୫ ବଖରା ଭସ୍ମୀଭୂତ

ତାଳଚେର: ଶୁକ୍ରବାର ସକାଳେ ତାଳଚେର ପୌରାଞ୍ଚଳର କିଶୋରଗଞ୍ଜ ପାଟଣା ସାହିର ବୁଲୁ ସିଂହଙ୍କ ଘରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏହି ଅଗ୍ନିକାଣ୍ଡରେ ୫ବଖରା ଘର ସହିତ ତାଙ୍କ ଘରର…

Continue Reading୫ ବଖରା ଭସ୍ମୀଭୂତ

ତାଳଚେର ଡାକ୍ତରଖାନାରେ କୋଭିଡ୍ ଟିକାକରଣ ଆରମ୍ଭ

ତାଳଚେର: ତାଳଚେର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଗୁରୁବାର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତାଳଚେର ଏଡିଏମ୍‌ଓ ଡା. କେ. ମହନ୍ତ, ଥାନା ଆଇଆଇସି ସତ୍ୟବ୍ରତ ରାଉତ, ପୌରନିର୍ବାହୀ ଅଧିକାରିଣୀ ରଶ୍ମୀରେଖା ଅମାନ୍ତ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରଥମ…

Continue Readingତାଳଚେର ଡାକ୍ତରଖାନାରେ କୋଭିଡ୍ ଟିକାକରଣ ଆରମ୍ଭ

ବାଲି, ପଥର ବୋଝେଇ ୩ ହାଇୱା ଜବତ

ବଅଁରପାଳ: ତାଳଚେର ଅଞ୍ଚଳରୁ ବେଆଇନ୍ ଭାବରେ ବାଲି,ପଥର ଚାଲାଣ ବେଳେ ତିନିଟି ହାଇ ବଅଁରପାଳ ତହସିଲ ପ୍ରଶାସନ ହାତରେ | ଧରାପଡ଼ିଛି । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଶନିବାର ପୂର୍ବାହ୍ନରେ ନାଲକୋ ଗିରାଟ ରାସ୍ତାରେ ଦୁଇଟି ବାଲି ବୋଝେଇ, ଗୋଟିଏ…

Continue Readingବାଲି, ପଥର ବୋଝେଇ ୩ ହାଇୱା ଜବତ

ତାଳଚେର ପୁସ୍ତକମେଳା ବାତିଲ

ତାଳଚେର: ମହାମାରୀ କରୋନାକୁ ଦୃଷ୍ଟିରେ ରଖୁ ଚଳିତ ବର୍ଷ ଜାନୁୟାରୀ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଷ୍ଟାଦଶ ତାଳଚେର ପୁସ୍ତକ ମେଳା ବାତିଲ କରିଦିଆଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତାଳଚେର ପୁସ୍ତକ ମେଳା କମିଟିର ଏକ…

Continue Readingତାଳଚେର ପୁସ୍ତକମେଳା ବାତିଲ

ସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ସୁପରଭାଇଜର ଗିରଫ

ଅନୁଗୁଳ: କଣିହାଁ ବ୍ଲକ୍‌ ରେଙ୍ଗାଳି ଥାନା ଅହଲ୍ୟାଛକ ନିକଟ ପାୱାର ଗ୍ରୀଡ୍‌ରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସ˚ସ୍ଥାର ସୁପରଭାଇଜର‌୍‌ଙ୍କୁ ପୁଲିସ୍‌  ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ, ପାୱାର ଗ୍ରୀଡ୍‌ରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠିକା କମ୍ପାନି…

Continue Readingସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ସୁପରଭାଇଜର ଗିରଫ

ଡକାୟତି ଯୋଜନା ବିଫଳ, ଯୋଜନା କରୁଥିବା ବେଳେ କାବୁ କଲା ପୁଲିସ୍

ଅନୁଗୁଳ: ବିଳମ୍ବିତ ରାତିରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇବାକୁ ଯୋଜନା ଚଳାଇଥିବା ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ନାଲ୍‌କୋନଗର ଥାନା ପୁଲିସ୍‌। ସୋମବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ଏହି ଲୁଟେରା ଗ୍ୟାଙ୍ଗର ୫ ଜଣ ଅଭିଯୁକ୍ତକୁ ପାଟ୍ରୋଲି˚…

Continue Readingଡକାୟତି ଯୋଜନା ବିଫଳ, ଯୋଜନା କରୁଥିବା ବେଳେ କାବୁ କଲା ପୁଲିସ୍

ଘର ପୋଡ଼ିଦେଲା ମଦ୍ୟପ ପୁଅ

ତାଳଚେର: ତାଳଚେର କୋଲିୟରୀ ଥାନା ଇଲାକା ଭରତପୁର ସିଏଚ୍‌ପି ହାଟି˚ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ମଦ୍ୟପ ପୁଅ ଘରେ ନିଆଁ ଲଗାଇଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ସୂଚନା ମୁତାବକ, ଭରତପୁର…

Continue Readingଘର ପୋଡ଼ିଦେଲା ମଦ୍ୟପ ପୁଅ

ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗ

ତାଳଚେର: ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗରେ ତାଳଚେର କୋଇଲା ଖଣି ଅଞ୍ଚଳରେ ଜଣେ ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ ଯେ, ତାଳଚେର କୋଇଲା କ୍ଷେତ୍ରରେ ଇପି ଫିଟର ଭାବେର କାର୍ଯ୍ୟ କରୁଥିବା ସୁନିଲ୍‌ ପ୍ରଧାନ ନାମକ…

Continue Readingବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗ

ପିଏମ୍‌ଆଇଟିଠାରେ ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟ

ତାଳଚେର: ବିକାଶ ଫାଉଣ୍ତେସନ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ତାଳଚେର ପବିତ୍ର ମୋହନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ପିଏମ୍‌ଆଇଟି) ଖେଳ ପଡ଼ିଆରେ ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୯ ତାରିଖରୁ ଆରମ୍ଭ ଏହି ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟରେ ଅନୁଗୁଳ ଓ ଢେଙ୍କାନାଳ…

Continue Readingପିଏମ୍‌ଆଇଟିଠାରେ ଗ୍ରାମାଞ୍ଚଳ ଭଲିବଲ୍‌ ଟୁର୍ନାମେଣ୍ଟ

ତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସତ୍ୟାଗ୍ରହ

ତାଳଚେର: ତାଳଚେର ମେଡିକାଲ୍‌ କଲେଜ ନିର୍ମାଣ ହେବାର ଦୀର୍ଘ ଦିନ ପରେ ମଧ୍ଯ ଏହା ଖୋଲୁ ନଥିବାରୁ ତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିରବ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। କମିଟିର ଆବାହକ ଭଗବାନ…

Continue Readingତାଳଚେର ମେଡିକାଲ୍‌ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସତ୍ୟାଗ୍ରହ