ବେଆଇନ ନିଯୁକ୍ତ ପାଇଥିବା ୧୧ ପରାମେଡିକାଲ କର୍ମଚାରୀ ବହିସ୍କୃତ
ଅନୁଗୁଳ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସିଏଚସି,ପିଏଚସି,ସବ ଡିଭିଜନାଲ ହସ୍ପିଟାଲରେ ବେଆଇନ ନିଯୁକ୍ତି ପାଇଥିବା ୧୧ ଜଣ ପାର।ମେଡିକାଲ କର୍ମଚ।ରୀଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବହିଷ୍କାର କରିଛି। କ୍ୟାଡର ରୂଲ ଉଲ୍ଲଂଘନ ଅଭିଯୋଗରେ ଚିଠି ସଂଖ୍ୟା ୨୪୧୭…
