ବଜ୍ରପାତରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ଛେଣ୍ଡିପଦା/ ଅନୁଗୁଳ: ବଜ୍ରପାତରେ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ପାଟକୁମୁଣ୍ଡା ପଞ୍ଚାୟତ ବାଘୁଆବୋଲର ବିଜୟ ନାଏକଙ୍କ ସ୍ତ୍ରୀ ବିନତୀ (୩୭) ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବିନତୀ ୪ ମାସ ହେବ ନୂଆପଡ଼ାସ୍ଥିତ ବାପଘରେ ରହୁଥିଲେ। ଗୁରୁବାର ଅପରାହ୍ନରେ ବିନତୀ ଘରେ ବସିଥିବା…
