ଆକ୍ସିସ୍ ବ୍ୟାଙ୍କ୍ ଶାଖାରେ ଅଗ୍ନିକାଣ୍ଡ
ଅନୁଗୁଳ:ତାଳଚେର ଆକ୍ସିସ୍ ବ୍ୟାଙ୍କ ଶାଖାରେ ଶୁକ୍ରବାର ପୂର୍ବାହ୍ନରେ ହଠାତ୍ ନିଆଁ ଲାଗିବା ସହ ବ୍ୟାଙ୍କ୍ ଓ ଅଞ୍ଚଳ ଧୂଆଁମୟ ହୋଇପଡ଼ି ଥିଲା। କେହି କିଛି ବୁଝିବା ଆଗରୁ ସମସ୍ତେ ବାହାରକୁ ଧାଁ’ ଧପଡ଼ କରିଥିଲେ। ତେବେ ଏଥିରେ କୌଣସି ଧନଜୀବନ ହାନି…
ଅନୁଗୁଳ:ତାଳଚେର ଆକ୍ସିସ୍ ବ୍ୟାଙ୍କ ଶାଖାରେ ଶୁକ୍ରବାର ପୂର୍ବାହ୍ନରେ ହଠାତ୍ ନିଆଁ ଲାଗିବା ସହ ବ୍ୟାଙ୍କ୍ ଓ ଅଞ୍ଚଳ ଧୂଆଁମୟ ହୋଇପଡ଼ି ଥିଲା। କେହି କିଛି ବୁଝିବା ଆଗରୁ ସମସ୍ତେ ବାହାରକୁ ଧାଁ’ ଧପଡ଼ କରିଥିଲେ। ତେବେ ଏଥିରେ କୌଣସି ଧନଜୀବନ ହାନି…
ଅନୁଗୁଳ: ତାଳଚେର ବିକ୍ରମପୁର ଥାନା ଅଞ୍ଚଳରେ ଚାକରାଣୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୁଲିସ ଗୃହକର୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଗୃହକର୍ତାଙ୍କ ଦୁଇ ସହଯୋଗୀ ଫେରାର୍ ଥିବା ଜଣାପଡ଼ିଛି। ଏହି ଘଟଣା ଏଫ୍ସିଆଇ ବିକ୍ରମପୁର ଅଞ୍ଚଳରେ…
ଅନୁଗୁଳ: ତାଳଚେର କୋଲିୟରୀ ଥାନା ସେଣ୍ଟ୍ରାଲ କଲୋନିରେ ଜଣେ ମହିଳା ତାଙ୍କ ନବବିବାହିତ ଦିଅରଙ୍କ ସହ ଘରୁ କେଉଁଆଡ଼େ ଫେରାର ହୋଇ ଯାଇଥିବା କୋଲିୟରୀ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଦିଅରଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିବା ପରେ ଘଟଣାକୁ…
ଅନୁଗୁଳ: ଶୁକ୍ରବାରଠୁ ତାଳଚେର ସ୍ଥିତ ନେହେରୁ ଶତାବ୍ଦୀ ସେଣ୍ଟ୍ରାଲ୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ୍ । ଏହାର ପରିଚାଳକ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସ୍ବତନ୍ତ୍ର ହସ୍ପିଟାଲରେ ୧୨୦ଟି ବେଡ୍…
ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ନିତି ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। ମଙ୍ଗଳବାର ଦିନ ଉଭୟ ନାଲ୍କୋନଗର ଓ ବଅଁରପାଳ ଥାନା ଇଲାକାରୁ ୨ଟି…
ଅନୁଗୁଳ: ଏମ୍ସିଏଲ୍ର ଅନନ୍ତ ବିହାର କଲୋନୀ ଅଞ୍ଚଳରେ ବୁଧବାର ଏକ ବାହାଘରରେ କୋଭିଡ୍ ନିୟମ ଉଲଂଘନ ମହଙ୍ଗା ପଡ଼ିଛି। ପୁଲିସ ଟିମ୍ ଚଢ଼ଉ କରି ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ଅନନ୍ତ ବିହାର କଲୋନୀରେ ଜଣେ…
ଅନୁଗୁଳ: ତାଳଚେର ଏମ୍ସିଏଲ୍ ସେଣ୍ଟ୍ରାଲ୍ ହସ୍ପିଟାଲ୍ରେ ମଙ୍ଗଳବାରଠାରୁ କୋଭିଡ୍ ଟିକାକରଣର ଶୁଭାରମ୍ଭ କରାଯାଇଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ତାଳଚେର କୋଲ୍ ଫିଲଡ୍ସରେ କାର୍ଯ୍ୟରତ ୪୫ ବର୍ଷରୁ ଅଧିକ ବୟସର କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଟିକା ଦିଆଯିବ। ଜିଲ୍ଲା ସ୍ୱାସ୍ଥ୍ୟ…
ଅନୁଗୁଳ: କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ତାଳଚେର ବ୍ଲକ୍ର ୪ଟି ପଞ୍ଚାୟତ ସମେତ ମ୍ୟୁନିସିପାଲିଟିର ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ରେମୁଆଁ ନୂଆସାହିକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବିକ୍ରମପୁର ଥାନା ଅନ୍ତର୍ଗତ ବଡ଼ଯୋରଡ଼ା ପଞ୍ଚାୟତର ସେଣ୍ଟ୍ରାଲ୍…
ଅନୁଗୁଳ: ତାଳଚେର ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ କୋଭିଡ୍ ଚିହ୍ନଟ ପାଇଁ କେବଳ ଆଣ୍ଟିଜେନ୍ ଟେଷ୍ଟ କରାଯାଉଥିବା ବେଳେ ଆରଟିପିସିଆର୍ ପରୀକ୍ଷା କରାଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ…
ଅନୁଗୁଳ: ଫୁଲ ଦେବେ ବୋଲି ଜବାବ ହେଲା। ଫୁଲ ବାବଦକୁ ହଜାରେ କି ଦୁଇ ହଜାର ନୁହଁ, ପୂରା ୫୦ ହଜାର ଟଙ୍କା ନେଲେ। ହେଲେ ଫୁଲ ଦେବାର ନାଁ ଧରିଲେନି । ଏମିତିକି ନେଇଥିବା ୫୦ ହଜାର ଟଙ୍କା ଫେରାଇବାକୁ…