ଯୁବକଙ୍କୁ ଆକ୍ରମଣ, ଲୁଟ୍

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ବଲଣ୍ଡାରେ ଶୁକ୍ରବାର ସକାଳ ୧୧ଟାରେ ଅନନ୍ତ କୋଲନୀର ରମଣ କୁମାର ସିଠ (୩୦)ଙ୍କୁ ଘଂଟପଡ଼ା ଗ୍ରାମର ଦେବାଶିଷ ସାହୁ, ବିକାଶ ସେଠୀ ଓ ଜିତେନ୍ଦ୍ର ପଟ୍ଟନାୟକ ଆକ୍ରମଣ କରି ସୁନାଚେନ, ମୁଦି,…

Continue Readingଯୁବକଙ୍କୁ ଆକ୍ରମଣ, ଲୁଟ୍

ତାଳଚେର ଟ୍ରକମାଲିକ ସଂଘ ନିର୍ବାଚନ ସମାପ୍ତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକମାଲିକ ସଂଘର ନିର୍ବାଚନ ଶନିବାର  ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି। ସକାଳ ୮:୩୦ରୁ ଅପରାହ୍ଣ ୪ଟା  ପର୍ଯ୍ୟନ୍ତ ୧୩୧୪ ଜଣ ସଦସ୍ୟଙ୍କ ମଧ୍ୟରୁ ୧୦୬୩ ଜଣ ଭୋଟ ଦେଇଥିଲେ। ପ୍ରଶାସନ ଓ ପୋଲିସ ଶାନ୍ତି ବଜାୟ…

Continue Readingତାଳଚେର ଟ୍ରକମାଲିକ ସଂଘ ନିର୍ବାଚନ ସମାପ୍ତ

ହୃଦୟବିଦାରକ ଘଟଣା: ଦାଦା ଆକ୍ରମଣରେ ପୁତୁରାର ମୃତ୍ୟୁ

ବନ୍ତଳା: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼କଞ୍ଜନୀ ଗାଁରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ  ଦାଦା ତାର ପୁତୁରାକୁ ବାଉଁଶ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବଡ଼କଞ୍ଜନୀ ଗାଁର ବସନ୍ତ…

Continue Readingହୃଦୟବିଦାରକ ଘଟଣା: ଦାଦା ଆକ୍ରମଣରେ ପୁତୁରାର ମୃତ୍ୟୁ

ଏଣିକି ହାତପାଆନ୍ତାରେ ମିଳିବ ସରକାରୀ ସେବା, ସରକାର ଲଞ୍ଚ କଲେ ହ୍ବାଟ୍‌ସଅପ୍ ନମ୍ବର

ଭୁବନେଶ୍ୱର: ଓଡ଼ିଶା ସରକାର ମେଟା ସହଯୋଗରେ ‘ଆମ ସାଥୀ’ ଓ୍ଵାଟସଆପ ଚାଟବଟ ଓ ORTPSA ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ ୨.୦ ଉନ୍ମୋଚନ କରିଛନ୍ତି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଏହି…

Continue Readingଏଣିକି ହାତପାଆନ୍ତାରେ ମିଳିବ ସରକାରୀ ସେବା, ସରକାର ଲଞ୍ଚ କଲେ ହ୍ବାଟ୍‌ସଅପ୍ ନମ୍ବର

ରାଜ୍ୟରେ ଅଧିକ ୭୪ ଟି ମଦ ଦୋକାନ, ୩ ଟି ମଦ କାରଖାନା ଖୋଲିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ ଦାବି

ଅନୁଗୁଳ: ରାଜ୍ୟରେ ବନ୍ଦ ହୋଇଥିବା ୭୦ଟି ମଦ ଦୋକାନ ପୁନଃ ଖୋଲିବା ଏବଂ ନୂତନ ୪ଟି ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବାର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ବାତିଲ କରିବା ସହ ମଦ, ଡ୍ରଗ୍ସ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟର…

Continue Readingରାଜ୍ୟରେ ଅଧିକ ୭୪ ଟି ମଦ ଦୋକାନ, ୩ ଟି ମଦ କାରଖାନା ଖୋଲିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ ଦାବି

ଓସିଏସ ପରୀକ୍ଷାରେ ସଫଳତା ପାଇଲେ ମାଛକୁଟା ଗାଁର ଆଶୁତୋଷ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ଗାଁର ଆଶୁତୋଷ ମାଝୀ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ରେ ୧୬୮ ତମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ସଫଳତା ତାଙ୍କ ଗାଁ ଓ ଜିଲ୍ଲାବାସୀଙ୍କ ମଧ୍ୟରେ…

Continue Readingଓସିଏସ ପରୀକ୍ଷାରେ ସଫଳତା ପାଇଲେ ମାଛକୁଟା ଗାଁର ଆଶୁତୋଷ

ଓସିଏସ ପରୀକ୍ଷାରେ ସଫଳତା ପାଇଲେ ନାଲକୋନଗରର ସୋମିତ କୁମାର ସେଠ

ଅନୁଗୁଳ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩-୨୪ର ଫଳାଫଳ ଅକ୍ଟୋବର ୨୦୨୫ରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନାଲକୋନଗରର ସରସ୍ୱତୀ ବିଦ୍ୟା ମନ୍ଦିର (ଏସଭିଏମ)ର ପୂର୍ବତନ ଛାତ୍ର ସୋମିତ କୁମାର ସେଠ ଅଣସଂରକ୍ଷିତ ସାଧାରଣ…

Continue Readingଓସିଏସ ପରୀକ୍ଷାରେ ସଫଳତା ପାଇଲେ ନାଲକୋନଗରର ସୋମିତ କୁମାର ସେଠ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଅନୁଗୁଳର ପ୍ରିୟାଂଶୁ ପାଳ ଟପ୍ପର, ଗ୍ରାମାଞ୍ଚଳର ବିକାଶ ପାଇଁ ଇଚ୍ଛୁକ ଥିବା ପ୍ରକାଶ

ଅନୁଗୁଳ: ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ। OAS ପରୀକ୍ଷାରେ ଅନୁଗୁଳ ତୁରଙ୍ଗର ପ୍ରିୟାଂଶୁ ପାଲ ଓଡ଼ିଶା ଟପ୍ପର ହୋଇଛନ୍ତି। ପ୍ରିୟାଂଶୁ ପାଲ ଏକ୍ସ ଆର୍ମି ( ସୁବେଦାର ମେଜର) ସନ୍ତୋଷ କୁମାର ପାଳଙ୍କର ଏକ ମାତ୍ର ପୁଅ।…

Continue Readingଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଅନୁଗୁଳର ପ୍ରିୟାଂଶୁ ପାଳ ଟପ୍ପର, ଗ୍ରାମାଞ୍ଚଳର ବିକାଶ ପାଇଁ ଇଚ୍ଛୁକ ଥିବା ପ୍ରକାଶ

ତାଳଚେର ଫର୍ଟିଲାଇଜର୍ସ ପାଇଁ ୧୨୨୫୦ କୋଟି ଟଙ୍କାର ଋଣ ବ୍ୟବସ୍ଥା

ଅନୁଗୁଳ: କୋଇଲା ଗ୍ୟସିଫିକେଶନ ଆଧାରିତ ଆମୋନିଆ ୟୁରିଆ ପ୍ରକଳ୍ପ ପାଇଁ ତାଳଚେର ଫର୍ଟିଲାଇଜରସ୍ ପକ୍ଷରୁ ୧୨୨୫୦ କୋଟି ଟଙ୍କାର ବନ୍ଦୋବସ୍ତ କରାଯାଇଛି। କୋଲ ଇଣ୍ଡିଆ,ଗେଲ ଇଣ୍ଡିଆ,ରାଷ୍ଟ୍ରୀୟ କେମିକାଲ ଏଣ୍ଡ ଫର୍ଟିଲାଇଜରସ ଏବଂ ଏଫସିଆଇର ମିଳିତ ପ୍ରୟାସରେ ପ୍ରତିଷ୍ଠିତ ଟିଏଫ୍ଏଲ ପ୍ରତିବର୍ଷ ୧.୨୭…

Continue Readingତାଳଚେର ଫର୍ଟିଲାଇଜର୍ସ ପାଇଁ ୧୨୨୫୦ କୋଟି ଟଙ୍କାର ଋଣ ବ୍ୟବସ୍ଥା

ବନ୍ଧୁକ ଦେଖାଇ ଲୁଟ୍‌: ସୁନା ଗହଣା ଓ ଟଙ୍କା ଛଡ଼ାଇ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାରିଜଣ ଦୁର୍ବୃତ୍ତଙ୍କ ଦ୍ୱାରା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟପାଟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଗତକାଲି ଘଂଟପଡ଼ା ଗ୍ରାମର ସତ୍ୟ ସୁମନଙ୍କୁ ଚାରିଜଣ ଦୁର୍ବୃତ୍ତ ବାଇକରେ ଆସି ଭୂଜାଲିରେ ଆକ୍ରମଣ…

Continue Readingବନ୍ଧୁକ ଦେଖାଇ ଲୁଟ୍‌: ସୁନା ଗହଣା ଓ ଟଙ୍କା ଛଡ଼ାଇ