ଲୁହାରଡ୍ ଚୋରି ଅଭିଯୋଗରେ ୩ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଶନିବାର ଲୁହାରଡ ଚୋରି ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫ କରିଛି । ପ୍ରକାଶ ଯେ, ପୋଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶନିବାର ଭୋରରେ ସାନକେରଜାଙ୍ଗ ୟୁପି ସ୍କୁଲ ନିକଟରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଶନିବାର ଲୁହାରଡ ଚୋରି ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫ କରିଛି । ପ୍ରକାଶ ଯେ, ପୋଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶନିବାର ଭୋରରେ ସାନକେରଜାଙ୍ଗ ୟୁପି ସ୍କୁଲ ନିକଟରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଟାଙ୍ଗିରିସାହିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଆଜି ଗଣଧାରଣା ଦେଇଛନ୍ତି। ଏହି ସ୍କୁଲରେ ୧୬୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୭ ଜଣ…
ଛେଣ୍ଡିପଦା : ସ୍ଥାନୀୟ ଛେଣ୍ଡିପଦା ଥାନା ପୋଲିସ ତହସିଲ କାର୍ଯ୍ୟାଳୟ ପରିସରରୁ ଜଣେ ଜମି ମାଲିକଙ୍କୁ ଠକୁଥିବା ଦଲାଲଙ୍କୁ ଉଠାଇ ନେଇ ତଦନ୍ତ ଚଳାଇଛି। ସୂଚନା ମୁତାବକ, ବୁଧବାର ଗୋହିରାପଶୀ ଗ୍ରାମର ନୂଆଦେଇ ବେହେରା(୬୯) ବ୍ରାହ୍ମଣବିଲ୍ ମୌଜାରେ ଥିବା ତାଙ୍କର ୬…
ଛେଣ୍ଡିପଦା: ଆଜି ସ୍ଥାନୀୟ ଛେଣ୍ଡିପଦା ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁଙ୍କ ସଭାପତିତ୍ୱ କରିଥିବାବେଳେ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମରା, ବ୍ଲକ ଉପାଧ୍ୟକ୍ଷା ଝରଣା ସ୍ୱାଇଁ,…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ବାଗଡ଼ିଆ ଗାଁର ଜୟ ସେଠୀ (୫୬) ଅନ୍ୟ ଜଣଙ୍କ ସହ…
ଛେଣ୍ଡିପଦା:ସ୍ଥାନୀୟ ଛେଣ୍ଡିପଦା ବ୍ଲକ୍ ଜରପଡା ଠାରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ଖୋଲିବା ପାଇଁ ଦାବି କରି ୭ଟି ପଞ୍ଚାୟତବାସୀ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଓ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟକୁ ଦାବି ପତ୍ର ପ୍ରେରଣ କରିଛନ୍ତି । ଛେଣ୍ଡିପଦା ବ୍ଲକର ଜରପଡା…
ଅନୁଗୁଳ : ସ୍ଥାନୀୟ ଛେଣ୍ଡିପଦା ଥାନା କୁକୁରପଟା ଗାଁରେ ସ୍ୱାମୀ ଘର ଆଗରେ ଭୋକ ଉପାସରେ ୩ ଦିନ ହେବ ନ୍ୟାୟ ଅପେକ୍ଷାରେ ବସିଛି ସ୍ତ୍ରୀ। ସୂଚନା ଅନୁସାରେ, ବରପଦା ଗାଁର ରୋଜିଲି ଦେହୁରୀ ୭ ବର୍ଷ ତଳେ କୁକୁରପେଟାର ଅନିଲ୍…
ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ବ୍ଲକର ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୩ ଦଫା ଦାବି ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାକରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ…
ଛେଣ୍ଡିପଦା: ମୁହଁ ଖୋଲିବାରୁ ମହିଳାଙ୍କୁ ମାଡ଼। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ ଉଦ୍ୟମ କରାଯାଇଥିବା ବେଳେ ସେ ଏହାକୁ ବିରୋଧ କରିଥିଲେ। ଏହି କାରଣରୁ ପୀଡ଼ିତାଙ୍କୁ ଆକ୍ରମଣ ହୋଇଥିବା ନେଇ ଛେଣ୍ଡିପଦା ଥାନାରେ ଆଜି ଅଭିଯୋଗ…
ଛେଣ୍ଡିପଦା: ବେଆଇନ ପାର୍କିଂ ଯୋଗୁ ଗଲା ନିରୀହ ଜୀବନ। ବୁଧବାର ସ୍ଥାନୀୟ ଛେଣ୍ଡିପଦା ଥାନା ଗୋପୀନାଥପୁର ଠାରେ ଥିବା ଥିବା ଜିନ୍ଦଲ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ଜୀବନ ଯାଇଛି। ଏଠାରେ ବେଆଇନ ଭାବେ କୋଇଲା…