ଦିବ୍ୟାଙ୍ଗ ନାତୁଣୀକୁ ଅସଦାଚରଣ ଅଭିଯୋଗ, ଦୂର ସମ୍ପର୍କୀୟ ଅଜା ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ମାଆ ଥାନାରେ ଅଭିଯୋଗ କରିଥିବା ବେଳେ ସୋମବାର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଏନଟିପିସି…

Continue Readingଦିବ୍ୟାଙ୍ଗ ନାତୁଣୀକୁ ଅସଦାଚରଣ ଅଭିଯୋଗ, ଦୂର ସମ୍ପର୍କୀୟ ଅଜା ଗିରଫ

ଲୁଟେରାଙ୍କ ଚରାଭୂଇଁ ଅନୁଗୁଳ! ଖଣ୍ଡା ଦେଖାଇ ବ୍ୟବସାୟୀଙ୍କଠୁ ଲୁଟିଲେ ଲକ୍ଷାଧିକ ଟଙ୍କା

ଅନୁଗୁଳ: ଲୁଟେରାଙ୍କ ଚରାଭୂଇଁ ପାଲଟିଲାଣି ଅନୁଗୁଳ। ସୋମବାର ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ପରଙ୍ଗ ନିକଟରେ ଖଣ୍ଡା ଦେଖାଇ ଜଣେ ବେପାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସ୍ଥାନୀୟ ବିଦେଶୀ ମଦ ଦୋକାନର ମ୍ୟାନେଜର…

Continue Readingଲୁଟେରାଙ୍କ ଚରାଭୂଇଁ ଅନୁଗୁଳ! ଖଣ୍ଡା ଦେଖାଇ ବ୍ୟବସାୟୀଙ୍କଠୁ ଲୁଟିଲେ ଲକ୍ଷାଧିକ ଟଙ୍କା

ରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀ ଅଟକ, ୫୦ ଗ୍ରାମ ଧଳାଜହର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁଲିସ ରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀଙ୍କୁ ମାଡ଼ି ବସିଛି। ସେମାନଙ୍କ ଠାରୁ ୫୦ ଗ୍ରାମ ୩୬୦ମିଲିଗ୍ରାମ ବ୍ରାଉନ ସୁଗାର ଓ ବାଇକ ଜବତ ହୋଇଛି। ଅଟକ ୩ ଯୁବକ ହେଲେ ଅନୁଗୁଳ…

Continue Readingରାତ୍ରି ପାଟ୍ରୋଲିଂ ବେଳେ ୩ ବ୍ରାଉନସୁଗାର ବେପାରୀ ଅଟକ, ୫୦ ଗ୍ରାମ ଧଳାଜହର ଜବତ

ଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

ଅନୁଗୁଳ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ। ସୋମବାର ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ କାରାଦଣ୍ଡ ସହ ୨୫…

Continue Readingଯୋଗାଣ ନିରୀକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ, ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ଶେଷ, ମଙ୍ଗଳବାର ସକାଳୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ବିରାଜିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରବିବାର ଆଡ଼ପ ବିଜେ ହେବା ପରେ ସୋମବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି। ଏ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ଥିଲା। ମଙ୍ଗଳବାର ସକାଳ ମଙ୍ଗଳ…

Continue Readingଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବନକଲାଗି ଶେଷ, ମଙ୍ଗଳବାର ସକାଳୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ସରିଲା ରାସନ କାର୍ଡ ଇ-କେୱାଇସି ଯାଞ୍ଚ ଅବଧି: ଅପଡେଟ କରିନଥିଲେ ୩ ମାସ ସସପେଣ୍ଡ ହେବ କାର୍ଡ, ମିଳିବନି ଚାଉଳ

ଭୁବନେଶ୍ୱର: ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ଖବର। ଆଜି ସରିଲା ଇ-କେୱାଇସି ଯାଞ୍ଚ ଅବଧି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ ଥିଲା। ଯେଉଁମାନେ ଆଜି e-KYC ନକରିଛନ୍ତି ୩…

Continue Readingସରିଲା ରାସନ କାର୍ଡ ଇ-କେୱାଇସି ଯାଞ୍ଚ ଅବଧି: ଅପଡେଟ କରିନଥିଲେ ୩ ମାସ ସସପେଣ୍ଡ ହେବ କାର୍ଡ, ମିଳିବନି ଚାଉଳ

ଅନୁଗୁଳରେ ଆଲୋଡନ: ୨୨ଟି ହୋଟେଲ ଓ ଉଠା ଦୋକାନର ପାଣି ବ୍ୟବହାର ଅନୁପଯୋଗୀ: ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

ଅନୁଗୁଳ: ରାଜ୍ୟର ଅନେକ ଜିଲ୍ଲାରେ ହଇଜା ବ୍ୟାପିଥିବା ବେଳେ ଅନୁଗୁଳରେ ସ୍ବାସ୍ଥ୍ୟ ସୁରକ୍ଷା କାରଣରୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗତ ୨୦ ତାରିଖ ଦିନ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଷ୍ଟାର ହୋଟେଲ, ଚାଳିଆ ହୋଟେଲ, ଗୁପଚୁପ ଦୋକାନ ଆଦି ଚଢାଉ…

Continue Readingଅନୁଗୁଳରେ ଆଲୋଡନ: ୨୨ଟି ହୋଟେଲ ଓ ଉଠା ଦୋକାନର ପାଣି ବ୍ୟବହାର ଅନୁପଯୋଗୀ: ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

ବିଦ୍ୟୁତ୍ ଆଘାତରେ ନାବାଳିକା ଗୁରୁତର: ଘଟଣାକୁ ଚାପି ଦେବାକୁ ଉଦ୍ୟମ!

ଅନୁଗୁଳ: ସ୍ନାନ ପୂର୍ଣ୍ଣିମା ଦିନ ଅନୁଗୁଳ ଶୈଳଶ୍ରୀ କ୍ଷେତ୍ରରେ ଜଣେ ସେବାୟତଙ୍କୁ ସ୍ନାନ ମଣ୍ଡପରେ ବିଦ୍ୟୁତ୍ ଆଘାତ ଲାଗିଥିଲା। ସେ ଅଳ୍ପକେ ବଞ୍ଚି ଯାଇଥିଲେ। ତେବେ ମନ୍ଦିର ପରିଚାଳନା କମିଟି ଏଥିରୁ କିଛି ଶିଖି ନଥିଲା। ରଥଯାତ୍ରା ଦିନ ରାତି ପ୍ରାୟ…

Continue Readingବିଦ୍ୟୁତ୍ ଆଘାତରେ ନାବାଳିକା ଗୁରୁତର: ଘଟଣାକୁ ଚାପି ଦେବାକୁ ଉଦ୍ୟମ!

ରାଜପଥରେ ଗାଡ଼ି ଚେକିଂ ବେଳେ ଅଘଟଣ: ଟ୍ରକ ଧକ୍କାରେ ପୋଲିସ ଡ୍ରାଇଭର ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ୫୫ ନମ୍ବର ଜାତୀୟ ରାଜପଥର କୁଟାସିଙ୍ଗା ଫାସିପାଳ ମଠ ନିକଟରେ ଆଜି ଏକ ଟ୍ରକ ଧକ୍କାରେ ଜଣେ ପିସିଆର୍ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଆଜି ମଧ୍ୟାହ୍ନ ସମୟରେ ୫୫ ନମ୍ବର ଜାତୀୟ…

Continue Readingରାଜପଥରେ ଗାଡ଼ି ଚେକିଂ ବେଳେ ଅଘଟଣ: ଟ୍ରକ ଧକ୍କାରେ ପୋଲିସ ଡ୍ରାଇଭର ମୃତ

ଦାଦନ ଦୁଃଖ! ରୋଜଗାର କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ଅନୁଗୁଳ ଯୁବକ

ଅନୁଗୁଳ: ରୋଜଗାର କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ। ଆନ୍ଧ୍ରରେ ମୂଲ ଲାଗିବାକୁ ଯାଇଥିବା ଅନୁଗୁଳ ଜିଲ୍ଲାର ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ପାଳଲହଡ଼ା ଉପଖଣ୍ଡ ଚଷାଗୁରୁଜାଙ୍ଗ ଗ୍ରାମର ଠଣ ସୁନ୍ଦର ସାହୁଙ୍କ ମା ଛେଉଣ୍ଡ ପୁଅ ସନ୍ତୋଷ…

Continue Readingଦାଦନ ଦୁଃଖ! ରୋଜଗାର କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ଅନୁଗୁଳ ଯୁବକ