ବିଜ୍ଞାନ ଶିକ୍ଷକଙ୍କ ବଦଳି ବନ୍ଦ କରିବାକୁ ଦାବି, ନଚେତ୍ ସ୍କୁଲରେ ତାଲା ପକାଇବାକୁ ଅଭିଭାବକଙ୍କ ଚେତାବନୀ
ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଗଡ଼ମଣ୍ଡଳ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଦଳିକୁ ଅଭିଭାବକ ମାନେ ଦୃଢ଼ ବିରୋଧ କରିଛନ୍ତି। ଶିକ୍ଷକଙ୍କ ବଦଳି ବାତିଲ କରାନଗଲେ ବିଦ୍ୟାଳୟରେ ତାଲା ପକାଇବାକୁ ସେମାନେ ଚେତାବନୀ ଦେଇଛନ୍ତି। ଅଭିଭାବକଙ୍କ ଅଭିଯୋଗ…
