ଅନୁଗୁଳ ପୁରୁଣା ମେଡିକାଲ କଲୋନିରୁ ଚୋରି

ଅନୁଗୁଳ: ବୁଧବାର ଦିନବେଳା ଅନୁଗୁଳ ମେଡିକାଲ ପୁରୁଣା କଲୋନୀରେ ଚୋରି ଅଭିଯୋଗ ହୋଇଛି। ଚର୍ମରୋଗ ବିଶେଷଜ୍ଞ ଡ଼ା ବିଶ୍ୱଜିତ ସାମଲଙ୍କ ପୁରୁଣା କ୍ୱାର୍ଟରରୁ ଚୋରମାନେ ପଙ୍ଖା,ଲାଇଟ,ସାୱାର,ଟ୍ୟାପ୍ ଆଦି ଚୋରି କରିଥିବା ଜଣାପଡିଛି। ନିକଟରେ ଆଇସିୟୁ କୋଠାରୁ ବିଦ୍ୟୁତ ଉପକରଣ ଚୋରି ହେବା…

Continue Readingଅନୁଗୁଳ ପୁରୁଣା ମେଡିକାଲ କଲୋନିରୁ ଚୋରି

ରାଜ୍ୟ ସ୍ତରୀୟ ଖୋ-ଖୋ ଚମ୍ପିଆନସିପ୍ ନିମନ୍ତେ ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଖୋ-ଖୋ ଚମ୍ପିଆନସିପ୍ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନୁଗୁଳ ଷ୍ଟାଡିୟମରେ ଚଳିତ ମାସ ୧୩…

Continue Readingରାଜ୍ୟ ସ୍ତରୀୟ ଖୋ-ଖୋ ଚମ୍ପିଆନସିପ୍ ନିମନ୍ତେ ପ୍ରସ୍ତୁତି ବୈଠକ

ଆସନ୍ତା କାଲିଠାରୁ ଅନ୍ତଃ କ୍ଲବ୍ କ୍ରିକେଟ୍ ପାଇଁ ପଞ୍ଜିକରଣ

ଅନୁଗୁଳ: କଳାହାଣ୍ଡି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ କୁ ଦୃଷ୍ଟିରେ ରଖି ଖୁବ୍‌ଶୀଘ୍ର କଦମ୍ ପଡ଼ି ଆରେ ଆରମ୍ଭ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ସିନିୟର/୧୯ ବର୍ଷରୁ କମ୍ ଅନ୍ତଃ କ୍ଲବ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ । ଏହି ଟୁର୍ଣ୍ଣାମେଣ୍ଟ୍‌ରୁ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ଆଗାମୀ…

Continue Readingଆସନ୍ତା କାଲିଠାରୁ ଅନ୍ତଃ କ୍ଲବ୍ କ୍ରିକେଟ୍ ପାଇଁ ପଞ୍ଜିକରଣ

ସହରବାସୀ ପିଉଛନ୍ତି ବିଷାକ୍ତ ପାଣି

ଅନୁଗୁଳ: ଅନୁଗୁଳ ସହରରେ ଥିବା ବିଭିନ୍ନ ପିଇବା ପାଣି ବିକ୍ରୀ ସଂସ୍ଥାଗୁଡିକ ଉପରେ ମଙ୍ଗଳବାର ଜନସ୍ୱାସ୍ଥ ବିଭାଗର ଚଢ଼ଉ ପରେ ଅପମିଶ୍ରିତ ପାଣି କାରବାର ହେଉଥିବା ଘଟଣା ସାମ୍ନାକୁ ଆସିଛି। ସହର ମଧ୍ୟରେ ଛତୁ ଫୁଟିବା ଭଳି ପିଇବା ପାଣି ବିକ୍ରୀ…

Continue Readingସହରବାସୀ ପିଉଛନ୍ତି ବିଷାକ୍ତ ପାଣି

ଟ୍ରକକୁ ପଛରୁ ପିଟିଲା ବସ, ୨୬ ଆହତ

ଅନୁଗୁଳ: ମଙ୍ଗଳବାର ବିଳମ୍ବିତ ରାତିରେ ନିଶା ଶିଳ୍ପାଞ୍ଚଳ ଥାନା ଜିନ୍ଦଲ ପ୍ଲାଣ୍ଟ ନିକଟରେ ଏକ ସଡକ ଦୁର୍ଘଟଣାରେ ୨୬ ଯାତ୍ରୀ ଆହତ ହୋଇଛନ୍ତି।ଘଟଣାରୁ ପ୍ରକାଶ ନାକଟିଦେଉଳ ରୁ ଭୁବନେଶ୍ୱର ଯାଉଥିବା ଶିବଶଙ୍କର ନାମକ ବସଟି ଜିନ୍ଦଲ ନିକଟରେ ରାସ୍ତା ପାର୍ଶ୍ଵରେ ପାର୍କିଂ…

Continue Readingଟ୍ରକକୁ ପଛରୁ ପିଟିଲା ବସ, ୨୬ ଆହତ

ପୌର ନିର୍ବାଚନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

ଅନୁଗୁଳ: ମଙ୍ଗଳବାର ଅନୁଗୁଳ ପୌରପାଳିକାର ୱାର୍ଡ୍ ବିଭାଜନ ସାଙ୍ଗକୁ ଆସନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ପ୍ରକାଶିତ ଚିଠା ତାଲିକା ଅନୁଯାୟୀ ୭ଟି ୱାର୍ଡକୁ ଅଣସଂରକ୍ଷିତ ରଖାଯାଇଛି । ସେହିପରି ୬ଟି ଆସନ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ…

Continue Readingପୌର ନିର୍ବାଚନ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

ଏସବିଆଇ ପକ୍ଷରୁ ମେଗା ଏସଏଚଜି ସମନ୍ୱୟ ମେଳା

ଅନୁଗୁଳ: ମଙ୍ଗଳବାର ଦିନ ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭା କକ୍ଷରେ ଅନୁଗୁଳ ଷ୍ଟେଟ୍ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ବିଶାଳ ଏସଏଚଜି ମେଳା ଆୟୋଜିତ ହୋଇଯାଇଛି। ବ୍ୟାଙ୍କ ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀମତୀ ବିଦ୍ୟା କ୍ରିଷ୍ଣାନ…

Continue Readingଏସବିଆଇ ପକ୍ଷରୁ ମେଗା ଏସଏଚଜି ସମନ୍ୱୟ ମେଳା

ମୁକ୍ତା ଯୋଜନାରେ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ

ଅନୁଗୁଳ : ରାଜ୍ୟ ସରକାରଙକ ମୁକ୍ତା ଯୋଜନାରେ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବ ଆଗତ କରାଯାଇଛି। ମଙ୍ଗଳବାର ୫ଟି ସଚ୍ଚିବ ଭିକେ ପାଣ୍ଡିଆନଙ୍କ ଜରିଆରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ବହୁ ଜନହିତକାରୀ ପ୍ରକଳ୍ପ ମଞ୍ଜୁର କରିବା…

Continue Readingମୁକ୍ତା ଯୋଜନାରେ ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ପ୍ରକଳ୍ପ ଉପସ୍ଥାପନ

ଫାଟକ ନିର୍ମାଣ ପାଇଁ ଶିଳାନ୍ୟାସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଛକରେ ଗାଁର ମୁଖ୍ୟ ଫାଟକ ନିର୍ମାଣ ପାଇଁ ସୋମବାର ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଶିଳାନ୍ୟାସ କରିଛନ୍ତି। ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନଙ୍କ ତତ୍ତ୍ଵାବଧାନରେ ସାଂସଦ ଶ୍ରୀ ଗଙ୍ଗଦେବଙ୍କୁ ସ୍ବାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେପି…

Continue Readingଫାଟକ ନିର୍ମାଣ ପାଇଁ ଶିଳାନ୍ୟାସ

ଶ୍ରେଣୀଗୃହ ନିର୍ମାଣକାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ବିଲେଇନାଳି ହାଇସ୍କୁଲରେ ସରକାରଙ୍କ ପକ୍ଷରୁ ନୂତନ ଶ୍ରେଣୀଗୃହ ନିର୍ମାଣ ଚାଲିଛି। ସୋମବାର ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ପହଞ୍ଚି ନିର୍ମାଣକାର୍ଯ୍ୟର ସମୀକ୍ଷା କରିଥିବାବେଳେ ଠିକ୍ ଭାବେ ଗୃହ ନିର୍ମାଣ କରିବାକୁ ଠିକାଦାରଙ୍କୁ ପରାମର୍ଶ ଦେଇଥିଲେ।…

Continue Readingଶ୍ରେଣୀଗୃହ ନିର୍ମାଣକାର୍ଯ୍ୟର ସମୀକ୍ଷା କଲେ ବିଧାୟକ