ସାତକୋଶିଆରେ ଘଡ଼ିଆଳଙ୍କ ଅଣ୍ଡାଦାନ! ମହାନଦୀ ପଠାରେ ଜମିଛି କୁମ୍ଭୀର ଯୋଡ଼ାଙ୍କ ଗହଳି
ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡରେ ପୁଣି ଥରେ ଅଣ୍ଡା ଦେଇଛନ୍ତି କୁମ୍ଭୀର। ଏଠାରେ ମାଈ ଘଡ଼ିଆଳ ଅଣ୍ଡାଦାନ କରିଥିବା ସୂଚନା ମିଳିଛି। ବନବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କିଛି ଦିନ ହେବ ଅଣ୍ଡିରା…