ଅପହୃତ ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ

ଅନୁଗୁଳ: ସମଲ ଥାନା ଅଞ୍ଚଳରୁ ଅପହୃତ ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି | ସମଲ ଥାନା ଅଞ୍ଚଳର ଜଣେ ସପ୍ତମଶ୍ରେଣୀ ଛାତ୍ରୀଙ୍କୁ ବିବାହ ଲୋଭ ଦେଖାଇ ଅପହରଣ କରାଯାଇଥିଲା । ନାବାଳିକାଙ୍କ…

Continue Readingଅପହୃତ ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ

ପର୍ଫ୍ୟୁମ୍ ଚୋରି ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଦୋକାନରୁ ଚୋରି ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ଲକ୍ଷ୍ମଣ କୁମାର ସ୍ୱର୍ଣକାର। ତାର ଘର ବିହାରର ସହର୍ସା ଜିଲ୍ଲାରେ ବୋଲି ଜଣାପଡ଼ିଛି। ପୁଲିସ୍‌ ସୂଚନା ମୁତାବକ, ହେମସୁପଡ଼ାର ଶୁଭ୍ରଜିତ୍ ସାମଲଙ୍କ ଏକ…

Continue Readingପର୍ଫ୍ୟୁମ୍ ଚୋରି ଅଭିଯୋଗରେ ଜଣେ ଗିରଫ

‘ଆବାସ’ ହିତାଧିକାରୀ ଚୟନରେ ଅନିୟମିତତା ପଞ୍ଚାୟତ ଅଫିସ୍‌ରେ ତାଲା ଠୁଙ୍କିଲେ

ଅନୁଗୁଳ:ପାଳଲହଡ଼ା ବ୍ଲକ ନମପଶି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚାୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଥିବା ପଞ୍ଚାୟତର ୧୧ଟି ଗାଁର ପାଖାପାଖି ୮୦ ଜଣ ଆବେଦନକାରୀ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଏ…

Continue Reading‘ଆବାସ’ ହିତାଧିକାରୀ ଚୟନରେ ଅନିୟମିତତା ପଞ୍ଚାୟତ ଅଫିସ୍‌ରେ ତାଲା ଠୁଙ୍କିଲେ

ବୋହୂକୁ କିରାସିନି ଢାଳି ହତ୍ୟା ଉଦ୍ୟମ ଘଟଣା ଥାନାରେ ଏତଲା, ଶ୍ଵଶୁର ଅଟକ

ଅନୁଗୁଳ: ଅନୁଗୁଳ ହେମସୁରପଡ଼ାରେ ବୁଧବାର ଜଣେ ମହିଳାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। ମହିଳା ପୂଜା କରୁଥିବା ବେଳେ ତାଙ୍କ ଦେହକୁ କିରାସିନି ଢାଳି ତାଙ୍କ ଶ୍ୱଶୁର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ମହିଳା ଏବେ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସିତ…

Continue Readingବୋହୂକୁ କିରାସିନି ଢାଳି ହତ୍ୟା ଉଦ୍ୟମ ଘଟଣା ଥାନାରେ ଏତଲା, ଶ୍ଵଶୁର ଅଟକ

ପହିଲାରୁ କଳାବ୍ୟାଜ୍‌ ପିନ୍ଧିବେ ଲାବ୍ରୋଟାରୀ ଟେକ୍ନିସିଆନ୍

ଅନୁଗୁଳ: ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ମେଡିକାଲ୍‌ରେ କାର୍ଯ୍ୟରତ ଲବ୍ରୋଟାରୀ ଟେକ୍ନିସିଆନ। କର୍ତବ୍ୟରେ କୌଣସି ଅବହେଳା ନ କରି ଆସନ୍ତା ଅଗଷ୍ଟ ପହିଲାରୁ କଳା ବ୍ୟାଜ୍‌ ପିନ୍ଧି ସରକାରୀ ଅଣଦେଖାର କରିବେ ପ୍ରତିବାଦ। ଏନେଇ ସଂଘର ଅନୁଗୁଳ ଜିଲ୍ଲା ଶାଖା…

Continue Readingପହିଲାରୁ କଳାବ୍ୟାଜ୍‌ ପିନ୍ଧିବେ ଲାବ୍ରୋଟାରୀ ଟେକ୍ନିସିଆନ୍

ବେକେରୀ ଉପରେ ଚଢ଼ାଉ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ଦ୍ବାରା  ଗୁରୁବାର ଅନୁଗୁଳ ଶିଳ୍ପାଞ୍ଚଳରେ ଥିବା ଏକ ବେକେରୀ ଉପରେ ଚଢ଼ାଉ କରାଯାଇଛି। ସୂଚନା ମୁତାବକ, ଅନୁଗୁଳ ବଜାରରେ ଏହି ବେକେରୀର କିଛି ପ୍ୟାକେଟ ଖାଦ୍ୟ ସାମଗ୍ରୀ ଯାଞ୍ଚ…

Continue Readingବେକେରୀ ଉପରେ ଚଢ଼ାଉ

କଣିହାଁରେ ଡେଙ୍ଗୁ ସଚେତନତା ବୈଠକ

ଅନୁଗୁଳ: ବର୍ଷାଋତୁରେ ସାଧାରଣତଃ ଡେଙ୍ଗୁ ବ୍ୟାପିଥାଏ। ଏହି ମାରାତ୍ମକ ସଂକ୍ରାମକ ରୋଗର ନିରାକରଣ ଲାଗି ଏକ ସଚେତନତା ବୈଠକ କଣିହାଁ ବ୍ଲକ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସୁମନ୍ତ ପଟେଲ ଅଧ୍ୟକ୍ଷତା କରିଥିଲେ।…

Continue Readingକଣିହାଁରେ ଡେଙ୍ଗୁ ସଚେତନତା ବୈଠକ

ସ୍ୱାସ୍ଥ୍ୟକେନ୍ଦ୍ର, ବାୟାଣୀ ପିଢ଼ ବିଶୋଧନ କଲେ ଯୁବ ସ୍ଵେଚ୍ଛାସେବୀ

ଅନୁଗୁଳ: ତାଳଚେର ବ୍ଳକ ଡଅରା ଗ୍ରାମର ଯୁବ ସ୍ବେଚ୍ଛାସେବୀ ତଥା ଯୁବ ବିଜେପି କର୍ମକର୍ତ୍ତା ଜଗଦୀଶ ସାହୁଙ୍କ ଉଦ୍ୟମକ୍ରମେ ମଙ୍ଗଳବାର ଏକ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ବ୍ଳକର ଗଡ ମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ର,ପାତ୍ରପଡ଼ା ମା ବାୟାଣୀ ପୀଠ ଓ ଶ୍ରୀ…

Continue Readingସ୍ୱାସ୍ଥ୍ୟକେନ୍ଦ୍ର, ବାୟାଣୀ ପିଢ଼ ବିଶୋଧନ କଲେ ଯୁବ ସ୍ଵେଚ୍ଛାସେବୀ

ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ ପାଇଁ ବିଧାୟକଙ୍କ ପରାମର୍ଶ

ଅନୁଗୁଳ: ଏମ୍‌ସିଏଲ୍‌ର ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ ରୋଗୀମାନଙ୍କୁ ମାଗଣା ଔଷଧ ଦିଆଯିବା ପାଇଁ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଦାନ ଦାବି କରିଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ବୁଧବାର ସେଣ୍ଟ୍ରାଲ୍ ହସ୍ପିଟାଲ୍‌କୁ ଯାଇ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧୁକାରୀ ଡାକ୍ତର ସଞ୍ଜୟ…

Continue Readingରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ ପାଇଁ ବିଧାୟକଙ୍କ ପରାମର୍ଶ

ପରାମୁଣ୍ଡା ସ୍କୁଲରୁ ଚୋରି

ଅନୁଗୁଳ: ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ଏବେ ସ୍କୁଲ । ନିୟମିତ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଚୋରି ହେଉଛି। କିଛି ଦିନ ତଳେ ଅନୁଗୁଳ ବ୍ଲକ୍‌ର ବଲାସିଂହା ଓ ମାଟିଆସାହି ସ୍କୁଲରୁ ଚୋରି ହୋଇଥିଲା। ଏହି ଦୁଇ ଚୋରି ମନରୁ ନଲିଭୁଣୁ ପାଳଲହଡ଼ା ଥାନା…

Continue Readingପରାମୁଣ୍ଡା ସ୍କୁଲରୁ ଚୋରି