ସ୍ନେହାଲ ବରାଳଙ୍କୁ ଗ୍ଲୋବାଲ୍ ଚାଇଲଡ୍ ପ୍ରୋଡିଜି ଆଓ୍ୱାର୍ଡ୍

ତାଳଚେର: ଓଡ଼ିଶାର ଅନ୍ୟତମ ପ୍ରତିଭାମୟୀ ବାଳିକା ସ୍ନେହାଲ ବରାଳ ନିଜର ବିଚକ୍ଷଣତା ଓ ସର୍ଜନଶୀଳତା ପାଇଁ ଗ୍ଲୋବାଲ୍ ଚାଇଲଡ୍ ପ୍ରୋଡିଜି ଆଓ୍ୱାର୍ଡ୍ ଲାଭ କରିଛନ୍ତି। ଏହା ସହ ସେ ବିଶ୍ୱର ପ୍ରଥମ ଅସାଧାରଣ ଶିଶୁ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ଓଡ଼ିଶାର ଗର୍ବ…

Continue Readingସ୍ନେହାଲ ବରାଳଙ୍କୁ ଗ୍ଲୋବାଲ୍ ଚାଇଲଡ୍ ପ୍ରୋଡିଜି ଆଓ୍ୱାର୍ଡ୍

ତାଳଚେରରେ ଗଜାନନଙ୍କ ବିସର୍ଜନ: ପୂଜା କମିଟି ସଭାପତିଙ୍କ ଇସ୍ତଫା, ଲଡ଼ୁ ନିଲାମରେ ବିଭ୍ରାଟ

ତାଳଚେର: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ବର୍ଣ୍ଣାଢ଼୍ୟ ପରିବେଶରେ ପାରମ୍ପାରିକ ନୃତ୍ୟ, ସଙ୍ଗୀତ, ଝାଞ୍ଜ ଓ ବାଦ୍ୟ ମଧ୍ୟରେ ଅନୁଷ୍ଠିତ ହୋଇଛି। ୩୭ଟି ମେଢ଼ ବଡ଼ଦାଣ୍ଡସାହି ମେଳଣପଡ଼ିଆରୁ ଅପରାହ୍ଣ ୨ଟା ସମୟରେ ଶୋଭାଯାତ୍ରା ସହ ବଡ଼ବଜାର, ଫାଷ୍ଟଗେଟ୍ ଦେଇ ଅସ୍ଥାୟୀ ପୋଖରୀରେ…

Continue Readingତାଳଚେରରେ ଗଜାନନଙ୍କ ବିସର୍ଜନ: ପୂଜା କମିଟି ସଭାପତିଙ୍କ ଇସ୍ତଫା, ଲଡ଼ୁ ନିଲାମରେ ବିଭ୍ରାଟ

‘ଆମ ପ୍ରତିଭା ଆମ ପରିଚୟ’ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂଜନ ପ୍ରତିଭା ସମ୍ମାନ ଉତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ "ଆମ ପ୍ରତିଭା ଆମ ପରିଚୟ" ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଛି। ଆଜି ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ଡି ସି ଆଇ ହଲ ଠାରେ ୨୨ତମ ଗୁରୁ ପୂଜନ ଓ…

Continue Reading‘ଆମ ପ୍ରତିଭା ଆମ ପରିଚୟ’ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂଜନ ପ୍ରତିଭା ସମ୍ମାନ ଉତ୍ସବ ଆୟୋଜିତ

ବ୍ରେକ୍ ମାରିଲା ଟ୍ରଲର, ପଛରେ ପିଟି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ୫୩ ନମ୍ବର ଜାତୀୟ ରାଜପଥ ସନ୍ଥପଡ଼ା ଛକ ନିକଟରେ ବାଇକ ଓ ଟ୍ରଲର ଦୁର୍ଘଟଣା। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ। ମୃତକ ହେଲେ ବାରିହାପୁର ଅଞ୍ଚଳର ମନୋଜ ବେହେରା। ସୂଚନା ଅନୁସାରେ, ମନୋଜ ଆଜି କାମ…

Continue Readingବ୍ରେକ୍ ମାରିଲା ଟ୍ରଲର, ପଛରେ ପିଟି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ

ତାଳଚେରରେ ସିରିଜ ଦୁର୍ଘଟଣା: ୧୦ରୁ ୧୫ଜଣ ଗୁରୁତର

ଅନୁଗୁଳ: ତାଳଚେରରେ ସିରିଜ ଦୁର୍ଘଟଣା। ଏକାଧିକ ଗାଡ଼ିକୁ ଧକ୍କା ଦେଲା କାର। ୧୦ରୁ ୧୫ ଜଣ ଗୁରୁତର।ସୂଚନା ମୁତାବକ, ତାଳଚେର ମୁଖ୍ୟରାସ୍ତା ପାଇପାସ୍ ଛକ ଠାରୁ ହାଣ୍ଡିଧୂଆଁ ଅଭିମୁଖେ ଦ୍ରୁତ ବେଗରେ ଯାଉଥିବା ଏକ କାର୍ (ଓଡ଼ି ୧୬ଏଚ୍‌-୨୯୨୭) ଏକାଧିକ ଗାଡ଼ିକୁ…

Continue Readingତାଳଚେରରେ ସିରିଜ ଦୁର୍ଘଟଣା: ୧୦ରୁ ୧୫ଜଣ ଗୁରୁତର

ଗୁରୁଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ 'ଆମ ପ୍ରତିଭା ଆମ ପରିଚୟ" ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଦେଉଳ ବେଡା ସ୍ଥିତ ଆଗେଇବା କାର୍ଯ୍ୟାଳୟ ଠାରେ ଗୁରୁଦିବସ ପାଳନ କରାଯିବବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

Continue Readingଗୁରୁଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ତାଳଚେରରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ

ତାଳଚେର: ଅନୁଗୁଳ ଜିଲ୍ଲା  ତାଳଚେର ପ୍ରସିଦ୍ଧ ଗଣେଶ ପୂଜା ମହାଆଡ଼ମ୍ବରରେ ପାଳନ ହେଉଛି। ଏହାକୁ ନଜର ରଖି ଆଜି ରାଜ୍ୟ ଖାଦ୍ୟ ନିରାପତ୍ତା ବିଭାଗର ଏକ ଟିମ ଅଚାନକ ପୂଜାରେ ଦେଇଥିବା ଖାଦ୍ୟ ପଦାର୍ଥ ଷ୍ଟଲ ଗୁଡ଼ିକ ଉପରେ ଚଢ଼ାଉ କରିଥିଲା ।…

Continue Readingତାଳଚେରରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ

ସିଂହାସନରେ ବିରାଜମାନ ହେଲେ ଅଗ୍ରପୂଜ୍ୟ ଗଜାନନ

ତାଳଚେର: ଆଜି ଭାଦ୍ରବମାସ ଶୁକ୍ଳପକ୍ଷ ଚର୍ତୁଦଶୀ ତିଥିରେ ଅଗ୍ରପୂଜ୍ୟ ଗଜାନନ ସିଂହାସନରେ ବିରାଜମାନ ହୋଇଛନ୍ତି । ପ୍ରଭୂ ଶ୍ରୀ ଗଣେଶଙ୍କ ପୂଜା ନିମନ୍ତେ ତାଳଚେରର ବିଭିନ୍ନ ପୂଜାମଣ୍ଡପ ଗୁଡ଼ିକରେ କାର୍ଯ୍ୟକର୍ତ ମାନଙ୍କର ତତ୍ପରତା ଦେଖିବାକୁ ମିଳିଥିଲା ।  ବ୍ରାହ୍ମଣୀନଦୀ କୂଳରେ ସକାଳୁ…

Continue Readingସିଂହାସନରେ ବିରାଜମାନ ହେଲେ ଅଗ୍ରପୂଜ୍ୟ ଗଜାନନ

ଚାନ୍ଦା ମାଗିବା ସହ ମାରପିଟ କରିବା ଅଭିଯୋଗ, ୨ ଯୁବକ ଗିରଫ

ଅନୁଗୁଳ: ଗଣେଶ ପୂଜା ପାଇଁ ଚାନ୍ଦା ମାଗିବା ସହ ଗାଳି ଗୁଲଜ ଓ ମାରପିଟ କରିବା ଅଭିଯୋଗରେ ସୋମବାର ତାଳଚେର ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ମାନେ ହେଲେ ୱାର୍ଡ ନମ୍ବର ୧୧ର ଜଗନ ନାଏକ…

Continue Readingଚାନ୍ଦା ମାଗିବା ସହ ମାରପିଟ କରିବା ଅଭିଯୋଗ, ୨ ଯୁବକ ଗିରଫ

ଜଣଙ୍କୁ ଧକ୍କା ଦେଇ ପୋଲ ଉପରେ ଝୁଲିଲା ଟ୍ରକ, ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣି କୋଲକରିଡର ରାସ୍ତାରେ ଜଣଙ୍କୁ ଧକ୍କା ଦେଇ ପୋଲ ଉପରେ ଝୁଲିଲା ଟ୍ରକ। ସେପଟେ ଧକ୍କା ଦେଇଥିବା ବ୍ୟକ୍ତିଙ୍କର ପୋଲ ତଳେ ପଡ଼ି ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ଅଞ୍ଚଳର ଦୁଃଖବନ୍ଧୁ…

Continue Readingଜଣଙ୍କୁ ଧକ୍କା ଦେଇ ପୋଲ ଉପରେ ଝୁଲିଲା ଟ୍ରକ, ଯୁବକ ମୃତ