ମହଙ୍ଗା ପଡ଼ିଲା ବିବାହ ଭୋଜି, ୨୦ ହଜାର ଜରିମାନା

ଅନୁଗୁଳ: କରୋନା ସମୟରେ ସରକାରଙ୍କ ନିୟମ ନମାନି ବିବାହ ଉତ୍ସବରେ ଭୋଜିଭାତ କରିବା ଗୃହକର୍ତ୍ତାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ପ୍ରକାଶ ଯେ, ତାଳଚେର ବ୍ଲକ୍‌ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ରବିବାର ଏକ…

Continue Readingମହଙ୍ଗା ପଡ଼ିଲା ବିବାହ ଭୋଜି, ୨୦ ହଜାର ଜରିମାନା

ଅବକାରୀ ଚଢ଼ଉ, ଜଣେ ଗିରଫ

ଅନୁଗୁଳ: ଜିଲ୍ଲା ମୋବାଇଲ୍ ସ୍କ୍ୱାଡ୍ ଓ ତାଳଚେର ଅବକାରୀ ବିଭାଗ ରବିବାର ମିଳିତ ଭାବେ ସାନହାର ଜଙ୍ଗଲରେ ଚଢ଼ଉ କରି ୪ ହଜାର କେଜି ପୋଚ ନଷ୍ଟ କରିଥିବା ଜଣାଯାଇଛି । ଜଙ୍ଗଲ ଭିତରେ ମଦ ରାନ୍ଧିବାକୁ ମହୁଲ ପୋଚ କରାଯାଇଥିବା…

Continue Readingଅବକାରୀ ଚଢ଼ଉ, ଜଣେ ଗିରଫ

୮ ପୌର କର୍ମଚାରୀ କରୋନା ସଂକ୍ରମିତ

ଅନୁଗୁଳ: ତାଳଚେର ପୌର କାର୍ଯ୍ୟାଳୟରେ ପଶିଛି କରୋନା । କାର୍ଯ୍ୟାଳୟର ୮ ଜଣ କର୍ମଚାରୀ ଏବେ ସଂକ୍ରମିତ ହୋଇଥିବା ଜଣାଯାଇଛି। କାର୍ଯ୍ୟାଳୟ ମଧ୍ୟରେ ସାମାଜିକ ଦୂରତା ରଖାନଯିବା, ମାସ୍କ ନପିନ୍ଧି କାର୍ଯ୍ୟ କରାଯାଉଥିବାରୁ କେତେକ କର୍ମଚାରୀ କରୋନରେ ସଂକ୍ରମିତ ହୋଇଥିବା କୁହାଯାଉଛି।…

Continue Reading୮ ପୌର କର୍ମଚାରୀ କରୋନା ସଂକ୍ରମିତ

ବରପଦାରେ ଅବକାରୀ ଚଢ଼ଉ, ବିପୁଳ ପରିମାଣର ମଦ ଜବତ, ମହୁଲ ପୋଚ ନଷ୍ଟ

ତାଳଚେର : ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ତାଳଚେର ବ୍ଲକର ବରପଦା ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହ ମହୁଲ ପୋଚ ନଷ୍ଟ କରାଯାଇଛି । ବରପଦା ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗ…

Continue Readingବରପଦାରେ ଅବକାରୀ ଚଢ଼ଉ, ବିପୁଳ ପରିମାଣର ମଦ ଜବତ, ମହୁଲ ପୋଚ ନଷ୍ଟ

ତାଳଚେର ଡାକ୍ତରଖାନାରେ କିଟ୍ ଅଭାବ

ଅନୁଗୁଳ: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଟେଷ୍ଟିଂ କିଟ୍ ଅଭାବ ଦେଖିବାକୁ ମିଳିଛି । ଫଳରେ କରୋନା ପରୀକ୍ଷା ହୋଇ ପାରୁନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। କରୋନା ଟେଷ୍ଟ କରିବା ପାଇଁ ଲୋକମାନେ ସକାଳୁ ଧାଡ଼ିରେ ଠିଆ ହୋଇ ଦୀର୍ଘ ସମୟ…

Continue Readingତାଳଚେର ଡାକ୍ତରଖାନାରେ କିଟ୍ ଅଭାବ

ନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍

ଅନୁଗୁଳ: ବିବାହ ପ୍ରସ୍ତୁତି ଶେଷ ହୋଇଥିଲା। ଆଉ କେଇ ଘଣ୍ଟା ପରେ ବିବାହ ବନ୍ଧନରେ ଛନ୍ଦି ହୋଇଥାନ୍ତେ ନାବାଳିକା। ହେଲେ ଠିକଣା ସମୟରେ ଏଣ୍ଟ୍ରି ମାରି ନାବାଳିକା ବିବାହକୁ ରୋକିଲା ଚାଇଲ୍ଡଲାଇନ୍। ପାଳଲହଡ଼ା ବ୍ଲକ ମହୁଲିଆପଶି ଗ୍ରାମରେ ଘଟିଥିବା ଏହି ଘଟଣା…

Continue Readingନାବାଳିକା ବିବାହ ପଣ୍ଡ କଲା ଚାଇଲ୍ଡ ଲାଇନ୍

ବିବାହର ୫ ସପ୍ତାହ ଯାଇନି, ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ପାର

ଅନୁଗୁଳ: ବିବାହକୁ ୫ ସପ୍ତାହ ବି ପୂରିନି । ହେଲେ ସ୍ଵାମୀର ହାତ ଛାଡ଼ି ପ୍ରେମିକ ସହ ପାର୍ ହୋଇଗଲେ ମହିଳା। ବିକ୍ରମପୁର ଥାନା ଇଲାକା ବଡ଼ଯୋରଡା ଅଞ୍ଚଳରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ୍ ସୂଚନା…

Continue Readingବିବାହର ୫ ସପ୍ତାହ ଯାଇନି, ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ପାର

ପୌରପାଳିକା ପକ୍ଷରୁ ଚଢ଼ଉ, ୫ ଦୋକାନ ସିଲ୍, ୩୦ ହଜାର ଜରିମାନା

ଅନୁଗୁଳ: ତାଳଚେର ପୌରାଞ୍ଚଳରେ କଲୋନା ସଂକ୍ରମଣ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ତାଳଚେର ପୌରପାଳିକା ପକ୍ଷରୁ ଚଢ଼ାଉକୁ ଜୋରଦାର କରିଛି । ବୁଧବାର ମାରାଥନ୍ ଚଢ଼ାଉ କରାଯାଇ ୫ଟି ଦୋକାନ ସିଲ୍‌ କରାଯାଇଛି। ଏଥିସହ କୋଭିଡ ନିୟମ ଉଲଂଘନକାରୀଙ୍କ ଠାରୁ…

Continue Readingପୌରପାଳିକା ପକ୍ଷରୁ ଚଢ଼ଉ, ୫ ଦୋକାନ ସିଲ୍, ୩୦ ହଜାର ଜରିମାନା

ପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ

ଅନୁଗୁଳ: ତାଳଚେର ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ ଓ ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ ବୋଲି ତାଳଚେର ବିଜେପି ପକ୍ଷରୁ ଦାବି ହୋଇଛି। ଏହି ମର୍ମରେ ଜିଲ୍ଲାପାଳଙ୍କୁ…

Continue Readingପର୍ଯ୍ୟାପ୍ତ ଅକ୍ସିଜେନ, ଆମ୍ବୁଲାନ୍ସ ଯୋଗାଇ ଦିଆଯାଉ

ଚାକିରି ଦେବା ନାଁରେ ଠକେଇ ଘଟଣା,ପୁଲିସ୍ ପଞ୍ଝାରେ ମାଷ୍ଟର୍‌ମାଇଣ୍ଡ୍ ବାପ-ପୁଅ

ଅନୁଗୁଳ : ଠକେଇ ଗ୍ୟାଙ୍ଗ୍‌ରେ ବାପ-ପୁଅ ମେଳି। ଚାକିରି ଦେବାକୁ କହି ଶିକ୍ଷିତ ବେକାର ଯୁବକଙ୍କୁ ଠକୁଥିଲେ । ଶତାଧିକ ଯୁବକଙ୍କୁ ଚାକିରି ନାଁ’ରେ ଚୂନ ଲଗାଇଛନ୍ତି। କାହାଠୁ ୪ ଲକ୍ଷ ତ ଆଉ କାହାଠୁ ୫ ଲକ୍ଷ ଟଙ୍କା ଠକିନେଇ…

Continue Readingଚାକିରି ଦେବା ନାଁରେ ଠକେଇ ଘଟଣା,ପୁଲିସ୍ ପଞ୍ଝାରେ ମାଷ୍ଟର୍‌ମାଇଣ୍ଡ୍ ବାପ-ପୁଅ