ଜରପଡ଼ାରେ ଯୁବକଙ୍କ ମାଡ଼ରେ ବ୍ୟବସାୟୀଙ୍କ ମୃତ୍ୟୁ, ଜଣେ ଅଟକ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରପଡ଼ା ତଳସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଆକ୍ରମଣରେ ଜଣେ ବୟସ୍କ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର କମାର ସାହୁ (୬୪)। ସେ ବିହନ ଓ ପନିପରିବା ମଞ୍ଜି ବ୍ୟବସାୟ କରୁଥିଲେ।…




