ପୁରୁଣା ବସଷ୍ଟାଣ୍ଡରୁ ବାଇକ୍ ଚୋରି, ତେଲ ନଥିବାରୁ ଆଉ ଏକ ବାଇକ୍ ଧରି ଛୁ’ ମାରିଲା ଚୋର

ଅନୁଗୁଳ : ଗୁରୁବାର ରାତିରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡରୁ ଏକ ବାଇକ୍ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ତେବେ ଏହି ବାଇକରେ ତେଲ ନଥିବାରୁ ଜାଣିବା ପରେ ଚୋର ଆଉ ଏକ ବାଇକ୍ ଧରି ଛୁ ମାରିଛି।…

Continue Readingପୁରୁଣା ବସଷ୍ଟାଣ୍ଡରୁ ବାଇକ୍ ଚୋରି, ତେଲ ନଥିବାରୁ ଆଉ ଏକ ବାଇକ୍ ଧରି ଛୁ’ ମାରିଲା ଚୋର

ପୂର୍ବ ସୈନିକ ସଂଗଠନ ପକ୍ଷରୁ ପିଟିସି ପଡିଆ ସଫେଇ

ଅନୁଗୁଳ: ଅନୁଗୁଳ ସହର ଭିତରେ ଖେଳ ପଡିଆ ପଡିଆ ଗୁଡ଼ିକ ସନ୍ଧ୍ୟା ହେଲେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ମଦୁଆ ମାନେ ମଦ ପିଇ ବୋତଲ, ଗ୍ଲାସ୍ ଆଦି ଫିଙ୍ଗି ଅଳିଆ କରୁଛନ୍ତି। ଏହାଦ୍ବାରା ଖେଳାଳୀମାନଙ୍କୁ ଅସୁବିଧା ହେଉଛି। ଏହି…

Continue Readingପୂର୍ବ ସୈନିକ ସଂଗଠନ ପକ୍ଷରୁ ପିଟିସି ପଡିଆ ସଫେଇ

ରାଣୀବନ୍ଧ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୮୭ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ପଞ୍ଚାୟତର ରାଣୀବନ୍ଧ ଗ୍ରାମରେ ଶୁକ୍ରବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମା' ବୀଣାପାଣି ପୂଜା କମିଟି ଆନୁକୂଲ୍ୟରେ ଏବଂ ରକ୍ତଦାତା ମହାସଂଘର ସଭାପତି ଶତ୍ରୁଘ୍ନ ସାହୁ ଏବଂ ସମ୍ପାଦକ ବିନୟ କୁମାର…

Continue Readingରାଣୀବନ୍ଧ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୮୭ ୟୁନିଟ୍ ରକ୍ତ ସଂଗୃହୀତ

କଣିହାଁ ଅଞ୍ଚଳର ସମସ୍ୟା ନେଇ ତହସିଲଦାରଙ୍କୁ ଦାବିପତ୍ର

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କଣିହାଁ ଆକ୍ଟିଭ ମିଡ଼ିଆ ୟୁଥ କ୍ଲବ ତରଫରୁ କଣିହାଁ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ୬ ଦଫା ସମ୍ବଳିତ ଏକ ଦାବିପତ୍ର କଣିହାଁ ତହସିଲଦାରଙ୍କୁ ଦିଆଯାଇଛି।ସୂଚନାଯୋଗ୍ୟ ଯେ, କଣିହାଁ ଅଞ୍ଚଳରୁ ଶହ ଶହ କୋଟି…

Continue Readingକଣିହାଁ ଅଞ୍ଚଳର ସମସ୍ୟା ନେଇ ତହସିଲଦାରଙ୍କୁ ଦାବିପତ୍ର

୩ କେଜି ବାରହା ମାଂସ ଜବତ, ଜଣେ ଗିରଫ

ଅନୁଗୁଳ: ଆଜି ସକାଳ ଅନୁଗୁଳ ଫରେଷ୍ଟ ଡିଭିଜନର ଜରପଡା ରେଞ୍ଜ ଓ ଆଠମଲ୍ଲିକ ଫରେଷ୍ଟ ଡିଭିଜନର ହଣ୍ଡପା ରେଞ୍ଜ ପକ୍ଷରୁ ଇଣ୍ଟର ବର୍ଡର ପାଟ୍ରୋଲିଂ ସମୟରେ ଜାମୁନାଳି ଗାଁ ଭିତରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଦେଖିବାକୁ ମିଳିଥିଲେ। ଫରେଷ୍ଟ କର୍ମଚାରୀମାନେ ତାକୁ…

Continue Reading୩ କେଜି ବାରହା ମାଂସ ଜବତ, ଜଣେ ଗିରଫ

ତୀର୍ଥ ଯାତ୍ରାରେ ଗଲେ ୧୦୬ ଜଣ ବରିଷ୍ଠ ନାଗରିକ, ଏସବୁ ସ୍ଥାନ ବୁଲିବେ

ଅନୁଗୁଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଅପରାହ୍ନରେ ଅନୁଗୁଳ ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ସଭାଘରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବଦାଳ ମୁହମ୍ମଦ୍ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩ଟି ବସ୍କୁ…

Continue Readingତୀର୍ଥ ଯାତ୍ରାରେ ଗଲେ ୧୦୬ ଜଣ ବରିଷ୍ଠ ନାଗରିକ, ଏସବୁ ସ୍ଥାନ ବୁଲିବେ

ପୌରପାଳିକାର ୩ ଏମସିସି ବନ୍ଦ ହେବ: ପ୍ରତିଷ୍ଠା ହେବ କେନ୍ଦ୍ରୀୟ କମ୍ପୋଷ୍ଟିଂ ସେଣ୍ଟର

ଅନୁଗୁଳ: ଏକ ଘଟଣାକ୍ରମରେ ଅନୁଗୁଳ ପୌରପାଳିକା ମଧ୍ୟରେ ଥିବା ତିନି ଗୋଟି ଏମସିସି ବା କ୍ଷୁଦ୍ର ଜୀବସାର ପ୍ରକ୍ରିୟାକରଣ କେନ୍ଦ୍ର ଖୁବ୍ ଶୀଘ୍ର ବନ୍ଦ୍ ହେବ। ଏହି ତିନି ଗୋଟି କେନ୍ଦ୍ର ହୁଲୁରୁଷିଂହା, ହେମସୁରପଡା ଓ ବିଏଡ କଲେଜ୍ ନିକଟରେ ରହିଛି।…

Continue Readingପୌରପାଳିକାର ୩ ଏମସିସି ବନ୍ଦ ହେବ: ପ୍ରତିଷ୍ଠା ହେବ କେନ୍ଦ୍ରୀୟ କମ୍ପୋଷ୍ଟିଂ ସେଣ୍ଟର

ପ୍ରୟାଗରାଜରୁ ସାଇବର ଠକ ଗିରଫ

ଅନୁଗୁଳ: ଏକ ବଡ଼ ସାଇବର ଠକେଇର ମୁଖ୍ୟ ଆସାମୀ ଅନୁଗୁଳ ପୋଲିସ ପ୍ରୟାଗରାଜରୁ ଗିରଫ କରିଛି। ଏଥିନେଇ ଆଜି ସ୍ଥାନୀୟ ସାଇବର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ପୋଲିସ ଡିଏସପି ଯାଜ୍ଞସେନୀ ବେହେରା,ଇନ୍ସପେକ୍ଟର ସନ୍ତୋଷ କୁମାର ଜେନା…

Continue Readingପ୍ରୟାଗରାଜରୁ ସାଇବର ଠକ ଗିରଫ

ସଂସଦରେ ଉଠିଲା ତାଳଚେର ସାର କାରଖାନା ପ୍ରସଙ୍ଗ

ତାଳଚେର: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଂସଦରେ ତାଳଚେର ସାର କାରଖାନା ପ୍ରସଙ୍ଗ ଉଥାପନ କରିଛନ୍ତି। ସେ କାରଖାନା କାର୍ଯ୍ୟକ୍ଷମ ପାଇଁ ଦାବି କରିବା ସହ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ ଉଠାଇଛନ୍ତି। ସାଂସଦ ପାଣି କହିଛନ୍ତି ଯେ, ତାଳଚେର ସାର…

Continue Readingସଂସଦରେ ଉଠିଲା ତାଳଚେର ସାର କାରଖାନା ପ୍ରସଙ୍ଗ

ନାଲକୋରୁ ବିରାଟ ଅଜଗର ଉଦ୍ଧାର

ଅନୁଗୁଳ: ନାଲକୋ ଗେଟ୍ ନଂ ୧ ନିକଟରେ ଏକ ଅଜଗର ଥିବାର ଖବର ପାଇ ଗୁରୁବାର ସଂଧ୍ୟାରେ ଜଙ୍ଗଲ ବିଭାଗର ରାପିଡ୍ ରେସ୍ପନ୍ସ ଟିମ୍ ଘଟଣା ସ୍ଥଳକୁ ଯାଇଥିଲେ। ତାଲିମ ପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଲୋକଙ୍କୁ ଆତଙ୍କିତ ହେବାକୁ…

Continue Readingନାଲକୋରୁ ବିରାଟ ଅଜଗର ଉଦ୍ଧାର