀର୍ଘ ଦିନ ହେବ ସନ୍ଥପଡ଼ା ଅଞ୍ଚଳରେ ରହି ସନ୍ଥପଡ଼ା, ଝାଡ଼ିଆମ୍ବା,…

Continue Readingସନ୍ଥପଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ, ତୁରନ୍ତ ପଦକ୍ଷେପ ନ ନେଲେ ଜନ ଆନ୍ଦୋଳନ କରିବାକୁ ସରପଞ୍ଚଙ୍କ ଚେତାବନୀ

ରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ବିଜେପିର ସମର୍ଥନ

ପାଳଲହଡ଼ା : ପାଳଲହଡ଼ା ବୁଡ଼ି କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ରାଜ୍ଯ ସରକାର ଅବହେଳା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି। ୨୫୬ଟି ଗାଁ ରେଙ୍ଗାଳୀରେ ବୁଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା କ୍ଷତି ପୂରଣ…

Continue Readingରେଙ୍ଗାଳୀ ବୁଡ଼ି କ୍ଷତିଗ୍ରସ୍ତଙ୍କ ସତ୍ୟାଗ୍ରହ ଆନ୍ଦୋଳନକୁ ବିଜେପିର ସମର୍ଥନ

ଶଙ୍ଖ ଓ ହାତ ଛାଡ଼ି ପଦ୍ମ ଧରିଲେ ଅନୁଗୁଳର ଏକାଧିକ ନେତା, ନୂଆଦିଲ୍ଲୀରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନୁଗୁଳ ଜିଲ୍ଲାର ବହୁ ନେତା ମନ୍ତ୍ରୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରି ତାଙ୍କ ଉପସ୍ଥିତିରେ ଅନୁଗୁଳ ବିଧାନସଭା…

Continue Readingଶଙ୍ଖ ଓ ହାତ ଛାଡ଼ି ପଦ୍ମ ଧରିଲେ ଅନୁଗୁଳର ଏକାଧିକ ନେତା, ନୂଆଦିଲ୍ଲୀରେ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ପିଟିଶୀ ପଡ଼ିଆରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମତ୍ସ୍ୟ ଓ ପାଣି ସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ…

Continue Readingଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ବୋଇତ ବନ୍ଦାଣ ହେଲା କାଳ: କେନାଲରେ ଭାସି ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଧୀନସ୍ଥ ସମଲ ରାଇଟ୍ କେନାଲରେ ବୋଇତ ବନ୍ଦାଣ ବେଳେ ଅଘଟଣ। ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଏଠାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ପାଳଲହଡ଼ା ଚଷାଗୁରୁଜାଙ୍ଗର ଆଶିଷ କୁମାର ସାହୁ…

Continue Readingବୋଇତ ବନ୍ଦାଣ ହେଲା କାଳ: କେନାଲରେ ଭାସି ଯୁବକ ମୃତ

ଅନୁଗୁଳରେ ୩୮ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ, ଝୁମେଇଲେ ଟି.ସୌରୀ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ସଭାଘରଠାରେ ଦୁଇଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉଦଯାପିତ୍ ହୋଇଛି। ସୋମବାର ସନ୍ଧ୍ୟାରେ ଅତିରିକ୍ତ…

Continue Readingଅନୁଗୁଳରେ ୩୮ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ, ଝୁମେଇଲେ ଟି.ସୌରୀ

କାର୍ତ୍ତିକ ପୂର୍ଣ୍ଣିମାରେ ଶୈବ ପୀଠରେ ପ୍ରବଳ ଭିଡ଼: ଭୋରରୁ ଭୋରରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଅନୁଗୁଳ: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭୋରରୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଅନୁଗୁଳ ସହରରେ ପ୍ରମୁଖ ମନ୍ଦିରରେ ମଧ୍ୟ ଭକ୍ତମାନେ ଲମ୍ବା ଧାଡି ହୋଇ ମନ୍ଦିର ଦର୍ଶନ କରିଛନ୍ତି। ଅନୁଗୁଳ ସହର ନାରାୟଣ ସାଗର ପୁଷ୍କରିଣୀରେ…

Continue Readingକାର୍ତ୍ତିକ ପୂର୍ଣ୍ଣିମାରେ ଶୈବ ପୀଠରେ ପ୍ରବଳ ଭିଡ଼: ଭୋରରୁ ଭୋରରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ଅନୁଗୁଳ ପୋଲିସ, ଟ୍ରକ ଚାଳକଙ୍କୁ ଅଟକାଇ କରିଥିଲେ ଲୁଟପାଟ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ଅନୁଗୁଳ ଟାଉନ୍ ଥାନା ପୋଲିସ୍ ଏକ ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ଅମଲାପଡ଼ା ମୁସଲିମସାହିର ଏସ କେ ଅନିସ୍ , ରାଜକିଶୋରପଡ଼ାର ଶେଖ୍ ଜବିର, ଶେଖ…

Continue Reading୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ଅନୁଗୁଳ ପୋଲିସ, ଟ୍ରକ ଚାଳକଙ୍କୁ ଅଟକାଇ କରିଥିଲେ ଲୁଟପାଟ

ଅନୁଗୁଳରେ ଖୋଲିଲା ଅତ୍ୟାଧୁନିକ ଲଣ୍ଡରି ଓ ଡ୍ରାଏ କ୍ଲିନ୍ ଟମ୍ବଲ ଡ୍ରାଏ

ଅନୁଗୁଳ : ଅନୁଗୁଳରେ ଖୋଲିଲା ଅତ୍ୟାଧୁନିକ ଲଣ୍ଡରି ଓ ଡ୍ରାଏ କ୍ଲିନ୍ ଟମ୍ବଲ ଡ୍ରାଏ। ସାରା ଦେଶରେ ଟମ୍ବଲ୍ ଡ୍ରାଏର ୪୦୦ରୁ ଅଧିକ ଆଉଟ୍‌ଲେଟ୍‌ ରହିଥିବା ବେଳେ ଶିଳ୍ପନଗରୀ ଅନୁଗୁଳରେ ପ୍ରଥମ ଥର ପାଇଁ ଗାନ୍ଧିମାର୍ଗ ସ୍ଥିତ ପ୍ରଫୁଲ୍ଲ ମିଶ୍ର କମ୍ପ୍ଲେକ୍ସ…

Continue Readingଅନୁଗୁଳରେ ଖୋଲିଲା ଅତ୍ୟାଧୁନିକ ଲଣ୍ଡରି ଓ ଡ୍ରାଏ କ୍ଲିନ୍ ଟମ୍ବଲ ଡ୍ରାଏ