ମଦ ଦୋକାନ ସୁପରଭାଇଜରଙ୍କୁ ପ୍ରାଣାନ୍ତକ ଆକ୍ରମଣ
ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧ ଠାରେ ଶୁକ୍ରବାର ଏକ ଲୁଟପାଟ୍ ହୋଇଛି । ୩ ଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଜଣେ ମଦ ଦୋକାନ କର୍ମଚାରୀଙ୍କଠାରୁ ଲକ୍ଷେ ୯୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ…
ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧ ଠାରେ ଶୁକ୍ରବାର ଏକ ଲୁଟପାଟ୍ ହୋଇଛି । ୩ ଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଜଣେ ମଦ ଦୋକାନ କର୍ମଚାରୀଙ୍କଠାରୁ ଲକ୍ଷେ ୯୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ଥାନାରେ…
ଛେଣ୍ତିପଦା: ମଙ୍ଗଳବାର ଛେଣ୍ତିପଦା ବ୍ଲକ୍ କୋରଡ଼ା ପଞ୍ଚାୟତ ଅନ୍ତର୍ଗତ ପୁଟଗାଡ଼ିଆ ଗ୍ରାମକୁ ଡାକ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ ଘୋଷଣା କରାଯାଇଛି। ଗ୍ରାମର ୧ରୁ ୧୦ ବର୍ଷ ବୟସର ସମସ୍ତ କନ୍ୟା ସନ୍ତାନଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଛି।…
ପାଲଲହଡ଼ା: ପାଲଲହଡ଼ା ଟାଉନ ଠାରୁ ୩ କିମି ଦୂର କମ୍ପରକୀଳା ସ୍ଥିତ ଏକ ଠିକା କ୍ୟାମ୍ପରୁ ଗତ ରାତିରେ ଦୁଇ ସୁପରଭାଇଜରଙ୍କୁ ଅପହରଣ କରଯାଇଛି। ୧୦/୧୨ ଜଣ ଯୁବକ ବନ୍ଧୁକ ମୁନରେ ଦୁଇ ସୁପରଭାଇଜରଙ୍କୁ ଉଠାଇ ନେଇଛନ୍ତି। ଠିକାଦାର ଛେଣ୍ଡିପଦା ଥାନା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସିଙ୍ଗଡ଼ାନାଳ ରୁ ବାଲି ଚାଲାଣ ସୀମା ବିବାଦ ଏବେ ନାଉପଦା ଓ ବାଲିପଟ୍ଟା ଗ୍ରାମ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସୂଚନାଯୋଗ୍ୟ ସିଙ୍ଗଡ଼ାନାଳ ପାର୍ଶ୍ୱରୁ ବାଲିଚାଲାଣ କୁ ନେଇ ଦୁଇ ଗ୍ରାମରେ ମୁହାଁମୁହିଁ ହୋଇଥିଲେ। ଏହାକୁ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗେଡ଼ିଆ ଗ୍ରାମରେ ବିଳମ୍ବିତ ରାତିରେ ଛିଡା ହୋଇଥିବା ଏକ ଟ୍ରକ ଓ ପାଖରେ ଥିବା ଚାଳଘର ଜଳିଯାଇଛି। ଆଇନଜୀବୀ ତଥା ବାଗେଡ଼ିଆ ଗ୍ରାମର ଦୁଷ୍ମନ୍ତ କୁମାର କର(୪୨)ଙ୍କ ଓଡ଼ି-୧୫-ଡି-୪୦୮୭ ନମ୍ବର ଟ୍ରକ ଗ୍ରାମର ବୁଢ଼ାଢ଼ିପସାହି…
ଅନୁଗୁଳ: ଶୁକ୍ରବାର ସଂଧ୍ୟାରେ ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ନାବାଳକ ଗୁରୁତର ଆହତ ହେଇଥିବା ବେଳେ ୩ ଜଣ ଦନ୍ତା ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ନାବାଳକ ମଣ୍ଡୁଆ…
ଛେଣ୍ତିପଦା: ଛେଣ୍ତିପଦା ଥାନା ବାଲିପଟ୍ଟା ପଞ୍ଚାୟତ ହଟିଆନାଳି ନିକଟସ୍ଥ ବିଲମାଳରେ ଥିବା ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ମୃତ ଯୁବକ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜାମୁଣ୍ତା ଜଙ୍ଗଲ ଗ୍ରାମର ମନ୍ତ ବେହେରା (୩୨) ବୋଲି…
ଅନୁଗୁଳ: ଶୁକ୍ରବାର ଛେଣ୍ଡିପଦା ଥାନା କଣଲୋଇ ଅଞ୍ଚଳରେ ପୁଣି ଅବକାରୀ ଓ ବନ ବିଭାଗ ମିଳିତ ଭାବେ ଚଢଉ କରିଛନ୍ତି। ପ୍ରାୟ ଦେଢ଼ ଏକର ଜାଗାରେ ଚାଷ କରାଯାଇଥିବା ୯ ହଜାରରୁ ଅଧିକ ପରିପକ୍ଵ ଗଂଜେଇ ଗଛ କାଟି ପୋଡ଼ି ଦିଆଯାଉଛି।…
ଅନୁଗୁଳ: ଛେଣ୍ଡିପଦା ବନାଞ୍ଚଳରେ ପୁଣି ମାତିଲେଣି ଗଞ୍ଜେଇ ଚାଷୀ। ଗୁରୁବାର ନୂଆଗାଁ ପଂଚାୟତ ଡଙ୍ଗାପାଳ ଭାଲିଆସର ଜଙ୍ଗଲରେ ଅବକାରୀ, ପୁଲିସ୍ ଓ ବନ ବିଭାଗ ମିଳିତ ଚଢ଼ଉ କରି ପ୍ରାୟ ଦୁଇ ଏକର ଚାଷ ନଷ୍ଟ କରିଛନ୍ତି। ୪ ହଜାର ଗଞ୍ଜେଇ…
ଅନୁଗୁଳ: ଛେଣ୍ଡିପଦା ଥାନା ତଥା ବରସାହିି ପଞ୍ଚାୟତ ରଙ୍ଗମାଟିଆ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସକାଳେ ଖୋକନ ବେହେରା (୪୫) ନାମକ ଜଣେ ଯୁବକ ନିଜ ଘରେ ନିଆଁ ଲଗାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…