କର୍ଣ୍ଣପାଳରେ ବିଜେଡିର ସାଙ୍ଗଠନିକ ସଭା, ପତିଆରା ବଜାୟ ରଖିବା ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର

ଅନୁଗୁଳ: କଣିହାଁ ବ୍ଲକ ଅନ୍ତର୍ଗତ କର୍ଣ୍ଣପାଳ ଗ୍ରାମପଞ୍ଚାୟତରେ ବିଜେଡି ପକ୍ଷରୁ ଶୁକ୍ରବାର ମା'ଲୁଧୁଣି ମନ୍ଦିର ଠାରେ ଦଳୀୟ ସାଂଗଠନିକ ସଭା ଅନୁଷ୍ଠିତ ହୋଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସମର୍ଥୀତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ କିଭଳି ଅଧିକରୁ ଅଧିକ ବିଜୟ…

Continue Readingକର୍ଣ୍ଣପାଳରେ ବିଜେଡିର ସାଙ୍ଗଠନିକ ସଭା, ପତିଆରା ବଜାୟ ରଖିବା ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର

ଅନୁଗୁଳ ଜିଲ୍ଲା କଂଗ୍ରେସର ସଦଭାବନା ଦିବସ

ଅନୁଗୁଳ: ଶୁକ୍ରବାର ସକାଳେ ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର ସମ୍ଭର୍ଦ୍ଧନା ଉତ୍ସବ ଓ କିଲ୍ଲା କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସେବାଦଳ ଅଧ୍ୟକ୍ଷ ସୌମ୍ୟ ସଂଜିବ ମିଶ୍ର…

Continue Readingଅନୁଗୁଳ ଜିଲ୍ଲା କଂଗ୍ରେସର ସଦଭାବନା ଦିବସ

ଡିଏମଏଫ ଦୁର୍ନୀତିର ସିଏଜି ଅଡିଟ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲା ଜିଲ୍ଲା ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଡିଏମଏଫ ସମେତ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ନେଇ ଗୁରୁବାର ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।…

Continue Readingଡିଏମଏଫ ଦୁର୍ନୀତିର ସିଏଜି ଅଡିଟ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲା ଜିଲ୍ଲା ବିଜେପି

ଅଟୋ ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବିରଞ୍ଚି ସାହୁଙ୍କ ଅଟୋ ଚୋରି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବିରଞ୍ଚି ସପରିବାର ପୁରି ବୁଲିବାକୁ ଯାଇଥିଲେ। ବୁଧବାର ଘରକୁ ଫେରି ଦେଖିଲା…

Continue Readingଅଟୋ ଚୋରି ଅଭିଯୋଗରେ ୨ ଗିରଫ

ଖଣି ସମ୍ପ୍ରସାରଣକୁ ବିରୋଧ, ପୁଲିସ ଗ୍ରାମବାସୀ ମୁହାଁମୁହିଁ, ମହିଳା ଗୁରୁତର

ଅନୁଗୁଳ: ଏମସିଏଲର ଚାଲ ଆଜି ଫସରଫାଟିଛି। ପୁଲିସ ଲଗାଇ କ୍ଷତିଗସ୍ତ ଜରଡ଼ା ଗ୍ରାମବାସୀଙ୍କ ଅଜାଣତରେ ଖଣିର ମାଟି ଖୋଳୁଥିବାବେଳେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ବୁଧବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଏହି ଘଟଣାରେ ୬୦ ଜଣକୁ ଗିରଫ କରିଛି।…

Continue Readingଖଣି ସମ୍ପ୍ରସାରଣକୁ ବିରୋଧ, ପୁଲିସ ଗ୍ରାମବାସୀ ମୁହାଁମୁହିଁ, ମହିଳା ଗୁରୁତର

ପକ୍କା ରାସ୍ତା ନିର୍ମାଣ ଦାବିରେ ଛେଣ୍ଡିପଦା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ର ବାଲିପଟା- ଚନ୍ଦ୍ରପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବା ଦାବିରେ ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ବୁଧବାର ବିକ୍ଷୋଭ କରାଯାଇଛି। ଏଥିସହ…

Continue Readingପକ୍କା ରାସ୍ତା ନିର୍ମାଣ ଦାବିରେ ଛେଣ୍ଡିପଦା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ

ଦୁର୍ନୀତି ତଦନ୍ତ ଦାବିରେ ପଞ୍ଚାୟତ ଅଫିସ୍‌ରେ ତାଲା ଆଜି

ଅନୁଗୁଳ: ପାଳଲହଡ଼ା ବ୍ଲକ୍ ରୋହିଲା ପଂଚାୟତରେ ବ୍ୟାପକ ଦୁର୍ନୀତି, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହେରଫେର ,ମନରେଗା କାମରେ ଶ୍ରମିକ ବଦଳରେ ମେସିନ ଦ୍ବାରା କାମ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ୧୦ ଦିନ ତଳେ ଜିଲ୍ଲା ଓ ଉପଖଣ୍ଡ…

Continue Readingଦୁର୍ନୀତି ତଦନ୍ତ ଦାବିରେ ପଞ୍ଚାୟତ ଅଫିସ୍‌ରେ ତାଲା ଆଜି

ଖମାରରେ ଔଷଧ ଦୋକାନ ଯାଞ୍ଚ

ଅନୁଗୁଳ: ମଙ୍ଗଳବାର ପାଳଲହଡ଼ା ଉପଖଣ୍ଡର ଖମାରଠାରେ ଥିବା ଔଷଧ ଦୋକାନ ଯାଞ୍ଚ କରିଛନ୍ତି ଡ୍ରଗସ୍ ଇନିସପେକ୍ଟର (ଡିଆଇ) ମୁକ୍ତିନନ୍ଦା ଶତପଥୀ । ପ୍ରାୟ ୧୦ଟି ଦୋକାନ ଯାଞ୍ଚ କରି ଔଷଧପତ୍ର ଓ କାଗଜାତ୍ ଯାଞ୍ଚ କରିଥିଲେ । ଔଷଧର ଅବଧି ସରିଛି…

Continue Readingଖମାରରେ ଔଷଧ ଦୋକାନ ଯାଞ୍ଚ

ଆଧାର କାର୍ଡ, ଏଟିଏମ ଓ ଡ୍ରାଇଭିଂ ଲାଇସେନ୍ସ ପାଇ ଥାନାରେ ଦେଲେ ଦୁଇ ବନ୍ଧୁ

ଅନୁଗୁଳ : ଅନୁଗୁଳ ସହର କଳ୍ପତରୁ ହୋଟେଲ ପାଖରୁ ମଙ୍ଗଳବାର ଦୁଇ ଯୁବ ବନ୍ଧୁ ଚନ୍ଦନ କୁମାର ସାହୁ ଓ କମଳକାନ୍ତ ସାହୁ ଜଣଙ୍କର ଆଧାର କାର୍ଡ, ଏଟିଏମ ଓ ଡ୍ରାଇଭିଂ ଲାଇସେନ୍ସ ପାଇ ଅନୁଗୁଳ ଥାନାରେ ଦେଇଛନ୍ତି। ଥାନାର ଏଏସ୍ଆଇ…

Continue Readingଆଧାର କାର୍ଡ, ଏଟିଏମ ଓ ଡ୍ରାଇଭିଂ ଲାଇସେନ୍ସ ପାଇ ଥାନାରେ ଦେଲେ ଦୁଇ ବନ୍ଧୁ

ବିଜୁ ମଇଦାନ: ସଞ୍ଜ ନଇଁଲେ ଜମୁଛି ଆସର

ଅନୁଗୁଳ: ଅନୁଗୁଳର ଛାତି ଉପରେ ଠିଆ ହୋଇଥିବା ଜିଲ୍ଲାର ଅନ୍ୟତମ ଲୋକପ୍ରିୟ ସ୍ଥାନ ବିଜୁ ମଇଦାନ ଏବେ ଅସାମାଜିକଙ୍କ ଚରାଭୂଇଁ ପଲଟିଛି। ସଞ୍ଜ ନଇଁଲେ ନିଶାଡ଼ିଙ୍କ ଆଡ୍ଡା ଜମୁଥିବାରୁ ସାଧାରଣ ଲୋକ ଯିବାକୁ ଭୟ କରୁଛନ୍ତି। ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କ ପୂର୍ଣ୍ଣାବୟବ…

Continue Readingବିଜୁ ମଇଦାନ: ସଞ୍ଜ ନଇଁଲେ ଜମୁଛି ଆସର