ଶନିବାର ତାଳଚେରର ସମସ୍ତ ଖଣି ଖାଦାନ ବନ୍ଦ! ୨୦ ଦଫା ଦାବି ନେଇ ବନ୍ଦ ଡାକରା ଦେଲା ତାଳଚେର ସୁରକ୍ଷା ମଞ୍ଚ

ତାଳଚେର: ତାଳଚେର ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତାଳଚେରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଶନିବାର ସକାଳ ୬ ଟାରୁ ତାଳଚେର ସମସ୍ତ ଖଣିଖାଦାନ ବନ୍ଦ ଡାକରା ଦିଆଯାଇଛି। ୨୦ଟି ଦାବି ପୂରଣ ପାଇଁ ଏହି ବନ୍ଦ…

Continue Readingଶନିବାର ତାଳଚେରର ସମସ୍ତ ଖଣି ଖାଦାନ ବନ୍ଦ! ୨୦ ଦଫା ଦାବି ନେଇ ବନ୍ଦ ଡାକରା ଦେଲା ତାଳଚେର ସୁରକ୍ଷା ମଞ୍ଚ

ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜରେ ଚଳିତ ବର୍ଷ ଠାରୁ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର: ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ରେ ଚଳିତ ବର୍ଷ ଠାରୁ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ନେଇ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର…

Continue Readingପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜରେ ଚଳିତ ବର୍ଷ ଠାରୁ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପିତାଙ୍କ ମୃତ୍ୟୁ ପରେ ଚାକିରି ପାଇବା ନିମନ୍ତେ ମା’ ଓ ପୁଅଙ୍କ ଅନଶନ: ଭୁଲ ସ୍ୱାସ୍ଥ୍ୟ ରିପୋର୍ଟ ଦେଖାଇ ଅଯୋଗ୍ୟ ଘୋଷଣା କରିଥିଲା ମେଡିକାଲ ବୋର୍ଡ

ତାଳଚେର : ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବା ପାଇଁ ଅନଶନ କରିଛନ୍ତି ମା' ଓ ପୁଅ। ସୂଚନା ମୁତାବକ, ତାଳଚେର ବ୍ଲକ ଅନ୍ତର୍ଗତ ଜାମ୍ବୁବାହାଳି ଗ୍ରାମର ଦୁଃଖିଆ ମୂଦୁଲି ଏମସିଏଲରେ କାର୍ଯ୍ୟ କରିଆସୁଥିଲେ। ମାତ୍ର କୌଣସି କାରଣରୁ ତାଙ୍କର ମୃତ୍ୟୁ…

Continue Readingପିତାଙ୍କ ମୃତ୍ୟୁ ପରେ ଚାକିରି ପାଇବା ନିମନ୍ତେ ମା’ ଓ ପୁଅଙ୍କ ଅନଶନ: ଭୁଲ ସ୍ୱାସ୍ଥ୍ୟ ରିପୋର୍ଟ ଦେଖାଇ ଅଯୋଗ୍ୟ ଘୋଷଣା କରିଥିଲା ମେଡିକାଲ ବୋର୍ଡ

ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ବିଜୟ ଚାନ୍ଦ

ତାଳଚେର : ଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ବିଜୟ ଚାନ୍ଦ ଜୁଲାଇ ୧୦ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ମେକାନିକାଲ୍ ଇଞ୍ଜିନିୟରିଂ ସ୍ନାତକ ଭାବେ ଶ୍ରୀ ଚାନ୍ଦ ୧୯୮୯ ମସିହାରେ ଜଣେ ଏକ୍‌ଜିକ୍ୟୁଟିଭ ଟ୍ରେନି ଭାବରେ ଏନଟିପିସି…

Continue Readingଏନଟିପିସି ତାଳଚେର ଥର୍ମାଲ ପ୍ରକଳ୍ପର ନୂତନ ମୁଖ୍ୟ ଭାବରେ ଦାୟିତ୍ୱ ନେଲେ ବିଜୟ ଚାନ୍ଦ

ଥର୍ମାଲ ନିକଟରେ ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ମୃତ

ଅନୁଗୁଳ: ଆଜି ଅପରାହ୍ନରେ ଥର୍ମାଲ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ନୁଆଁପଡା ଛକରେ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଯେ, ଅନୁଗୁଳ କଲେଜ ଛକ ନିକଟରେ ପାନ ଦୋକାନ ଦେଇଥିବା ବ୍ରଜବନ୍ଧୁ…

Continue Readingଥର୍ମାଲ ନିକଟରେ ଟ୍ରକ୍ ଧକ୍କାରେ ୨ ବାଇକ ଆରୋହୀ ମୃତ

କଳିଙ୍ଗ କ୍ଷେତ୍ର ଡି.ଏ.ଭି ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ: ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ

ତାଳଚେର: ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରସ୍ଥିତ ଡି.ଏ.ଭି.ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ଏକ ବୈଦିକ ହୋମଯଜ୍ଞ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଏମ.ସି.ଏଲ. ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ବି. ମହମ୍ମୁଦ ମିଆଁ, ପ୍ରତିଭା ମହିଳା ମଣ୍ଡଳର ସଭାପତି…

Continue Readingକଳିଙ୍ଗ କ୍ଷେତ୍ର ଡି.ଏ.ଭି ପବ୍ଲିକ୍ ସ୍କୁଲର ୨୯ତମ ପ୍ରତିଷ୍ଠା ଉତ୍ସବ: ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଆୟୋଜିତ

ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଦାବି: ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ କଲେ ଗୋପାଳପ୍ରସାଦ ଗ୍ରାମବାସୀ

ତାଳଚେର: ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଆଦି ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ସୋମବାର ସକାଳୁ ଶତାଧିକ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି, ଟାଇମ ଅଫିସ,କୋଇଲା ପରିବହନ ରାସ୍ତା ଆଦି…

Continue Readingନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଦାବି: ହିଙ୍ଗୁଳା ଖଣି ବନ୍ଦ ଆନ୍ଦୋଳନ କଲେ ଗୋପାଳପ୍ରସାଦ ଗ୍ରାମବାସୀ

ଚିତି ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗ ଗ୍ରାମ ପଞ୍ଚାୟତ ଶିରିଗିଡା ଗ୍ରାମରେ ଜଣଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ବାଇଧର ଦାସଙ୍କ ପୁଅ ଜିତୁ ଦାସ। ସୂଚନା ଅନୁସାରେ, ରବିବାର ରାତିରେ ଜିତୁଙ୍କୁ ଏକ ଜନ୍ତୁ କାମୁଡ଼ିବା ପରେ…

Continue Readingଚିତି ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ

ଗଣେଶ ପୂଜା ରୋପ୍ୟ ଜୟନ୍ତୀ ପାଳନ ପାଇଁ ସ୍ୱତନ୍ତ୍ର ବୈଠକ

ତାଳଚେର: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ହେବାକୁ ଦୁଇ ମାସରୁ ଅଧିକ ସମୟ ବାକି ଅଛି। ଚଳିତ ବର୍ଷ କାରିଗରପଡା ଯୁବକ ସଂଘ ଗଣେଶ ପୂଜା କମିଟି ତାର ରୋପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହି ଅବସରରେ ଆଜି ସ୍ଥାନୀୟ…

Continue Readingଗଣେଶ ପୂଜା ରୋପ୍ୟ ଜୟନ୍ତୀ ପାଳନ ପାଇଁ ସ୍ୱତନ୍ତ୍ର ବୈଠକ

ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ୧୦ ବର୍ଷରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, କଲେଜ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ନାମୀ ଦାମୀ ଶିକ୍ଷାନୁଷ୍ଠାନ ହେଉଛି ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ। ଶିକ୍ଷା କ୍ଷେତ୍ରରେ ଏହି କଲେଜର ଅନେକ ଗରିମା ରହିଆସିଛି। କିନ୍ତୁ କିଛି ଅସାଧୁ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ କଲେଜ ବଦନାମ ହେଉଛି। ଆଜି ସେଭଳି…

Continue Readingତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ୧୦ ବର୍ଷରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, କଲେଜ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା